Daily Archives

January 10, 2024

ବଦଳୁଛି ଶ୍ରୀକ୍ଷେତ୍ରର ଶୋଭାରାଜି । ନୂଆ ବୋହୁ ଭଳି ସଜେଇ ହେଉଛି ଶ୍ରୀକ୍ଷେତ୍ର ।

କନକ ବ୍ୟୁରୋ: ବଦଳୁଛି ଶ୍ରୀକ୍ଷେତ୍ରର ଶୋଭାରାଜି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଉଦଘାଟନୀ ପୂର୍ବରୁ ସଜେଇ ହେଉଛି ଶ୍ରୀକ୍ଷେତ୍ର । ପୁରୀ ସହରର କାନ୍ଥବାଡଠାରୁ ଆରମ୍ଭ କରି ରାସ୍ତାଘାଟକୁ ହଜି ଯାଉଥିବା କଳା ସଂସ୍କୃତି, ଐତିହ୍ୟ ଗାଥା ଆଧାରରେ ଚିତ୍ରଣ କରାଯାଇଛି । ଯାହା ଶ୍ରୀକ୍ଷେତ୍ରରୁ…

କାହିଁକି ଟି-୨୦ ସ୍କ୍ୱାଡରୁ ବାଦ୍ ପଡ଼ିଲେ ଈଶାନ୍ କିଶନ । ପାର୍ଟିରେ ଇଶାନଙ୍କ ଯୋଗ ଦେବା ନେଇ ଅସନ୍ତୁଷ୍ଟ ମ୍ୟାନେଜମେଂଟ,…

କନକ ବ୍ୟୁରୋ : ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜରୁ କାହିଁକି ବାଦ୍ ପଡ଼ିଲେ ଈଶାନ୍ କିଶନ ଓ ଶ୍ରେୟସ ଆୟର । ଏବେ ଏହାକୁ ନେଇ ବଡ଼ କଥା ସାମ୍ନାକୁ ଆସିଛି । ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ବିଶୃଙ୍ଖଳିତ ଆଚରଣ ପାଇଁ ଉଭୟଙ୍କୁ ଆଫଗାନିସ୍ତାନ ବିପକ୍ଷ ସିରିଜରୁ ବାଦ୍ ଦିଆଯାଇଛି । ଟିମ୍…

ସ୍ୱାମୀ-ସ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ । ହାତ ଭାଙ୍ଗିଦେଲେ, ମୁଣ୍ଡ ଫଟାଇଲେ ଦୁର୍ବୃତ୍ତ

କନକ ବ୍ୟୁରୋ: ଭୁବନେଶ୍ୱର ବାସିନ୍ଦା ସତ୍ୟବ୍ରତ ନାୟକ ଓ ପତ୍ନୀ ଅନୁସୟା ନାୟକ । ଦୁର୍ବୁତଙ୍କ ମାଡରେ ଲହୁ ଲୁହାଣ ହୋଇଛନ୍ତି ଏହି ଦମ୍ପତି । ସାମାନ୍ୟ କଥାରୁ ଯେ, ଏତେ ଭୟଙ୍କର ଦଶା ଭୋଗିବାକୁ ପଡିବ ତାହା ହୁଏତ କେହି କେବେ ସ୍ୱପ୍ନରେ ବି ଭାବି ନଥିବେ । ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଭୋଜି ପାଇଁ…

ନିମନ୍ତ୍ରଣ ସତ୍ୱେ ଅଯୋଧ୍ୟା ଯିବେନି ଖଡଗେ ଓ ସୋନିଆ । ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ସାମିଲ ହେବନି…

କନକ ବ୍ୟୁରୋ : ଜାନୁଆରୀ ୨୨ ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ସାମିଲ ହେବନି କଂଗ୍ରେସ । କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, ସଂସଦୀୟ ଦଳ ସଭାପତି ସୋନିଆ ଗାନ୍ଧୀ, ଲୋକସଭାରେ କଂଗ୍ରେସ ଦଳର ନେତା ଅଧିର ରଞ୍ଜନ ଚୌଧୁରୀଙ୍କ ସମେତ କୌଣସି ବି ନେତା ଏହି…

ଲୋୟର ସୁକତେଲକୁ ନେଇ ରାଜନୀତି ଜୋର । ଥାନାରେ ଏତଲା, ବିଜେଡି-କଂଗ୍ରେସ ଭିତରେ ବୟାନବାଜି ।

କନକ ବ୍ୟୁରୋ: ବଲାଙ୍ଗୀରର ଜୀବନ ରେଖା କୁହାଯାଉଥିବା ଲୋୟର ସୁକତେଲ ପ୍ରକଳ୍ପକୁ ଗତ ୩ତାରିଖରେ ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ । କିନ୍ତୁ ଉଦଘାଟନ ଦିନ ସଭାମଞ୍ଚରୁ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର, ସିଧାସଳଖ କେତେକ ପ୍ରଶ୍ନ ଉଠାଇବା ପରେ, ଜାରି ରହିଛି ବିଜେଡି-କଂଗ୍ରେସ ବୟାନବାଜି । ଆଉ…

ବଢ଼ିଲା ଭାରତୀୟ ନୌସେନାର ଶକ୍ତି । ସାମିଲ ହେଲା ଦୃଷ୍ଟି-୧୦ ଷ୍ଟାରଲାଇନର

କନକ ବ୍ୟୁରୋ : ଭାରତୀୟ ନୌସେନାର ହେଲା ଶକ୍ତି ବୃଦ୍ଧି । ଶତ୍ରୁରାଷ୍ଟ ପାକିସ୍ଥାନ ଓ ଚୀନର ବଢିଲା ଭୟ । ଆଦାନି ଡିଫେନ୍ସ ଓ ଏରୋସ୍ପେଶ ଦ୍ୱାରା ବିକଶିତ କରାଯାଇଥିବା ଦୃଷ୍ଟି ୧୦ଷ୍ଟାର ଲାଇନର ଡ୍ରୋନକୁ ନୌସେନାରେ ସାମିଲ କରାଯାଇଛି । ମାନବ ରହିତ ଏହି ସ୍ୱଦେଶୀ ଡ୍ରୋନକୁ ହାଇଦ୍ରାବାଦରେ ଏକ…