Daily Archives

January 1, 2024

ପୋଲିସ ଓ ମାଓବାଦୀଙ୍କ ଭିତରେ ଗୁଳିବିନିମୟ । କ୍ରସ୍ ଫାୟାରିଂରେ ଶିଶୁ ମୃତ, ମାଆ ଗୁରୁତର

କନକ ବ୍ୟୁରୋ: ଛତିଶଗଡ ବିଜାପୁର ଜିଲ୍ଲାରେ ପୋଲିସ ଓ ମାଓବାଦୀଙ୍କ ଭିତରେ ହେଇଛି ଗୁଳିବିନିମୟ । ଏହି ଗୁଳି ବିନିମୟରେ ଜଣେ ଶିଶୁ ମୃତ୍ୟୁ ବରଣ କରିଥିବାବେଳେ, ମାଆ ଜଣକ ଗୁରୁତର ହେଇଛନ୍ତି । ତେବେ ମିଳିଥିବା ସୂଚନା ମୁତାବକ, ଗୁରୁତର ହେଇଥିବା ମାଆଙ୍କ ହାତରେ ବାଜିଛି ଗୁଳି । ଗୁଳି ବାଜିବା…

ପିକନିକ୍ ପାଇଁ ଯାଉଛନ୍ତି କି? ପଢିରଖନ୍ତୁ, ରାଜ୍ୟ ସରକାରଙ୍କ ନୂଆ ଗାଇଡଲାଇନ୍…

କନକ ବ୍ୟୁରୋ: ଆପଣ ପିକନିକ୍ ଯାଉଛନ୍ତି କି? ନିକଟରେ ଅନେକ ପିକନିକ୍ ବସ ଦୁର୍ଘଟଣାର ଶିକାର ହୋଇଛି । ଆଉ ଅନେକ ସ୍କୁଲ ପିଲା ଦୁର୍ଘଟଣାରେ ଆହତ ହୋଇଛନ୍ତି । କୁହୁଡି ସାଙ୍ଗକୁ ଅନ୍ୟାନ୍ୟ କାରଣ ପାଇଁ ଦୁର୍ଘଟଣା ଘଟୁଥିବା ଜଣାପଡିଛି । ସରକାରଙ୍କ ରିପୋର୍ଟ ଅନୁସାରେ, ୨୦୧୯ରୁ ୨୦୨୨ ମଧ୍ୟରେ…

ମା’ଙ୍କ ସୋନିଆଙ୍କ ସହ ଏକାଠି ମିଶି ସୁଆଦିଆ ବ୍ୟଞ୍ଜନ ପ୍ରସ୍ତୁତ କଲେ କଂଗ୍ରେସ ସାଂସଦ । ଫଳବଗିଚାରୁ ତାଜା ଫଳ ତୋଳି ଜାମ…

କନକ ବ୍ୟୁରୋ : ରାହୁଲ ଗାନ୍ଧୀ । କଂଗ୍ରେସ ସାଂସଦଙ୍କ ଭଳିକି ଭଳି ଅବତାର ଅନେକବାର ଦେଖିବାକୁ ମିଳିଛି । ଏବେ ପୁଣି ଥରେ ତାଙ୍କର ଏକ ନୂଆ ଅବତାର ସାମ୍ନାକୁ ଆସିଛି । ୨୦୨୩ ଡିସେମ୍ବର ୩୧ ତାରିଖରେ ରାହୁଲ ନିଜର ୟୁଟ୍ୟୁବ ଚ୍ୟାନେଲ ଏକ ଭିଡିଓ ପୋଷ୍ଟ କରିଛନ୍ତି । ୫ମିନିଟରେ ଭିଡିଓରେ ଉଭୟ…

୨ ମାସ ପରେ ଆଇଆଇଟି-ବିଏଚ୍ୟୁ ଛାତ୍ରୀଙ୍କ ଦୁଷ୍କର୍ମକାରୀଙ୍କୁ ବାନ୍ଧିଲା ପୋଲିସ । ବିଜେପି ଆଇଟି ସେଲର ସକ୍ରିୟ…

କନକ ବ୍ୟୁରୋ : ଧରାପଡିଛନ୍ତି ଆଇଆଇଟି –ବିଏଚ୍ୟୁ ଛାତ୍ରୀଙ୍କ ତିନି ଦୁଷ୍କର୍ମକାରୀ । ୨ ମାସ ତଳେ ଆଇଆଇଟି ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ଛାତ୍ରୀଙ୍କୁ ଦୁଷ୍କର୍ମ ମାମଲାରେ ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବାରାଣାସୀ ପୋଲିସ । ଗିରଫ ଯୁବକମାନେ ହେଲେ କୁନାଲ ପାଣ୍ଡେ,…

ମୃତ୍ୟୁକୁ ଜୟ କରିଥିବାରୁ, କୁନି ଝିଅ ନା ପାଇଲା ‘ବିଜୟିନୀ’ । ଭୀମସାରରେ ହେଲା ଏକୋଇଶିଆ । କେକ୍ କାଟିବା ସହ ହେଲା…

କନକ ବ୍ୟୁରୋ: ସମ୍ବଲପୁର ରେଙ୍ଗାଲିର ଏକ ବୋରୱେଲରୁ ଉଦ୍ଧାର ହୋଇଥିବା କୁନି ଶିଶୁକୁ ଆଜି ୨୧ ଦିନ ପୂରିଛି । ଭୀମସାରରେ ଶିଶୁଟିର ଚିକିତ୍ସା କରାଯାଇଥିବା ବେଳେ ଆଜି ତା’ର ଏକୋଇଶିଆ ପାଳନ କରାଯାଇଛି । ଆଉ ଏହି ଅବସରରେ ତା’ର ନାଁ ବିଜୟିନୀ ରଖାଯାଇଛି । ଏକୋଇଶିଆରେ ପୂରା ରୀତିନୀତି ସହ…

ଗ୍ୟାଙ୍ଗଷ୍ଟର ଗୋଲ୍ଡି ବରାଡ ବିରୋଧରେ ଭାରତ ସରକାରଙ୍କ ବଡ ନିଷ୍ପତି । ଦେଶ ବିରୋଧୀ କାର୍ଯ୍ୟକଳାପ ନେଇ ଗୋଲ୍ଡିକୁ…

କନକ ବ୍ୟୁରୋ : ଗ୍ୟାଙ୍ଗଷ୍ଟର ଗୋଲଡୀ ବ୍ରାର୍କୁ ଆତଙ୍କବାଦୀ ଘୋଷଣା କଲା ଭାରତ । କାନାଡ଼ାରେ ରହି ଭାରତ ବିରୋଧୀ ଗତିବିଧି କରୁଥିବା ଗୋଲଡୀକୁ ସୋମବାର ଆତଙ୍କୀଭାବେ ଭାରତ ସରକାର ଘୋଷଣା କରିଛନ୍ତି । ଗତବର୍ଷ ଅର୍ନ୍ତଜାତୀୟ ଆତଙ୍କୀ ସଂଗଠନ ବବର ଖାଲସା ସହିତ ସମ୍ପର୍କ ଅଭିଯୋଗ ଆଣି ଭାରତ ସରକାର…