Monthly Archives

January 2024

ଲୁଟେରାଙ୍କୁ ଧରିବାକୁ ନାକାବନ୍ଦୀ । ନବରଙ୍ଗପୁର ବ୍ଲକ୍ କାର୍ଯ୍ୟାଳୟ ନିକଟ ଏଟିଏମରୁ ହୋଇଛି ଲୁଟ୍ । ପୋଲିସର ସର୍ଚ୍ଚ…

କନକ ବ୍ୟୁରୋ: ଏଟିଏମ୍ ଲୁଟେରାଙ୍କୁ ଧରିବାକୁ ତନାଘନା ଚଳାଇଛି ପୋଲିସ । ଲୁଟେରାଙ୍କୁ ଧରିବାକୁ ପୁରା ସହରକୁ ନାକାବନ୍ଦୀ କରାଯାଇଥିବା ଜଣାପଡିଛି । ମଙ୍ଗଳବାର ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ନବରଙ୍ଗପୁର ବ୍ଲକ୍ କାର୍ଯ୍ୟାଳୟ ନିକଟ ଏଟିଏମରୁଏଟିଏମ୍ ମେସିନକୁ ତାଡି ଏଭଳି କାଣ୍ଡ ଭିଆଇ…

ନବଜାତ ଶିଶୁକୁ ବାପା-ମା ଛାଡି ଚାଲିଗଲେ । ଅସୁସ୍ଥ ଅବସ୍ଥାରେ ମା’କୁ ଖୋଜୁଛି ଶିଶୁ ।

କନକ ବ୍ୟୁରୋ: ନବଜାତ ଶିଶୁକୁ ବାପା,ମା’ ଛାଡି ଚାଲିଗଲେ । ଏବେ କ୍ୟାପିଟାଲ ହସ୍ପିଟାଲରେ ରହି ଅସୁସ୍ଥ ଅବସ୍ଥାରେ ମାଆକୁ ଖୋଜୁଛି ଶିଶୁ । ନୟାଗଡ ଦଶପଲ୍ଲାର ଖଣ୍ଡପଡା ଅଞ୍ଚଳର ଏହି ଘଟଣା ଯେତିକି ସମ୍ବେଦନଶୀଳ, ସେତିକି ହୃଦୟସ୍ପର୍ଶୀ । ମା’ ଅସୁସ୍ଥ ହୋଇ ମେଡିକାଲରେ ଚିକିତ୍ସିତ ହେଉଥିଲେ ।…

ମୀନାକ୍ଷୀ ବାହିନୀପତିଙ୍କୁ ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସର ସଭାନେତ୍ରୀ ରୂପେ ନିଯୁକ୍ତ ।

କନକ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଓଡ଼ିଶା କଂଗ୍ରେସର ସାଂଗଠନିକ ପରିବର୍ତନ । ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ଗସ୍ତର ଗୋଟିଏ ଦିନ ପରେ ବଦଳିଛନ୍ତି ମହିଳା କଂଗ୍ରେସର ସଭାପତି । ଜୟପୁର ବିଧାୟକ ତାରା ବାହିନୀପତିଙ୍କ ପତ୍ନୀ ମିନାକ୍ଷୀ ବାହିନୀପତିଙ୍କୁ ମହିଳା କଂଗ୍ରେସ…

ଅନ୍ଧାରୁଆ ବିକାଶ କାର୍ଯ୍ୟ । ଯନ୍ତ୍ରୀଙ୍କ ଅନୁପସ୍ଥିତିରେ ଗାଡି ଆଲୁଅରେ ଚାଲିଛି ରାସ୍ତା ଢଳେଇ କାମ ।

କନକ ବ୍ୟୁରୋ: ଅନ୍ଧାରରେ ଚାଲିଛି ବିକାଶ କାର୍ଯ୍ୟ, ବିଭାଗୀୟ ଯନ୍ତ୍ରୀଙ୍କ ଅନୁପସ୍ଥିତିରେ ଗାଡି ଆଲୁଅରେ ଚାଲିଛି ରାସ୍ତା ଢଳେଇ କାମ । ଠିକଦାର ମନଇଚ୍ଛା ରାତି ଅଧିଆ କାମ କରି ରାଜସ୍ୱ ଲୁଟୁଥିବା ବେଳେ ପ୍ରଶାସନର ନୀରବତା ନେଇ ଉଠିଲା ପ୍ରଶ୍ନ । ପୁରୀ ସାକ୍ଷୀଗୋପଳରୁ ଅଳଗୁମ ମୁଖ୍ୟରାସ୍ତା…

ଛତିଶଗଡରେ ଆହତ ଯବାନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାଏ । ମେଡିକାଲରେ ପହଞ୍ଚିି ସ୍ୱାସ୍ଥ୍ୟାବସ୍ଥା ପଚାରି…

କନକ ବ୍ୟୁରୋ: ଛତିଶଗଡରେ ଆହତ ଯବାନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାଏ । ମେଡିକାଲରେ ପହଞ୍ଚି ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ସେମାନଙ୍କ ଉନ୍ନତମାନର ଚିକିତ୍ସା ନିଶ୍ଚିତ କରାଇଛନ୍ତି । ଛତିଶଗଡ଼ରେ ବଡ଼ ଧରଣର ମାଓ ଆକ୍ରମଣ ହୋଇଛି । ସୁକମା-ବିଜାପୁର ଜିଲ୍ଲା…

ଦିବ୍ୟାଙ୍ଗ ବ୍ୟବସାୟୀଙ୍କ ଉପରେ ବିଏମସିର ଜୁଲମ୍ । ଦାବି ପୂରଣ ବଦଳରେ ମାଡ ମାରିଲେ ।

କନକ ବ୍ୟୁରୋ: ଅନିର୍ଦ୍ଦିଷ୍ଟକାଳ ପାଇଁ ଧାରଣା ଦେଇଥିବା ଦିବ୍ୟାଙ୍ଗ ବ୍ୟବସାୟୀଙ୍କୁ ଉଠାଇ ନେଲା ବିଏମସି । ମାଡ଼ ମାରି ଜୋରଜବରଦସ୍ତି ଉଠାଇ ନେଇଥିବା ଅଭିଯୋଗ ହୋଇଛି । ଦାବି ପୂରଣ କରିବା ବଦଳରେ ରାତି ଅଧରେ ଧାରଣାରୁ ଉଠାଇ ନିଆଯାଇଛି । ବିଏମସି ଏନଫୋର୍ସମେଣ୍ଟଟିମ୍ ଉପସ୍ଥିତିରେ ଏକ ଘରୋଇ…