Daily Archives

January 4, 2024

ଓଡିଶା କ୍ରିକେଟରେ ପୁଣି ବୟସ ଜାଲିଆତି: ଓଡିଶା ରଣଜୀ ଟିମରୁ ବିଦା ହେଲେ ସୁମିତ ଶର୍ମା

କନକ ବ୍ୟୁରୋ: ଓଡ଼ିଶା କ୍ରିକେଟରେ ପୁଣି ବୟସ ଜାଲିଆତି ମାମଲା । ବୟସରେ ଜାଲିଆତି କରିଥିବା ମାମଲାରେ ଓଡ଼ିଶା ରଣଜୀ କ୍ରିକେଟ୍ ସୁମିତ୍ ଶର୍ମା ବିଦା ହୋଇଛନ୍ତି । ବିଭିନ୍ନ ବୟସ ବର୍ଗ ପାଇଁ ଭିନ୍ନ ଭିନ୍ନ ସାର୍ଟିଫିକେଟ୍ ଦେବା ପରେ ଏଭଳି କାର୍ଯ୍ୟାନୁଷ୍ଠାନ ନେଇଛି ଭାରତୀୟ କ୍ରିକେଟ୍ ବୋର୍ଡ ।…

ଦୁଇ ଦିନରେ ସରିଲା ଭାରତ-ଦକ୍ଷିଣ ଆଫ୍ରକା ଦ୍ୱିତୀୟ ଟେଷ୍ଟ । ଘରୋଇ ଦଳକୁ ୭ ୱିକେଟରେ ହରାଇଲା ଟିମ ଇଣ୍ଡିଆ, ମହମ୍ମଦ…

କନକ ବ୍ୟୁରୋ : ଦୁଇ ଦିନରେ ସରିଲା ଭାରତ-ଦକ୍ଷିଣ ଆଫ୍ରକା ଦ୍ୱିତୀୟ ଟେଷ୍ଟ । ଘରୋଇ ଦଳକୁ ୭ ୱିକେଟରେ ହରାଇଲା ଟିମ ଇଣ୍ଡିଆ । ମହମ୍ମଦ ସିରାଜ, ଯଶପ୍ରିତ ବୁମ୍ରାଙ୍କ ଘାତକ ବୋଲିଂ ଯୋଗୁ ମାଚ ଜିତିଛି ଭାରତ । ଦ୍ୱିତୀୟ ଇନିସରେ ଦକ୍ଷିଣ ଆଫ୍ରିକା ୧୭୬ ରନ କରିବାରେ ସକ୍ଷମ ହୋଇଥିଲା । ଭାରତକୁ…

ଲାକ୍ଷାଦ୍ୱୀପରେ ପ୍ରଧାନମନ୍ତ୍ରୀଙ୍କ ଦୁଃସାହସିକ କାର୍ଯ୍ୟ । ସମୁଦ୍ରରେ ସ୍କୁବା ଡ୍ରାଇଭିଂ କଲେ ନରେନ୍ଦ୍ର ମୋଦୀ

କନକ ବ୍ୟୁରୋ : ଲାକ୍ଷାଦ୍ୱୀପରେ ପ୍ରଧାନମନ୍ତ୍ରୀଙ୍କ ଦୁଃସାହସିକ କାର୍ଯ୍ୟ । ସମୁଦ୍ରରେ ସ୍କୁବା ଡ୍ରାଇଭିଂ କଲେ ନରେନ୍ଦ୍ର ମୋଦି । ସୋଶିଆଲ ମିଡିଆରେ ପ୍ରିଷ୍ଟିନ ବିଚରେ ଉଠାଇଥିବା ଫଟୋ ତାଙ୍କ ସୋଶିଆଲ ମିଡିଆରେ ସେୟାର କରିଛନ୍ତି । ଲାକ୍ଷାଦ୍ୱୀପ ଗସ୍ତ ସମୟରେ ପ୍ରାକୃତିକ ସୌନ୍ଦର୍ଯ୍ୟକୁ…

ଢେଙ୍କାନାଳ ମଗଜିକୁ ଜିଆଇ ଟ୍ୟାଗ୍: ବହୁଦିନର ଦାବି ହେଲା ପୂରଣ

କନକ ବ୍ୟୁରୋ: ରାଜ୍ୟର ବହୁ ପୁରୁଣା ଉତ୍ପାଦ ଓ ହସ୍ତକଳାକୁ ମିଳିଛି ମାନ୍ୟତା । ଓଡିଶାର ୮ଟି ସାମଗ୍ରୀକୁ ଜିଆଇ ଟ୍ୟାଗ ମିଳିଛି । ୬୦୦ ବର୍ଷର ପୁରୁଣା ଢେଙ୍କାନାଳ ମଗଜି ଲଡୁ, ମୟୁରଭଂଜର କାଇଚଟଣି, ରାୟଗଡା ଲାଞ୍ଜିଆ ସଉରାଙ୍କ ଚିତ୍ରକଳା ଓ ଡଙ୍ଗରିଆ କନ୍ଧଙ୍କ ହାତବୁଣା କାପଡାଗୁନ୍ଦା ସାଲ ସହ…

ଗୁୁରୁଗ୍ରାମରେ ଗ୍ୟାଙ୍ଗଷ୍ଟର ସନ୍ଦୀପ ଗୋଡଲିଙ୍କ ମହିଳା ବନ୍ଧୁ ଦିବ୍ୟା ପାହୁଜାଙ୍କୁ ଗୁଳି । ସାମ୍ନାକୁ ଆସିଲା…

କନକ ବ୍ୟୁରୋ : ଗ୍ୟାଙ୍ଗଷ୍ଟର ସନ୍ଦୀପ ଗୋଡଲିଙ୍କ ମହିଳା ବନ୍ଧୁ ଦିବ୍ୟା ପାହୁଜା । ଜଣେ ମଡେଲ ଭାବେ ପରିଚତ ଦିବ୍ୟା । ଫେବୃଆରୀ, ୨୦୧୬ରେ ମୁମ୍ବାଇର ଏକ ହୋଟେଲରେ ଗୋଡଲିଙ୍କୁ ଗୁରୁଗ୍ରାମ ପୁଲିସ ଏନକାଉଂଟର କରି ହତ୍ୟା କରିଥିଲା । ସେହି ସମୟରେ ଗ୍ୟାଙ୍ଗଷ୍ଟର ସନ୍ଦୀପଙ୍କ ସହ ଥିଲେ ତାଙ୍କ…

ସଂସଦୀୟ କ୍ଷେତ୍ର ପାଇଁ ସମରସଜ୍ଜା: ୧୦ଟି ଲୋକସଭା ହେବ ନିର୍ଣ୍ଣାୟକ

କନକ ବ୍ୟୁରୋ: ୧୦ଟି ଲୋକସଭା ଆସନ ପାଇଁ ସ୍ୱତନ୍ତ୍ର ରଣନୀତି କରିଛି ବିଜେଡି । ଯେଉଁ ଆସନରେ ଜୟ-ପରାଜୟର ବ୍ୟବଧାନ ୩୦ ହଜାରରୁ କମ୍ ଭୋଟ ରହିଥିଲା । ସେହି ସବୁ ଆସନରେ ଦଳ କେମିତି ପ୍ରତିପକ୍ଷଙ୍କୁ ମାତ ଦେବ ସେଥିପାଇଁ ଫୋକସ୍ କରିଛି । ମାଡିଆସୁଛି ସାଧାରଣ ନିର୍ବାଚନ । ଉଭୟ ବିଧାନସଭା ଓ…