Daily Archives

January 7, 2024

ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗରେ ବାମଦଳର ଶକ୍ତି ପ୍ରଦର୍ଶନ । ବିଜେପି ଓ ଟିଏମସିକୁ ଟାର୍ଗେଟ୍

କନକ ବ୍ୟୁରୋ : ଚଳିତ ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନ ପୂର୍ବରୁ ସମସ୍ତ ରାଜନୈତିକ ଦଳ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଲାଗିପଡିଛନ୍ତି । ଏହି କ୍ରମରେ ମାର୍କସବାଦୀ କମ୍ୟୁନିଷ୍ଟ ପାର୍ଟି ଆଜି ପଶ୍ଚିମବଙ୍ଗରେ ତା’ର ଶକ୍ତି ପ୍ରଦର୍ଶନ କରିଛି । ପଶ୍ଚିମବଙ୍ଗ ରାଜଧାନୀ କୋଲକତାର ବ୍ରିଗେଡ…

ମାଛ ଚାଷ କରି ଚର୍ଚ୍ଚାରେ ଗୁଣୁପୁର ଭାଲେରୀକୁଡ଼ିଆ ଗାଁର ମହିଳା । ପୋଖରୀ ଲିଜ୍ ନେଇ ଏସଏଚଜି ମହିଳା ମାନେ କରୁଛନ୍ତି ମାଛ…

କନକ ବ୍ୟୁରୋ : ଆଦିବାସୀ ବହୁଳ ରାୟଗଡ଼ା ଜିଲ୍ଲାରେ ଲୋକଙ୍କ ଜୀବନ ଜୀବିକା କହିଲେ, ଧାନ, କପା ଓ ପରିବା ଚାଷ । କିନ୍ତୁ ସମୟ ସହ ତାଳ ଦେଇ ଏଠାକାର ମହିଳାଙ୍କ ଜୀବନ ଜୀବିକାରେ ଆସିଛି ପରିବର୍ତ୍ତନ । ଦିନେ ଦିନମଜୁରୁଆ ଭାବେ କାମ କରୁଥିବା ମହିଳା ଏବେ କରୁଛନ୍ତି ମାଛ ଚାଷ । ସ୍ୱୟଂ ସହାୟକ…

ଗ୍ରାମାଂଚଳରେ ମହିଳାଙ୍କୁ ରୋଜଗାର ଦେଉଛି କୁଟିର ଶିଳ୍ପ । ତେଜପତ୍ର, ସଞ୍ଜବତୀ ଓ ବିଭିନ୍ନ ପ୍ରକାରର ଖାଦ୍ୟ ସାମଗ୍ରୀ…

କନକ ବ୍ୟୁରୋ : ସଞ୍ଜବତୀ, ତେଜପତ୍ର ଓ ବିଭିନ୍ନ ପ୍ରକାରର ଖାଇବା ଜିନିଷ ପ୍ରସ୍ତୁତ କରୁଛନ୍ତି ଭୋଗରାଇ ଦେହୁର୍ଦା ଅଂଚଳର ମହିଳା । ସ୍ଥାନୀୟ ଅଂଚଳରେ ପ୍ରଚୁର ପରିମାଣର ତେଜପତ୍ର ମିଳୁଥିବା ବେଳେ ଏହାକୁ ସଂଗ୍ରହ କରି ତାଙ୍କୁ ଶୁଖାଇବା ପରେ ମହିଳା ମାନେ ମେସିନରେ ପ୍ୟାକେଟିଂ କରୁଛନ୍ତି ।…

ଗାଁରେ ଖୋଲିଛି ବିୟୁଟି ପାର୍ଲର । ମହିଳାଙ୍କୁ ମେକଅପ୍ ଦେଇ ଭଲ ରୋଜଗାର କରୁଛନ୍ତି ନିଆଳିର ପପିନା ପଟ୍ଟାୟତ

କନକ ବ୍ୟୁରୋ : ମେକଅପ୍ ହେଉ କି ବ୍ୟୁଟି ପାର୍ଲର ବ୍ୟବସାୟ । ଏହା ଏବେ କେବଳ ସହରର ବ୍ୟବସାୟ ନୁହେଁ । ଏବେ ଗାଁ ଗଣ୍ଡାରେ ବି ଏହି ବ୍ୟବସାୟ କରି ବେଶ ଲାଭବାନ ହେଉଛନ୍ତି ମହିଳାମାନେ । ସିଲେଇ ମେସିନ୍ ଓ ବିୟୁଟି ପାର୍ଲର ଖୋଲି ମହିଳାଙ୍କୁ ମେକଅପ୍ ଦେଉଛନ୍ତି କଟକ ନିଆଳି ଅଂଚଳର ପପିନା…

ଚିଲିକା ଅଂଚଳରେ ମହିଳାଙ୍କୁ ସ୍ୱାବଲମ୍ବୀ କରିଛି ଶୁଖୁଆ ବ୍ୟବସାୟ । ବିଭିନ୍ନ ପ୍ରକାରର ଶୁଖୁଆ ବିକ୍ରି କରି ସ୍ୱାବଲମ୍ବୀ…

କନକ ବ୍ୟୁରୋ : ଚିଲିକାରୁ ମାଛ ସଂଗ୍ରହ କରି ଶୁଖୁଆ ପ୍ରସ୍ତୁତ କରୁଛନ୍ତି କୃଷ୍ଣପ୍ରସାଦ ବ୍ଲକ ନୂଆପଡ଼ା ପଂଚାୟତ ଖଟିସାହି ଗାଁର ୩୪ ଜଣ ମହିଳା । ଚିଲିକା ଡାଇମଣ୍ଡ ପ୍ରଡ୍ୟୁସର ଗ୍ରୁପ୍ ଗଠନ କରି ଏହି ମହିଳା ମାନେ ଶୁଖୁଆ ପ୍ରସ୍ତୁତ କରୁଛନ୍ତି । ନିଜର ଘର କାମ ସହ ଏହି କାମ ପାଇଁ ଦିନକୁ ୨ ଘଂଟା…

ମାଟିର ମୂୂର୍ତ୍ତିକୁ ସେ ଦେଉଛନ୍ତି ଜୀବନ୍ତ ରୂପ । ଭଳିକି ଭଳି ମୂୂର୍ତ୍ତି ଗଢ଼ିବା ତାଙ୍କର ପାଲଟିଛି ପେଶା ଆଉ ନିଶା

କନକ ବ୍ୟୁରୋ : ମାଟି, ପଥର, ସିମେଣ୍ଟ, କାଠ ଓ ଫାଇବରରେ ପ୍ରସ୍ତୁତ ହୋଇଛି ସୁନ୍ଦର ସୁନ୍ଦର ହସ୍ତକଳା । ହୋମ ଡେକୋରେଟ୍, ଗାର୍ଡେନିଂ, କୁକିଙ୍ଗ ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି ଶିଳ୍ପୀ ପ୍ରଦୀପ ମୁଦୁଲି   । ଏହି ସବୁ ସାମଗ୍ରୀ ଭିତରେ ଦେବାଦେବୀଙ୍କ ପ୍ରତି ମୂର୍ତ୍ତି ଓ ଜଗନ୍ନାଥଙ୍କ ମୂର୍ତ୍ତି…