Daily Archives

January 18, 2024

ଛତିଶଗଡ ଓ ଓଡିଶାରେ ପୁଣି ବଡ ଆଇଟି ରେଡ । ସିଆରପିଏଫ ଫୋର୍ସ ଧରି କୋଇଲା ବ୍ୟବସାୟୀଙ୍କ ଠିକଣାରେ ଚଢାଉ

କନକ ବ୍ୟୁରୋ : ଆୟକର ବିଭାଗର ବଡ଼ ଧରଣର ଚଢ଼ାଉ । ଓଡ଼ିଶା ଓ ଛତିଶଗଡ଼ରେ ଏକକାଳୀନ ଚଢ଼ାଉ କରିଛି ଆୟକର ବିଭାଗ । ବିଶିଷ୍ଟ କୋଇଲା ବ୍ୟବସାୟୀ ଘନଶ୍ୟାମ ଡାଲମିୟାଙ୍କ ବିଭିନ୍ନ ଠିକଣାରେ ଚଢ଼ାଉ ହୋଇଛି । ସୁନ୍ଦରଗଡ଼ ଓ ଛତିଶଗଡ଼ରେ ଘନଶ୍ୟାମଙ୍କ କୋଇଲା ବ୍ୟବସାୟ ରହିଛି । ଘନଶ୍ୟାମଙ୍କ ଓଡ଼ିଶା, ଛତିଶଗଡ଼,…

ପାକିସ୍ତାନ ପୂର୍ବତନ ରାଷ୍ଟ୍ରଦୂତଙ୍କ ଅଜିତ ଅହମ୍ମଦ ଖାନଙ୍କ ବଡ ଦାବି । ପାକିସ୍ତାନକୁ ଗୁପ୍ତଯାତ୍ରା କରିଥିଲେ ଭାରତର…

କନକ ବ୍ୟୁରୋ : ପାକିସ୍ତାନର ପୂର୍ବତନ ରାଷ୍ଟ୍ରଦୂତ ଅଜିଜ ଅହମ୍ମଦ ଖାନଙ୍କ ଦାବିକୁ ନେଇ ଚର୍ଚ୍ଚା ଜୋର ଧରିଛି । ୨୦୦୩ରୁ ୨୦୦୬ ମସିହାର ପର୍ଯ୍ୟନ୍ତ ଦିଲ୍ଲୀରେ ପାକିସ୍ତାନ ରାଷ୍ଟ୍ରଦୂତଭାବେ ଅଜିଜ ଅହମଦ କାର୍ଯ୍ୟରତ ଥିଲେ । ସେ ଦାବି କରିଛନ୍ତି ଭାରତର ବିଶିଷ୍ଠ ଶିଳ୍ପପତି ରତନ ଟାଟା…

ନାଗଲାଣ୍ଡା ପରେ ଆସାମରେ ପହଁଚିଲା ଭାରତ ଯୋଡ଼ ନ୍ୟାୟ ଯାତ୍ରା । ଧାରଣାରେ ବସି କଂଗ୍ରେସଠୁ ନ୍ୟାୟ ମାଗିଲେ ଦଳର…

କନକ ବ୍ୟୁରୋ : ପଂଚମ ଦିନରେ କଂଗ୍ରେସର ଭାରତ ଯୋଡ ନ୍ୟାୟଯାତ୍ରା । ମଣିପୁର, ନାଗାଲାଣ୍ଡ ପରେ ଏବେ ଏହି ଯାତ୍ରା ଆସାମରେ ପହଁଚିଛି । ନ୍ୟାୟ ଯାତ୍ରାର ନେତୃତ୍ୱ ନେଉଥିବା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ଦଳୀୟ କାର୍ଯ୍ୟକର୍ତାଙ୍କ ପକ୍ଷରୁ ବିପୁଳ ସ୍ୱାଗତ କରିଛନ୍ତି । ପଦଯାତ୍ରା ସହିତ…

ଇଡିର ଚତୁର୍ଥ ସମନ ପରେ ବି ହାଜର ହେଲେ ନାହିଁ କେଜ୍ରିୱାଲ । କହିଲେ, ଲୋକସଭା ନିର୍ବାଚନ ପୂର୍ବରୁ ତାଙ୍କୁ ଗିରଫ…

କନକ ବ୍ୟୁରୋ : ଆଜି ବି ଇଡିରେ ହାଜର ହେଲେନି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଅବକାରୀ ଦୁର୍ନୀତି ମାମଲାରେ ହାଜର ହେବାକୁ କେଜ୍ରିୱାଲଙ୍କୁ ଚତୁର୍ଥ ଥର ପାଇଁ ନୋଟିସ ଜାରି କରାଯାଇଥିଲେ ମଧ୍ୟ ସେ ହାଜର ହୋଇନାହାନ୍ତି । ଲୋକସଭା ନିର୍ବାଚନ ଆସୁଥିବାରୁ ଗିରଫ ଉଦେଶ୍ୟରେ ଏହା ଇଡିର…

ଚେତାବନୀର ୨୪ଘଂଟା ପରେ ଇରାନ ଉପରେ ଏୟାରଷ୍ଟ୍ରାଇକ କଲା ପାକିସ୍ତାନ । ଆତଙ୍କୀ ସଂଗଠନ ବଲୁଚିସ୍ତାନ ଲିବରେସନ ଫୋର୍ସ,…

କନକ ବ୍ୟୁରୋ : ମଙ୍ଗଳବାର ଏୟାରଷ୍ଟ୍ରାଇକ, ବୁଧବାର ପ୍ରତିଶୋଧ । ଇରାନକୁ ପାଲଟା ଜବାବ ଦେଇ ଘନ ଘନ ଆକ୍ରମଣ କରିଛି ପାକିସ୍ତାନ । ଇରାନର ଆତଙ୍କୀ ଠିକଣା ଉପରେ ପାକିସ୍ତାନ ମିସାଇଲ ଓ ଡ୍ରୋନ ଆକ୍ରମଣ କରି ମାଟିରେ ମିଶାଇଛି । ମଙ୍ଗଳବାର ବଲୁଚିସ୍ତାନ ଲିବରେସନ ଫୋର୍ସ, ଲିବରେସନ ଆର୍ମି ପୋଷ୍ଟ…

ସାଂଘାତିକ ଅଭିଯୋଗରେ ଘେରରେ ଅନଲାଇନ ସପିଂ କମ୍ପାନୀ ଆମାଜନ ଓ ଖଦି ଓରଗାନିକ । ଅଯୋଧ୍ୟା ରାମମନ୍ଦିର ନାଁରେ ନକଲି ଭୋଗ ଓ…

କନକ ବ୍ୟୁରୋ : ଅନଲାଇନ ସପିଂ ସାଇଟରେ ଘୁରି ବୁଲୁଛି ଅନେକ ଫଟୋ । ଯାହା ଉପରେ ଲେଖାଯାଇଛି ଏହା ହେଉଛି ଅଯୋଧ୍ୟା ରାମ ପ୍ରସାଦ । ଏହା ପାଇଁ ନିଦ୍ଧିଷ୍ଟ ଦାମ ମଧ୍ୟ ଉଲ୍ଲେଖ ରହିଛି । ଏଭଳି ଲୋକଙ୍କୁ ଭ୍ରମିତ କରିବା ପାଇଁ କିଛି ସାଇଟରେ ମାଗଣା ପ୍ରସାଦ ମିଳୁଥିବା ମଧ୍ୟ କୁହାଯାଉଛି । ସାରା…