Daily Archives

January 13, 2024

ଦୂର ହେବ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଚିନ୍ତା: ଘରେ ବସି ନିଜ ପସନ୍ଦର ଅଧ୍ୟାପକଙ୍କଠାରୁ ପଢ଼ିବେ ପାଠ, ଆରମ୍ଭ ହେଲା…

କନକ ବ୍ୟୁରୋ: ଅନେକ ସମୟରେ କଲେଜ ଓ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସେମିଷ୍ଟର ପ୍ରସ୍ତୁତିକୁ ନେଇ ଚିନ୍ତାରେ ଥାନ୍ତି । କିନ୍ତୁ ଛାତ୍ରଛାତ୍ରୀମାନଙ୍କ ପାଠପଢ଼ାକୁ ସହଜ କରିବା ପାଇଁ ରାଜ୍ୟ ସରକାର ବଡ଼ ପଦକ୍ଷେପ ସ୍ୱରୂପ ଇ-ଲେକ୍ଚର ବ୍ୟବସ୍ଥା ଆଣିଛନ୍ତି । ଅର୍ଥାତ୍ ପିଲାମାନେ ଘରେ ବସି…

ବଢ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଅଡ଼ୁଆ । ଅବକାରୀ ଦୁର୍ନୀତି ମାମଲାରେ ଚତୁର୍ଥ ପାଇଁ ଇଡି ପଠାଇଲା ସମନ

କନକ ବ୍ୟୁରୋ : କେଜ୍ରିୱାଲଙ୍କୁ ପୁଣି ସମନ କଲା ଇଡି । ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଆଉ ଥରେ ସମନ କରିଛି ପ୍ରବର୍ତନ ନିର୍ଦ୍ଦେଶାଳୟ । ଜାନୁଆରୀ ୧୮ରେ ତାଙ୍କୁ ଇଡି କାର୍ଯ୍ୟାଳୟରେ ହାଜର ହେବାକୁ କୁହାଯାଇଛି । ଏହାକୁ ମିଶାଇ ୪ ଥର…

ଭାରତ ବିରୋଧୀ ବୟାନ ପରେ ପ୍ରତିଦିନ ୮କୋଟିରୁ ଅଧିକ ଟଙ୍କାର କ୍ଷତି ସହୁଛି ମାଳଦ୍ୱୀପ । ବିପଦରେ ୪୪ହଜାର ପରିବାରର ଜୀବନ…

କନକ ବ୍ୟୁରୋ : ଭାରତ ବିରୋଧୀ ବୟାନ ଦେବା ପରେ ସମସ୍ୟା ଘେରରେ ମାଳଦ୍ୱୀପ । କିଛି ଦିନ ହେବ ବୟକଟ ମାଳଦ୍ୱୀପ ଟ୍ରେଣ୍ଡ ଚାଲିଛି । ଏହା ଭିତରେ ଦେଶକୁ ସହିବାକୁ ପଡିଛି କୋଟି କୋଟି ଟଙ୍କାର କ୍ଷତି । ମିଳିଥିବା ସୂଚନା ଅନୁସାରେ ମାଳଦ୍ୱୀପ ପ୍ରତିଦିନ ୮କୋଟି ୬୪ଲକ୍ଷ ଟଙ୍କାର କ୍ଷତି ସହୁଛି ।…

ବିଜେଡିର ଟିକେଟ କସରତ: କାହାକୁ ମିଳିବ ଟିକେଟ, କିଏ ପଡ଼ିବେ ବାଦ? ପାୱାର କରିଡରରେ ଚାଲିଛି ଅଙ୍କକଷା

କନକ ବ୍ୟୁରୋ: ବିଜେଡିରେ ଟିକେଟ ଆଶାୟୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଅନେକ ଆସନରେ ଏକାଧିକ ଟାଣୁଆ ନେତା ଦଳୀୟ ଟିକେଟରେ ନିର୍ବାଚନ ଲଢ଼ିବାକୁ ଅଂଟା ଭିଡ଼ିଛନ୍ତି । ଏପଟେ କାହାକୁ ଟିକେଟ ଦିଆଯିବ, କେଉଁ ନେତା ବାଦ୍ ପଡ଼ିବେ ଏନେଇ ଚାଲିଛି ଅଙ୍କକଷା । ପ୍ରାୟ ୪୦ଟି ଆସନରେ ବଡ଼ ବଡ଼ ନେତା ଆଶାୟୀ…

ଗୋଆ ହତ୍ୟା ମାମଲାରେ ଅଭିଯୁକ୍ତକୁ ନେଇ ସିନରିକ୍ରିଏଟ କଲା ପୁଲିସ । ଜେରା ସମୟରେ ସତ ଉଗାରୁଛି ଅଭିଯୁକ୍ତ ସୂଚନା ସେଠ୍

କନକ ବ୍ୟୁରୋ : ଯେଉଁ ହୋଟେଲରେ ୪ ବର୍ଷ ପୁଅକୁ ହତ୍ୟା କରିଥିଲେ ସୂଚନା, ସେହି ହୋଟେଲକୁ ସୂଚନାଙ୍କୁ ନେଇ ସିନ୍ ରିକ୍ରିଏସନ୍ କରିଛି ଗୋଆ ପୋଲିସ । ଶୁକ୍ରବାର ପୋଲିସ ସୂଚନାଙ୍କୁ ହୋଟେଲର ସେହି ରୁମକୁ ନେଇ ଯାଇଥିଲା, ଯେଉଁଠି ସେ ନିଜ ୪ ବର୍ଷର ନୀରିହ ପୁଅକୁ କରିଥିଲେ ହତ୍ୟା । ପ୍ରାୟ ଦୁଇ…

ନୂଆବର୍ଷରେ ନୂଆ ରଣନୀତି: ଯୁବ ଭୋଟରଙ୍କ ଉପରେ ବିଜେପିର ନଜର

କନକ ବ୍ୟୁରୋ: ୨୦୨୪ ନିର୍ବାଚନ ପାଇଁ ନୂଆ ରଣନୀତି ସହ ବଡ଼ ଅଭିଯାନ ଆରମ୍ଭ କରିବାକୁ ଯାଉଛି ବିଜେପି । ବିଶେଷ କରି ନୂଆ ଓ ଯୁବ ଭୋଟରଙ୍କୁ ଯୋଡ଼ିବା ପାଇଁ ଜାନୁୟାରୀ ୨୫ରୁ କରିବ ‘ନବ ମତଦାତା ସମ୍ମିଳନୀ’ । ସାରା ଦେଶରେ ୫ହଜାର ସମ୍ମିଳନୀ କରିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ଓଡ଼ିଶାରେ ପ୍ରାୟ…