Daily Archives

January 11, 2024

ବାଲେଶ୍ୱର ଜିଲ୍ଲା ସିମୁଳିଆ ବିଡିଓଙ୍କ ସନ୍ଦେହଜନକ ମୃତ୍ୟୁ: ଜିଲ୍ଲାପାଳଙ୍କ ଆଡକୁ ଉଠିଲା ଅଙ୍ଗୁଳି, ବିଡିଓଙ୍କ ବାପା…

କନକ ବ୍ୟୁରୋ: ସରକାରୀ ବାବୁଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ସରକାରୀ ବାସଭବନରୁ ବାଲେଶ୍ୱର ଜିଲ୍ଲା ସିମୁଳିଆ ବିଡିଓଙ୍କ ମୃତଦେହ ଉଦ୍ଧାର କରିଛି ପୁଲିସ । ବିଡିଓ ବିଶ୍ୱରଞ୍ଜନ ମହାନ୍ତି ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ବେକରେ ଗାମୁଛା ଲଗାଇ ଫ୍ୟାନରେ ଝୁଲିପଡିଛନ୍ତି ବିଡିଓ । ଘଟଣା…

ୟୁନିଭରସିଟି ଲ’ କଲେଜରେ ବ୍ୟାପକ ଅନିୟମିତତା: ବାର କାଉନସିଲ୍ ଅଫ ଇଣ୍ଡିଆ ଦେଉନାହିଁ ଲାଇସେନ୍ସ

କନକ ବ୍ୟୁରୋ: ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳୁଛି ୟୁନିଭର୍ସିଟି ଲ’ କଲେଜ । କଲେଜର ଭୁଲ ପାଇଁ ଭୋଗୁଛନ୍ତି ଛାତ୍ରଛାତ୍ରୀ । ଏଠାରେ ପାଠ ପଢୁଥିବା ଛାତ୍ରଛାତ୍ରୀ, ଅନ୍ୟ ରାଜ୍ୟରେ ପ୍ରାକ୍ଟିସ କରିବା ପାଇଁ ଲାଇସସେନ୍ସ ଦେଉ ନାହିଁ ବାର୍ କାଉନସିଲ ଅଫ ଇଣ୍ଡିଆ । କଲେଜର ଏଭଳି ଅନିୟମିତତାକୁ…

ବିବାଦରେ ଛନ୍ଦି ହେଲା ତାମିଲ ସିନେମା ଅନ୍ନପୋରାନୀ। ଧାର୍ମିକ ମନୋଭାବନାକୁ ଆଘାତ ଅଭିଯୋଗରେ ଅଭିନେତ୍ରୀ, ପ୍ରଯୋଜକଙ୍କ…

କନକ ବ୍ୟୁରୋ : ଭଗବାନ ଶ୍ରୀରାମଙ୍କୁ ମାଂସାହାରୀ ଦର୍ଶାଇ ବିବାଦରେ ଦକ୍ଷିଣଭାରତ ସିନେମା ଫିଲ୍ମ ‘ଅନ୍ନପୂର୍ଣ୍ଣି’ । ଓଟିଟି ପ୍ଲାଟଫର୍ମରେ ନେଟଫ୍ଲିକ୍ସରେ ରିଲିଜ୍ ହୋଇଥିବା ନୟନତାରା ଅଭିନୀତ ଏହି ଫିଲକୁ ନେଇ ବିରୋଧାଭାଷ ଦେଖିବାକୁ ମିଳିଛି । ଫିଲ୍ମର ଏକ ଦୃଶ୍ୟକୁ ନେଇ ବଡ଼ ବିବାଦ ଛିଡ଼ା…

ନର୍ଲା ଦେଖିବ ବଡ଼ ଲଢ଼େଇ? ବିଧାନସଭାରୁ ଲଢ଼ିବେ ଭକ୍ତ ଦାସ ! ଭୂପିନ୍ଦର ଓ ବସନ୍ତଙ୍କ ସହ ହୋଇପାରେ ମୁକାବିଲା

କନକ ବ୍ୟୁରୋ: ପ୍ରାୟ ୩୯ ବର୍ଷର ବ୍ୟବଧାନ ପରେ ବିଧାନସଭା ମଇଦାନକୁ ଓହ୍ଲାଇ ପାରନ୍ତି ଭକ୍ତ ଦାସ । ନୂଆପଡା ଓ ଖଡିଆଳ କାର୍ୟ୍ୟକ୍ରମରେ ସାମିଲ ହେବା ସମୟରେ ନର୍ଲା ବିଧାନସଭା ଆଡକୁ ଇସାରା କରିଛନ୍ତି ପୂର୍ବତନ କେନ୍ଦ୍ର ମନ୍ତ୍ରୀ । କୁହାଯାଉଛି, ନର୍ଲା ବିଧାନସଭାରେ ଏଥର ଦେଖିବାକୁ ମିଳିପାରେ…

ଭୂକମ୍ପରେ ପୁଣି ଥରିଲା ରାଜଧାନୀ ଦିଲ୍ଲୀ । ରେକ୍ଟର ସ୍କେଲରେ ୬.୨ ତ୍ରୀବତା ରେକର୍ଡ, ଉତରଭାରତ ସମେତ ଆଫଗାନିସ୍ଥାନ,…

କନକ ବ୍ୟୁରୋ : ଦିଲ୍ଲୀ-ଏନସିଆର ସମେତ ଉତର ଭାରତର ବିଭିନ୍ନ ରାଜ୍ୟରେ ଭୂକମ୍ପ ଝଟକା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୧ ରେର୍କଡ ହୋଇଛି । ଦିଲ୍ଲୀ ସମେତ ହରିୟାଣା, ପଞ୍ଜାବ ଓ ଜମ୍ମୁ କାଶ୍ମୀରରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଆଫଗାନିସ୍ଥାନ ବୋଲି…

ଫେବୃଆରି ୧ରେ ଅନ୍ତରୀଣ ବଜେଟ । ନିର୍ବାଚନ ପୂର୍ବରୁ ଲୋକଙ୍କୁ ଆକର୍ଷିତ କରିବା ପାଇଁ ହୋଇପାରେ ଉଦ୍ୟମ,କ୍ଷୁଦ୍ର…

କନକ ବ୍ୟୁରୋ : ସାଧାରଣ ନିର୍ବାଚନ ପାଖେଇ ଆସୁଛି । କେନ୍ଦ୍ର ସରକାର ଗୋଟିଏ ପଟେ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବାବେଳେ ଏହାପୂର୍ବରୁ ମୋଦୀ ସରକାରଙ୍କ ଦ୍ୱିତୀୟ ପାଳିର ଶେଷ ବଜେଟ୍ ଆସିବ । ଫେବୃଆରୀ ୧ ତାରିଖରେ ଆସିବ ଏହି ଅନ୍ତରୀଣ ବଜେଟ୍ । ନିର୍ବାଚନକୁ ନଜରରେ ରଖି ସାଧାରଣ ଲୋକଙ୍କୁ…