Daily Archives

January 23, 2024

ଅନ୍ୟର ସେବା କରୁଥିଲେ, ହେଲେ ମୃତ୍ୟୁ ପରେ ହେଇଗଲେ ଅଲୋଡା । ୩ ଦିନ ପଡିରହିଲା ଶବ । ଶେଷରେ କେୟାର ଟେକରଙ୍କ…

କନକ ବ୍ୟୁରୋ: ସେବାକୁ ସାଧନା ଭାବି ସାରା ଜୀବନ ବିତାଇ ଦେଇଥିଲେ ସେ, ନର୍ସ ଭାବେ ଅବସର ନେବା ପରେ ବି ସ୍ୱେଚ୍ଛାକୃତ ଭାବେ କ୍ୟାପିଟାଲ୍ ହସ୍ପିଟାଲରେ ରୋଗୀ ସେବା କରି ଆସୁଥିଲେ, ହେଲେ ବିଡ଼ମ୍ବନା ଦେଖନ୍ତୁ, ତାଙ୍କ ଜୀବନର ଶେଷ ମୁହୁର୍ତରେ ତାଙ୍କ ପାଖରେ କେହି ସମ୍ପର୍କୀୟ ନଥିଲେ । ପରର ଦୁଃଖ…

ଆସାମ ଗୌହାଟୀରେ ପଶିପାରିଲାନି ଭାରତ ଯୋଡ଼ ନ୍ୟାୟ ଯାତ୍ରା । ଅଧାରୁ ରୋକିଲା ସ୍ଥାନୀୟ ପ୍ରଶାସନ । କଂଗ୍ରେସକର୍ମୀ ଓ…

କନକ ବ୍ୟୁରୋ:  ଆସାମ, ଉତ୍ତର ଗୌହାଟୀରେ କେଉଁଠି କଂଗ୍ରେସକର୍ମୀ ହଟ୍ଟଗୋଳ କରୁଛନ୍ତି ତ ପୁଣି କେଉଁଠି ରାସ୍ତାରେ ଧାରଣା ଦେଇଛନ୍ତି । ବ୍ୟାରିକେଡ ଭାଙ୍ଗି ସହର ଭିତରକୁ ପଶିବାକୁ ଉଦ୍ୟମ ମଧ୍ୟ କରିଛନ୍ତି । ଆସାମ ସରକାରଙ୍କ ବିରୋଧରେ ଆକ୍ରୋଶିତ ହୋଇପଡିଛନ୍ତି କଂଗ୍ରେସକର୍ମୀ । ମଙ୍ଗଳବାର ଦଳ…

କର୍ପୂରୀ ଠାକୁରଙ୍କୁ ଭାରତ ରତ୍ନ । ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୂରୀ ଠାକୁରଙ୍କୁ ମିଳିବ ଭାରତ ରତ୍ନ ସମ୍ମାନ ।

କନକ ବ୍ୟୁରୋ: କର୍ପୂରୀ ଠାକୁରଙ୍କୁ ଭାରତ ରତ୍ନ । ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୂରୀ ଠାକୁରଙ୍କୁ ଭାରତ ରତ୍ନ ସମ୍ମାନ ପ୍ରଦାନ କରିବାକୁ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ତାଙ୍କୁ ମରଣୋତ୍ତୋର ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରାଯିବ । ଆସନ୍ତା ବୁଧବାର କର୍ପୂରୀ ଠାକୁରଙ୍କ ୧୦୦…

ରାମଲାଲାଙ୍କ ଦର୍ଶନ ପାଇଁ ଜନସମୁଦ୍ର ଅଯୋଧ୍ୟା । ରାମଲାଲାଙ୍କୁ ଦେଖିବାକୁ ଭକ୍ତଙ୍କ ଉତ୍କଣ୍ଠା

କନକ ବ୍ୟୁରୋ: ଶ୍ରଦ୍ଧାଳୁଙ୍କ ପାଇଁ ଆଜିଠୁ ଖୋଲିଛି ରାମ ଦରବାର । ମଙ୍ଗଳବାରଠୁ ରାମଲାଲାଙ୍କ ଦର୍ଶନ କରିବାକୁ ସୁଯୋଗ ପାଇଛନ୍ତି ଶ୍ରଦ୍ଧାଳୁ । ଲକ୍ଷାଧିକ ସଂଖ୍ୟକ ଶ୍ରଦ୍ଧାଳୁ ଭିଡ ଜମାଇବା ପରେ ଅଯୋଧ୍ୟା ପାଲଟିଛି ଜନସମୁଦ୍ର । ଦୂରଦୁରାନ୍ତରୁ କିଏ ନିଜ ବୃଦ୍ଧ ବାପାମାଙ୍କୁ ନେଇ ପହଁଚିଛି ତ…

ଅଯୋଧ୍ୟା ରାମ ମନ୍ଦିରରେ ଅସମ୍ଭାଳ ଭିଡ: ରାମଲଲାଙ୍କୁ ଦେଖିବାକୁ ଆସିଲେ ହଜାର ହଜାର ଶ୍ରଦ୍ଧାଳୁ

କନକ ବ୍ୟୁରୋ: ଅଯୋଧ୍ୟାରେ ରାମଲାଲାଙ୍କୁ ଦର୍ଶନ କରିବା ପାଇଁ ଅସମ୍ଭାଳ ଭିଡ଼ । ଏକାଠି ହୋଇଛନ୍ତି ହଜାର ହଜାର ଶ୍ରଦ୍ଧାଳୁ । ଶ୍ରୀରାମଙ୍କୁ ଦର୍ଶନ କରିବା ପାଇଁ ଲୋକଙ୍କ ମଧ୍ୟରେ ପ୍ରତିଯୋଗିତା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା । ଏପରି ଗହିଳି ହୋଇଥିଲା ଯେ, ଭିଡ଼ ନିୟନ୍ତ୍ରଣ କରିବା ପାଇଁ…

ଡ୍ରୋନ୍ ମାଧ୍ୟମରେ ରକ୍ତ ପରିବହନ: ଭୁବନେଶ୍ୱର ଏମ୍ସକୁ ମିଳିଲା ସଫଳତା

କନକ ବ୍ୟୁରୋ: ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଡ୍ରୋନର ବ୍ୟବହାର କରିବ ଭୁବନେଶ୍ୱର ଏମ୍ସ । ଡ୍ରୋନ ଜରିଆରେ ମେଡିକାଲ ଉପକରଣ, ରକ୍ତ ଓ ଔଷଧ ପଠାଯିବ । ଏଥିପାଇଁ ଆଜି କରାଯାଇଥିବା ଟ୍ରାଏଲ ରନ ସଫଳ ହୋଇଛି । ଏମ୍ସରୁ ଡ୍ରୋନ ରକ୍ତ ନେଇ ଟାଙ୍ଗି ମେଡିକାଲ ଯାଇଥିଲା ଫେରିଥିଲା । ସ୍ୱାସ୍ଥ୍ୟସେବା…