Daily Archives

January 2, 2024

ହିଟ ଆଣ୍ଡ ରନ ଆଇନକୁ ଜୋରଦାର ବିରୋଧ: ୨ୟ ଦିନରେ ଟ୍ରକ, ବସ ଓ ଡମ୍ପର ଡ୍ରାଇଭରଙ୍କ ଆନ୍ଦୋଳନ ଜାରି

କନକ ବ୍ୟୁରୋ: ହିଟ ଆଣ୍ଡ ରନ ଆଇନକୁ ଜୋରଦାର ବିରୋଧ । ୨ୟ ଦିନରେ ଟ୍ରକ, ବସ ଓ ଡମ୍ପର ଡ୍ରାଇଭରଙ୍କ ଆନ୍ଦୋଳନ ଜାରି ରହିଛି । ରାସ୍ତା ଉପରେ ଗାଡି ଛିଡା କରି କରୁଛନ୍ତି ବିକ୍ଷୋଭ । ସେପଟେ ଅତ୍ୟାବଶକୀୟ ସାମଗ୍ରୀ ପହଁଚି ପାରୁନଥିବାରୁ ଅସୁବିଧାରେ ଗ୍ରାହକ, ବ୍ୟବସାୟ । ସୋମବାର ପରେ ମଙ୍ଗଳବାର…

ଏଆଇଏମଆଇଏମ ମୁଖ୍ୟଙ୍କ ନାଁରେ ମାମଲା ରୁଜୁ: ରାମମନ୍ଦିର ନିର୍ମାଣକୁ ବିରୋଧ କରି ଅସଦଉଦ୍ଦିନ ଓୱେସୀ ଉସକାଇବା ଭଳି ଭାଷଣ…

କନକ ବ୍ୟୁରୋ: ହିନ୍ଦୁ ବିରୋଧୀ ବୟାନ ଦେଇ ପୁଣି ବିବାଦରେ ଏଆଇଏମଆଇଏମ ମୁଖ୍ୟ ଅସଦଉଦ୍ଦିନ ଓୱେସୀ । ଓୱେସୀଙ୍କ ବିରୋଧରେ ମାମଲା ରୁଜୁ କରିଛି ହିନ୍ଦୁ ସେନା । ନିକଟରେ ଏକ ଜନସଭାକୁ ସମ୍ବୋଧିତ କରି ଅଯୋଧ୍ୟା ରାମମନ୍ଦିର ବିରୋଧରେ ବିବାଦୀୟ ବୟାନ ଦେବା ସହ ଉସକାଇବା ଭଳି ଭାଷଣ ଦେଇଥିବା ଅଭିଯୋଗ…

ବିଜେପିରେ ଏଣିକି ସହଜରେ ମିଳିବନି ଏଣ୍ଟ୍ରି: ଭଲ ଖରାପ ନେତା ବାଛିବ ବିଜେପିର ନୂଆ ସ୍କ୍ରିନିଂ କମିଟି

କନକ ବ୍ୟୁରୋ: ବିଜେପି ଗଠନ କଲା ନୂଆ କମିଟି । ଏହି କମିଟିର ମୁଖ୍ୟ କାମ ରହିବ ଭଲ ଓ ଖରାପ ନେତା ବାଛିବା । ମିଳିଥିବା ସୂଚନା ଅନୁସାରେ ପୂର୍ବ ଦଳ ଛାଡି ଯେଉଁ ଚେହେରା ବିଜେପିରେ ସାମିଲ ହେବାକୁ ଚାହିଁବେ ସେମାନଙ୍କ ବିଷୟରେ ସବିଶେଷ ତଥ୍ୟ ଯୋଗାଡ ସହ ସେମାନଙ୍କୁ ଏଟ୍ରିଂ ଟିକେଟ ମିଳିବ ନା…

ପୁଣି ଅଶାନ୍ତ ହେଲା ମଣିପୁର । ଆତଙ୍କୀଙ୍କ ଗୁଳିରେ ୪ ପୋଲିସ୍ କର୍ମଚାରୀ, ଜଣେ ବିଏସଏଫ୍ ଯବାନ ଆହତ ।

କନକ ବ୍ୟୁରୋ: ପୁଣି ଅଶାନ୍ତ ହୋଇଛି ମଣିପୁର, ଆତଙ୍କବାଦୀଙ୍କ ଗୁଳିରେ ୪ଜଣ ପୋଲିସ କର୍ମଚାରୀଙ୍କ ସହ ଜଣେ ବିଏସଏଫ ଯବାନ ଆହତ ହୋଇଛନ୍ତି । ସୋମବାର ଅଜଣା ଶସ୍ତ୍ରଧାରୀ ଏବଂ ସ୍ଥାନୀୟ ଲୋକଙ୍କ ସଂଘର୍ଷ ଯୋଗୁ ୪ଜଣ ନାଗରିକଙ୍କ ମୃତ୍ୟୁ ଘଟିଥିଲା । ପରେ ଉତ୍ତେଜନାମୂଳକ ସ୍ଥିତି ସୃଷ୍ଟି ହେବାରୁ…

ଜାପାନରେ ଭୂମିକମ୍ପ ଜନିତ ମୃତ୍ୟୁସଂଖ୍ୟା ୫୦କୁ ବୃଦ୍ଧି । ଏବେ ବି ଫସିରହିଛନ୍ତି ଏକାଧିକ ଲୋକ ।

କନକ ବ୍ୟୁରୋ: ଜାପାନରେ ଭୂମିକମ୍ପ ଜନିତ ମୃତ୍ୟୁ ସଂଖ୍ୟା ୫୦କୁ ବୃଦ୍ଧି । ବିଭିନ୍ନ ସ୍ଥାନରେ ବଡ଼ ବଡ଼ କୋଠା ଭୁଶୁଡି ପଡିଥିବା ବେଳେ ଏବେ ବି ଅନେକ ଲୋକ ଫସି ରହିଥିବା ଆଶଙ୍କା । ରେସ୍କ୍ୟୁ ଟିମ୍ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ସାମ୍ନାକୁ ଆସୁଛି ଦୃଦୟ ବିଦାରକ ଦୃଶ୍ୟ । ତେବେ…

ଇସ୍ତଫା ଦେଇପାରନ୍ତି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ: ହେମନ୍ତଙ୍କ ପତ୍ନୀ କଳ୍ପନା ସୋରେନ ହୋଇପାରନ୍ତି ନୂଆ…

କନକ ବ୍ୟୁରୋ: ଝାଡ଼ଖଣ୍ଡ ରାଜନୀତିରେ ହାଇଭୋଲଟେଜ୍ ଡ୍ରାମା । ଜମି ଦୁର୍ନୀତି ମାମଲାରେ ଛନ୍ଦି ହୋଇଥିବା ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପଦ ଏବେ ସଙ୍କଟରେ । ୭ଥର ସମନ ସତ୍ୱେ ଇଡି ନିକଟରେ ହାଜର ନହେବା ପରେ ସୋରେନଙ୍କୁ ଘାରିଛି ଗିରଫ ଭୟ । ଏହା ଭିତରେ ସେଫ ଜୋନରେ ଖେଳି ସମୟ ଥାଉ ଥାଉ ଶାସନର…