Daily Archives

January 15, 2024

ବହୁପ୍ରତିକ୍ଷିତ ବଲିଉଡ ସିନେମା ଫାଇଟରର ପ୍ରଥମ ଟ୍ରେଲର ରିଲିଜ: ଦର୍ଶକଙ୍କ ମନ ଜିତିଲା କଳାକାରଙ୍କ ଡାଇଲଗ ଓ ଲୁକ

କନକ ବ୍ୟୁରୋ: ବହୁପ୍ରତିକ୍ଷିତ ବଲିଉଡ ସିନେମା ଫାଇଟରର ପ୍ରଥମ ଟ୍ରେଲର ରିଲିଜ ହୋଇଛି । ଟ୍ରେଲରରେ ଥିବା ଡାଇଲଗ ଓ ଆକର୍ଷଣୀୟ ଦୃୃଶ୍ୟ ଦର୍ଶକଙ୍କ ମନ ଜିତିପାରିଛି । ପ୍ରଥମ ଥର ପାଇଁ ବଲିଉଡ ହାଟଥ୍ରୋବ ହ୍ରତିକ ରୋଶନ ଓ ଡିମ୍ପଲ ଗର୍ଲ ଦୀପିକା ପାଦୁକୋନ ଏକାଠି ଅଭିନୟ କରୁଛନ୍ତି ।…

ବିଳମ୍ବ ହେଲା ବିମାନ ଉଡ଼ାଣ, ରାଗିଗଲେ ଯାତ୍ରୀ: ସିଟରୁ ଉଠି ପାଇଲଟଙ୍କୁ ମାରିଲେ ମାଡ଼

କନକ ବ୍ୟୁରୋ: କୁହୁଡ଼ି ଯୋଗୁଁ ବିମାନ ଉଡାଣରେ ବିଳମ୍ବ ହେଉଥିବା ନେଇ ଘୋଷଣା କରୁଥିଲେ ପାଇଲଟ । ହଠାତ ନିଜ ସିଟରୁ ଉଠି ଆସି ପାଇଲଟଙ୍କ ଉପରେ ବର୍ଷିଥିଲେ ଜଣେ ଯାତ୍ରୀ ।ବିମାନରେ ଅଧଘଂଟାରୁ ଅଧିକ ସମୟ ବସିବା ପରେ ବିମାନ ଉଡାଣରେ ଡେରି ନେଇ ଘୋଷଣା କରିବାକୁ ପାସେଞ୍ଜର ଚାମ୍ବରକୁ ଆସିଥିଲେ…

ମାଳଦ୍ୱୀପ ମୁହଁରେ ଚୀନ କଥା: ମାର୍ଚ୍ଚ ୧୫ ସୁଦ୍ଧା ନିଜ ଦେଶରୁ ସେନା ହଟାଇବା ପାଇଁ ଭାରତକୁ କହିଲା ମାଳଦ୍ୱୀପ

କନକ ବ୍ୟୁରୋ: କିଛି ଦିନ ହେବ ଭାରତ-ମାଳଦ୍ୱୀପ ମଧ୍ୟରେ ଚାଲିିଛି ବିବାଦ । ପର୍ଯଟନ କ୍ଷେତ୍ରକୁ ନେଇ ଉଠିଥିବା ବିବାଦ ଦୁଇ ଦେଶର ସର୍ମ୍ପକକୁ ପ୍ରଭାବିତ କରିଛି । ଏହି ପ୍ରସଙ୍ଗକୁ ନେଇ ପ୍ରଥମଥର ପାଇଁ ବୟାନ ରଖିଛନ୍ତି ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର । ନାଗପୁରରେ ଆୟୋଜିତ ଏକ…

ଏପଟେ ଯୋଡ଼ୁଛି କଂଗ୍ରେସ, ସେପଟେ ଭାଙ୍ଗୁଛି ଦଳ: ୫ବର୍ଷରେ ହାତ ଛାଡିଲେଣି ୧୧ରୁ ଅଧିକ ବରିଷ୍ଠ ନେତା

କନକ ବ୍ୟୁରୋ: ଆସୁଛି ସାଧାରଣ ନିର୍ବାଚନ । କେମିତି କ୍ଷମତା ହାତ ମୁଠାକୁ ଆସିବ ସେନେଇ ତତ୍ପର ରାଜନୈତିକ ଦଳଗୁଡିକ । ଯେଉଁ ଭାରତ ଯୋଡ ଯାତ୍ରା ବଳରେ କର୍ଣ୍ଣାଟକ ଓ ହିମାଚଳରେ ସରକାର ଗଡିଥିଲା ଏବେ ତାର ୨ୟ ସଂସ୍କରଣ ଭାବେ ଭାରତଯୋଡ଼ ନ୍ୟାୟ ଯାତ୍ରା ଆରମ୍ଭ କରିଛି କଂଗ୍ରେସ । ସାଂସଦ ରାହୁଲ…

ମହିଳା ଭୋଟ ଉପରେ ବିଜେପି ଫୋକସ୍: ବିଜେପି କରିବ ବିଶାଳ ମହିଳା ସମାବେଶ

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନରେ ଏବେ ସାରା ଦେଶରେ ସଫେଇ ଅଭିଯାନ କରୁଛନ୍ତି ବିଜେପି ନେତା, ମନ୍ତ୍ରୀ ଓ କର୍ମକର୍ତା । ନିଜ ନିଜ ନିର୍ବାଚନ ମଣ୍ଡଳି ବୁଲି ସେଠାକାର ପ୍ରସିଦ୍ଧ ମନ୍ଦିରଗୁଡିକର ସଫେଇ କାମ ନିଜେ କରୁଛନ୍ତି । ଅଯୋଧ୍ୟାରେ ଶ୍ରୀରାମଙ୍କ ପ୍ରାଣ…

ବରଗଡ଼ ପାଲଟିଲା ମଥୁରା ନଗରୀ, ଅମ୍ବାପଲ୍ଲୀ ହେଲା ଗୋପପୁର: ଆଜିଠୁ ଆରମ୍ଭ ହେଲା ବରଗଡ ଧନୁଯାତ୍ରା

କନକ ବ୍ୟୁରୋ: ଆଉ କିଛି ସମୟର ଅପେକ୍ଷା । ଉଦଘାଟିତ ହେବ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା । ବିଶ୍ୱର ସବୁଠୁ ବଡ଼ ମୁକ୍ତାକାଶ ରଂଗମଂଚରେ ମଂଚସ୍ଥ ହେବ ନାଟ୍ୟାଭିନୟ । ଦୀର୍ଘ ୧୧ ଦିନ ଧରି ଗଣତନ୍ତ୍ର ବଦଳରେ ଚାଲିବ ପ୍ରତିକାତ୍ମକ ରାଜତନ୍ତ୍ର । ଯାତ୍ରା ପାଇଁ ପ୍ରସ୍ତୁତ ରହିଛି ଉଭୟ ମଥୁରାପୁର…