Daily Archives

January 19, 2024

ଫ୍ରାଇଡେ ରିଲିଜରେ ମୁକ୍ତିଲାଭ କଲା ୨ଟି ଫିଲ୍ମ । ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପୟୀଙ୍କ କାହାଣୀକୁ ନେଇ…

କନକ ବ୍ୟୁରୋ : ପରଦାକୁ ଆସିଲା ହିନ୍ଦୀ ଫିଲ୍ମ ‘ମେଁ ଅଟଳ ହୁଁ’ । ଚଳଚିତ୍ରରେ ବାଜପେୟୀଙ୍କ ଭୂମିକାରେ ନଜର ଆସିଛନ୍ତି ଅଭିନେତା ପଂକଜ ତ୍ରିପାଠୀ । ରବି ଯାଦବଙ୍କ ନିର୍ଦ୍ଦେଶନାରେ ତିଆରି ହୋଇଥିବା ଏହି ଚଳଚ୍ଚିତ୍ରରେ ଅଟଳ ବିହାରୀ ବାଜପେୟୀଙ୍କ ଜୀବନର ପ୍ରତ୍ୟେକ ଦିଗକୁ ଦୁଇ ଘଂଟା ମଧ୍ୟରେ…

ବିଲକିସ୍ ବାନୋ ଦୁଷ୍କର୍ମକାରୀଙ୍କୁ ମିଳିଲାନି ଆଶ୍ୱସ୍ତି । ୨୧ ତାରିଖ ସୁଦ୍ଧା ସମସ୍ତ ୧୧ ଜଣ ଦୋଷୀଙ୍କୁ ଆତ୍ମସମର୍ପଣ…

କନକ ବ୍ୟୁରୋ : ବିଲକିସ୍ ବାନୋ ଗଣଦୁଷ୍କର୍ମ ମାମଲାର ସମସ୍ତ ୧୧ ଦୋଷୀଙ୍କ ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ । ୨୧ ତାରିଖ ସୁଦ୍ଧା ପୋଲିସ ନିକଟରେ ଆତ୍ମସମର୍ପଣ କରିବାକୁ କହିଲେ ସର୍ବୋଚ୍ଚ ନାୟାଳୟ । ଆତ୍ମସମର୍ପଣ ପାଇଁ ସମୟ ମାଗି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଦୋଷୀ । ଶୁକ୍ରବାର ଏନେଇ…

ଶେଷରେ ସରକାରୀ ବାସଭବନ ଖାଲି କଲେ ଟିଏମସି ନେତ୍ରୀ । ଘର ଛାଡିବାକୁ ତୃତୀୟ ଥର ନୋଟିସ୍ ପରେ ହାଇକୋର୍ଟର ହୋଇଥିଲେ…

କନକ ବ୍ୟୁରୋ : ଶେଷରେ ସରକାରୀ ଘର ଖାଲି କଲେ ଟିଏମସି ନେତ୍ରୀ ମହୁଆ ମୈତ୍ର । ସଂସଦରେ ପ୍ରଶ୍ନ ପଚାରିବା ଅଭିଯୋଗରେ ବହିଷ୍କୃତ ହୋଇଥିବା ଲୋକସଭା ସାଂସଦ ମହୁଆ ମୈତ୍ରାଙ୍କୁ ଶେଷରେ ଦିଲ୍ଲୀସ୍ଥିତ ତାଙ୍କ ସରକାରୀ ବଙ୍ଗଳା ଖାଲି କରିବାକୁ ପଡ଼ିଛି । ସରକାରଙ୍କ ନୋଟିସକୁ ଚ୍ୟାଲେଞ୍ଜ କରି…

ଆସାମର ବ୍ରହ୍ମପୁତ୍ର ନଦୀରେ ବୋଟରେ ଯାତ୍ରା କରି ମାଜୁଲି ଦ୍ୱୀପରେ ପହଁଚିଲେ ରାହୁଲ । କହିଲେ, କଂଗ୍ରେସ ଲୋକସମ୍ପର୍କ…

କନକ ବ୍ୟୁରୋ : ଭାରତ ଯୋଡ ନ୍ୟାୟ ଯାତ୍ରାର ଷଷ୍ଠ ଦିନରେ ଡଙ୍ଗାରେ ବ୍ରହ୍ମପୁତ୍ର ନଦୀରେ ଯାତ୍ରା କଲେ ରାହୁଲ ଗାନ୍ଧୀ । ଶୁକ୍ରବାର ସକାଳେ ଆସାମରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସହଯୋଗୀଙ୍କ ସହ ବିଶ୍ୱର ସର୍ବବୃହତ ଜନବସତି ମାଜୁଲି ଦ୍ୱୀପ ଯାଇଛନ୍ତି । ଏଥିପାଇଁ ବୋଟ୍ରେ ବ୍ରହ୍ମପୁତ୍ର ନଦୀ…

ମହାରାଷ୍ଟ୍ରରେ ପିଏମ୍ ଆବାସ ଯୋଜନାର ଉଦଘାଟନ ବେଳେ ଭାବବିହ୍ୱଳ ହେଲେ ପ୍ରଧାନମନ୍ତ୍ରୀ । ଲୁହ ଛଳ ଛଳ ଆଖିରେ ମନେ ପକାଇଲେ…

କନକ ବ୍ୟୁରୋ : ଭାବ ବିହ୍ୱଳ ହୋଇ ଆଖି ଛଳଛଳ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆବାସ ଯୋଜନାର ଏକ ସୋସାଇଟିକୁ ଉଦ୍ଘାଟନ କରିବା ବେଳେ ନିଜ ପିଲାଦିନର କଥା ମନେ ପକାଇ କାନ୍ଦ କାନ୍ଦ ହୋଇପଡିଛନ୍ତି ମୋଦୀ । ଅସହାୟ ବ୍ୟକ୍ତିଙ୍କୁ ପକ୍କା ଘର ଦେବା ବେଳେ ନିଜ ପିଲାଦିନେ ଭୋଗିଥିବା ସମସ୍ୟାକୁ…

ଇରାନ-ପାକିସ୍ତାନ ଭିତରେ ବଢୁଛି ଉତେଜନା । ଏୟାରଷ୍ଟ୍ରାଇକ୍କୁ ନେଇ ଇରାନ ବାହାନାରେ ଭାରତକୁ ଟାର୍ଗେଟ୍ କଲେ ପାକ୍ ପୂର୍ବ…

କନକ ବ୍ୟୁରୋ : ପାକିସ୍ତାନର ପୂର୍ବ ବିଦେଶ ମନ୍ତ୍ରୀ ତଥା ପିପିପି ଅଧ୍ୟକ୍ଷ ବିଲାବଲ ଭୁଟ୍ଟୋ ଜରଦାରୀ, ଇରାନ ବାହାନାରେ ଭାରତକୁ କରିଛନ୍ତି ଟାର୍ଗେଟ । ଗୁରୁବାର ପାକିସ୍ତାନର ଏକ ଖବର ସରବରାହ ସଂସ୍ଥାକୁ ସାକ୍ଷାତକାର ଦେବା ସମୟରେ ବିଲାବଲ କହିଛନ୍ତି, କୌଣସି ଦେଶ ଉପରେ ଏୟାରଷ୍ଟ୍ରାଇକ୍ କରିବା…