Daily Archives

January 3, 2024

ପାକିସ୍ତାନର ନିଦ ହଜାଇଛି ବଲୁଚିସ୍ତାନରେ ବିଦ୍ରୋହ । ସାମ୍ବାଦିକ ସମ୍ମଳନୀରେ ଭାବବିହ୍ୱଳ ହେଲେ ପାକ୍ ପ୍ରଧାନମନ୍ତ୍ରୀ

କନକ ବ୍ୟୁରୋ : ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ଲାଗୁଛି ଡର । ମୁହଁରେ ବାରମ୍ବାର ନେଉଛନ୍ତି ଭାରତ ନାଁ । ଭାରତର ଗୁଇନ୍ଦା ବିଭାଗ ନାଁ ନେଉଛନ୍ତି । ଲୋକଙ୍କୁ ଭୁଆଁ ବୁଲାଇବା ପାଇଁ ଏଭଳି ଡ୍ରାମା କରିଛନ୍ତି ପାକିସ୍ତାନର କାମଚଳା ପ୍ରଧାନମନ୍ତ୍ରୀ ଅନୱର ଉଲ-ହକ୍ –କାକଡ । ବଲୁଚିସ୍ତାନ…

ଭାରତୀୟ କୁସ୍ତି ମହାସଂଘ ବିବାଦରେ ନୂଆ ମୋଡ । ରାଜରାସ୍ତାକୁ ଓହ୍ଲାଇଲେ ଶହଶହ କୁସ୍ତିଯୋଦ୍ଧା

କନକ ବ୍ୟୁରୋ : ରେସଲର ବଜରଙ୍ଗ ପୁନିଆ, ସାକ୍ଷୀ ମଲ୍ଲିକ ଏବଂ ବିନେଶ ଫୋଗଟଙ୍କୁ ବିରୋଧ । ନୂଆଦିଲ୍ଲୀ ଜନ୍ତର ମନ୍ତରରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ହଜାର ହଜାର ସଂଖ୍ୟାରେ କନିଷ୍ଠ କୁସ୍ତିଯୋଦ୍ଧା । ଦେଶର ବିଭିନ୍ନ ସହର କୁସ୍ତିଯୋଦ୍ଧା ଜନ୍ତରମନ୍ତରରେ ପହଁଚି ବିକ୍ଷୋଭ ପ୍ରଦର୍ଶନରେ ସାମିଲ…

ପରିବାର ସଦସ୍ୟ ରାଜି ନହେଲେ ରୋଗୀଙ୍କୁ ଆଇସିୟୁରେ ଭର୍ତି କରିପାରିବେନି ହସ୍ପିଟାଲ । ୨୪ ଡାକ୍ତରଙ୍କ ପ୍ୟାନେଲର ସୁପାରିଶ…

କନକ ବ୍ୟୁରୋ : ଗୁରୁତର ରୋଗରେ ପୀଡିତ ରୋଗୀଙ୍କୁ ସେମାନଙ୍କ ପରିଜନଙ୍କ ସହମତି ବିନା ଆଇସିୟୁରେ ଭର୍ତି କରାଯାଇପାରିବ ନାହିଁ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ନୂଆଗାଇଡଲାଇନରେ ଏଭଳି ନିର୍ଦ୍ଦେଶନାମା ଜାରି କରାଯାଇଛି । ୨୪ ଡାକ୍ତରଙ୍କ ଦ୍ୱାରା ଗଠିତ ହୋଇଥିବା…

ଭଜନ ଗାୟିକା ସ୍ୱାତି ମିଶ୍ରଙ୍କୁ ପ୍ରଧାନମନ୍ତ୍ରୀ ପ୍ରଶଂସା । ରାମ ଆୟେଙ୍ଗେ ଭଜନରେ ମନ୍ତ୍ରମୁଗ୍ଧ ହେଲେ ମୋଦୀ

କନକ ବ୍ୟୁରୋ : ଭଜନ ଗାୟିକାଙ୍କୁ ପ୍ରଧାନମନ୍ତ୍ରୀ ପ୍ରଂଶସା । ଗାୟିକା ସ୍ୱାତି ମିଶ୍ରଙ୍କୁ ପ୍ରଂଶସା କରିବା ସହ ସେ ଗାଇଥିବା ଗୀତ ରାମ ଆୟେଙ୍ଗର ୟୁଟ୍ୟୁବ ଲିଙ୍କକୁ ନିଜ ସୋସିଆଲ ମିଡିଆ ଆକାଉଁଟରେ ଏକ୍ସରେ ପୋଷ୍ଟ କରିଛନ୍ତି ପ୍ରଧାନମନ୍ତ୍ରୀ । ନିକଟରେ ରିଲିଜ ହୋଇଥିବା ଭଜନ ଗୀତ ରାମ ଆୟେଙ୍ଗେ…

ରାଜସ୍ୱ ଆଦାୟ ପାଇଁ ବିଏମସିର ବଡ଼ ବଡ଼ ଲକ୍ଷ୍ୟ । ହେଲେ ଲକ୍ଷ୍ୟଠାରୁ ବହୁ ଦୂରରେ ବିଏମସି । କେଉଁଠି ରହୁଛି ଭୁଲ୍?

କନକ ବ୍ୟୁରୋ: ବିଏମସିକୁ ଘାରିଛି ରାଜସ୍ୱ ଆଦାୟ ଚିନ୍ତା । ଯେଉଁମାନେ ବାସଗୃହ ନାଁରେ ଘର ତିଆରି କରି ବ୍ୟବସାୟ କରୁଛନ୍ତି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଏମସି କମିଶନର କହିଛନ୍ତି । ଅନେକ ହୋଲଡିଂ ଟ୍ୟାକ୍ସ ଦେଉନାହାନ୍ତି ବୋଲି ଅଭିଯୋଗ ରହିଛି । ଅନ୍ୟପଟେ ଲୋକେ…

ଟିଏମସି ନେତ୍ରୀ ମହୁଆ ମୋଇତ୍ରାଙ୍କ ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ । ବଜେଟ ଅଧିବେଶନରେ ଭାଗ ନେବାକୁ କରିଥିଲେ ଆବେଦନ

କନକ ବ୍ୟୁରୋ : ଟିଏମସି ନେତ୍ରୀ ମହୁଆ ମୋଇତ୍ରାଙ୍କୁ ପୁଣି ଝଟକା । ମହୁଆଙ୍କ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ । ସଂସଦ କାର୍ଯ୍ୟରେ ଭାଗ ନେବାକୁ ଆବେଦନ କରିଥିଲେ ମହୁଆ, ଯାହାକୁ ଖାରଜ କରିଛନ୍ତି କୋର୍ଟ । ଜଷ୍ଟିସ ସଂଜୀବ ଖନ୍ନାଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ଆବେଦନ ଉପରେ ଶୁଣାଣୀ କରିଥିଲେ ।…