Daily Archives

January 12, 2024

ବଢ଼ିବ ଭାରତୀୟ ବାୟୁସେନାର ଶକ୍ତି । ସେନାରେ ସାମିଲ ହେବ ଅତ୍ୟାଧୁନିକ ମିସାଇଲ ଆକାଶ

କନକ ବ୍ୟୁରୋ : ସ୍ୱଦେଶୀ ଜ୍ଞାନକୌଣଳରେ ନିର୍ମିତ ‘ଆକାଶ-ନ୍ୟୁ ଜେନେରେସନ’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ । ଶୁକ୍ରବାର ସକାଳେ ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ଏହାର ସଫଳ ପରୀକ୍ଷଣ କରାଯାଇଛି । ୱିପନ୍ ସିଷ୍ଟମ ଜରିଆରେ ଟାର୍ଗେଟକୁ ସଫଳତାର ସହ ଧ୍ୱଂସ କରିଛି ଏହି ମିଶାଇଲ । ଏହି…

ହୁତୀ ଆତଙ୍କୀଙ୍କ ଆଡ୍ଡାରେ ଆମେରିକା-ବିଟ୍ରେନର ମିଳିତ ଅପରେସନ । ମିସାଇଲ,ଡ୍ରୋନ, ବୋମାମାଡ଼ରେ ମାଟିରେ ମିଶିଲା ହୁତୀ…

କନକ ବ୍ୟୁରୋ : ଲୋହିତ ସାଗରରେ ହଲଚଲ । ଡ୍ରୋନ, ମିସାଇଲ, ବୋମା ମାଡ଼ରେ କମ୍ପୁଛି ସାଗର । ଥରହର ହୁତୀ ସଂଗଠନ । ଚେତାବନୀ ପରେ ହୁତୀ ବିଦ୍ରୋହୀ ସଂଗଠନ ଉପରେ ଜୋରଦାର ଆକ୍ରମଣ କରୁଛି ଆମେରିକା-ବ୍ରିଟେନ ମିଳିତ ଟିମ । କିଭଳି ଏୟାରବେସରୁ ଗୋଟେ ପରେ ଗୋଟେ ଯୁଦ୍ଧ ବିମାନ ଲୋହିତ ସାଗର ମୁହାଁ…

ଗୋଆ ହତ୍ୟା ମାମଲାରେ ଆସୁଛି ଚାଞ୍ଚଲ୍ୟକର ତଥ୍ୟ । ଶବ ଭର୍ତି ବ୍ୟାଗରୁ ମିଳିଲା ଅଭିଯୁକ୍ତ ସୂଚନା ସେଟଙ୍କ ହାତ ଲେଖା…

କନକ ବ୍ୟୁରୋ : ୪ବର୍ଷର ପୁଅକୁ ହତ୍ୟା କରିବା ଅଭିଯୋଗରେ ସୂଚନା ସେଟଙ୍କୁ ଜେରା କରୁଛି ପୁଲିସ । ୬ଦିନ ପାଇଁ କର୍ଣ୍ଣାଟକ ପୁଲିସ ରିମାଣ୍ଡରେ ନେଇ ଜେରା କରୁଛି । ଅନ୍ୟପଟେ ଘଟଣାସ୍ଥଳ, ସୂଚନାଙ୍କ କର୍ଣ୍ଣାଟକ ଘର ଓ ଶବ ଭର୍ତି ବ୍ୟାଗରୁ ସୁରାକ ଖୋଜୁ ଖୋଜୁ ପୁଲିସ ହାତରେ ଲାଗିଛି ଚିରା ଚିଠି ।…

ଜ୍ୟୋତିଷଙ୍କ କଳା କାରନାମା: ଦୁଷ୍କର୍ମ ଉଦ୍ୟମ କଲେ, ଭିଡିଓ ବନାଇଲେ । ଟଙ୍କା ପାଇଁ ମହିଳାଙ୍କୁ ବ୍ଲାକମେଲ୍ କଲେ

କନକ ବ୍ୟୁରୋ: ସାମ୍ନାକୁ ଆସିଛି ଭଣ୍ଡ ଜ୍ୟୋତିଷ ନିଳାମ୍ବର ପାଣିଙ୍କ କଳା କାରନାମା । ସୋସିଆଲ ମିଡିଆରେ ନିଜର ପ୍ରଚାର କରି ଲୋକଙ୍କୁ ଫସାଉଥିଲେ ଏବଂ ଯିଏ ତାଙ୍କ ଫାନ୍ଦରେ ପଡ଼ିଲା, ଟଙ୍କା ଲୁଟ୍ ଠାରୁ ଆରମ୍ଭ କରି ଅନୈତିକ କାର୍ଯ୍ୟ କରିବାକୁ ମଧ୍ୟ ପଛାଉନଥିଲେ । ଭୁବନେଶ୍ୱରର ଜଣେ ମହିଳା…

ସୀମା ଟପିଲା ବର୍ବରତା: ବାପା ଆଗରେ ୫ ବର୍ଷର ଶିଶୁକୁ ପଥରରେ ଛେଚି ହତ୍ୟା, ମୃତ ଶିଶୁର ହାତ ଗୋଡ କାଟି ଗାଁ ଦାଣ୍ଡରେ…

କନକ ବ୍ୟୁରୋ: ନବରଙ୍ଗପୁର ଡାବୁଗାଁ ଥାନା ଅଂଚଳରେ ଏପରି ଏକ ହତ୍ୟାକାଣ୍ଡ ଘଟିଛି, ଯାହା ଆପଣଙ୍କ ଛାତି ଥରାଇ ଦେବ । ଜଣେ ୫ ବର୍ଷର ଶିଶୁକୁ ପଥରରେ ଛେଚି ହତ୍ୟା କରିବା ପରେ ହାତ ଗୋଡ଼ କାଟି ଫିଙ୍ଗି ଦେଇଛି ଜଣେ ଯୁବକ । ଅଭିଯୁକ୍ତକୁ ପୁଲିସ ଗିରଫ କରିଥିବା ବେଳେ କାହିଁକି ଏପରି ବୀଭତ୍ସ ଭାବେ…

ଅଯୋଧ୍ୟା ପ୍ରାଣପ୍ରତିଷ୍ଠା ଉତ୍ସବକୁ ନେଇ ଦୁଇ ଭାଗ କଂଗ୍ରେସ । କଂଗ୍ରେସର ବୟକଟ ଅଯୋଧ୍ୟାକୁ ନାପଶନ୍ଦ କଲେ ଦଳର ନେତା…

କନକ ବ୍ୟୁରୋ : ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ଉତ୍ସବକୁ ବୟକଟ କରିଛି କଂଗ୍ରେସ । ସନାତନ ଧର୍ମ ବିରୋଧୀ କହି କଂଗ୍ରେସ ଉପରେ ବର୍ଷିଛି ବିଜେପି । ଏହାର ଜବାବ ରଖିଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ । ଖଡ଼ଗେ କହିଛନ୍ତି ବିଶ୍ୱାସ ଓ ଭକ୍ତି ଥିଲେ କେବେ ବି ଅଯୋଧ୍ୟା ଯିବା ସମ୍ଭବ ।…