Daily Archives

January 25, 2024

ଘୋଷଣା ହେଲା ପଦ୍ମଶ୍ରୀ ପୁରସ୍କାର । ବରଗଡର ଭାଗବତ ପ୍ରଧାନଙ୍କୁ ମିଳିବ ପଦ୍ମଶ୍ରୀ, ଜାଣନ୍ତୁ ତାଲିକାରେ ରହିଛି ଆଉ…

କନକ ବ୍ୟୁରୋ : ୨୦୨୪ ପାଇଁ ସରକାର ପଦ୍ମଶ୍ରୀ ପୁରସ୍କାର ଘୋଷଣା କରିଛନ୍ତି । ଏହି ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ରହିଛନ୍ତି ଗଞ୍ଜାମ ଜିଲ୍ଲାର ଭଜନ ଗାୟକ ଗୋପୀନାଥ ସ୍ୱାଇଁ । ବରଗଡର ଲୋକନୃତ୍ୟର ବିଶିଷ୍ଠ କଳାକାର ଭାଗବତ ପ୍ରଧାନଙ୍କୁ ମଧ୍ୟ ପଦ୍ମଶ୍ରୀ…

ଶାନ୍ତିପୂର୍ଣ୍ଣ ଓ ନିରପେକ୍ଷ ମତଦାନ ପାଇଁ ଶପଥ ପାଠ । ଭୋଟରକୁ ମତଦାନ କେନ୍ଦ୍ରକୁ ଆଣିବା ପାଇଁ ନିଆରା ପ୍ରୟାସ

କନକ ବ୍ୟୁରୋ : ମୋ ଭୋଟ ମୋ ଅଧିକାର । ବିଡିଓ କରାଇଲେ ବାବୁଙ୍କୁ ଶପଥ ପାଠ । ନିର୍ବାନରେ ଯେପରି କୈାଣସି ଭୋଟର ମତଦାନରୁ ବାଦ ଯିବେ ନାହିଁ ସେଇ ଦିଗରେ ସଚେତନତା ପାଇଁ ଆଜି ସାରା ଦେଶରେ ପାଳିତ ହେଉଛି ଜାତୀୟ ଭୋଟର ଦିବସ । ଭୋଟରଙ୍କୁ ସଚେତନ କରିବା ପାଇଁ ବିଭିନ୍ନ ସ୍ଥାନରେ ଶୋଭାଯାତ୍ରା…

ଭଡାଟିଆଙ୍କୁ ତାଲା ପକାଇ ଘରେ କଳାକନା ବୁଲାଇ ଦେଲେ ଲୁଟେରା । ଗେଟ୍, କବାଟ ଓ ଆଲମିରା ତାଲା ତାଡି ଲୁଟି ନେଲେ ୧୦ ଭରି…

କନକ ବ୍ୟୁରୋ : ଭଡାଟିଆଙ୍କୁ ଚାବି ପକାଇ ବିଶ୍ୱ ତାରିଣୀ ଯୁକ୍ତ ଦୁଇ ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷାଙ୍କ ଘରେ କଳାକନା ବୁଲାଇଲେ ଲୁଟେରା । କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅଧିନ ଛେନାପଦି କେନାଲ ନିକଟରେ ଅଧ୍ୟକ୍ଷା ଉଷାରାଣୀ ଦାସଙ୍କ ଘର । ସେ କିଛି ଦିନ ହେଲା ଭୁବନେଶ୍ୱର ଯାଇଥିଲେ । ଘର…

ଓଡ଼ିଶାରେ ସକ୍ରିୟ ଜାମତରା ଗ୍ୟାଙ୍ଗ: ୪ଜଣଙ୍କୁ ଗିରଫ କଲା କେନ୍ଦୁଝର ପୋଲିସ୍

କନକ ବ୍ୟୁରୋ: ଆଖି ପିଛୁଳାକେ ଆକାଉଂଟକୁ ଖାଲି କରି ଦେଉଥିବା ଜାମତରା ଗ୍ୟାଙ୍ଗ କଥା ଆପଣମାନେ ଶୁଣିଥିବେ । କିନ୍ତୁ ସେହି ଜାମତରା ଗ୍ୟାଙ୍ଗର ସଦସ୍ୟ ଦେଖିବାକୁ କେମିତି? ସେମାନେ କେମିତି ଲୋକଙ୍କୁ ଚୁନା ଲଗାନ୍ତି? କେଉଁଠୁ ରହି ନେଟୱାର୍କ ଚଳାନ୍ତି? ତାହା ହୁଏତ ଆପଣ ଜାଣିନଥିବେ । ହେଲେ, ଆପଣ…

ଟ୍ରାଏଲ ରନ୍ ବେଳେ ମାଡିଗଲା ଟ୍ରେନ: ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ

କନକ ବ୍ୟୁରୋ: ଟ୍ରାଏଲ ରନ୍ ବେଳେ ମାଡିଗଲା ଟ୍ରେନ୍ । ରାୟଗଡ଼ା-ଜେକେପୁର ମଧ୍ୟରେ ତୃତୀୟ ଲାଇନ୍ ନିର୍ମାଣ ପରେ ଟ୍ରାଏଲ ରନ୍ କରାଯାଉଥିଲା । ଏହି ସମୟରେ ଟ୍ରେନ୍ ମାଡିଯିବାରୁ ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ରେଳ ନିରାପତା କମିଶନର ବ୍ରିଜେଶ କୁମାର ଲାଇନ୍ ଅନୁଧ୍ୟାନ କରି ଫେରିବାର…

ବୀରତ୍ୱ ଓ ସେବା ପାଇଁ ୧୧୩୨ଜଣଙ୍କୁ କରାଯିବ ସମ୍ମାନିତ । ଗଣତନ୍ତ୍ର ଦିବସ ର୍ପୂବରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ନାଁ…

କନକ ବ୍ୟୁରୋ : ଦେଶ ପାଳନ କରିବାକୁ ଯାଉଛି ୭୫ତମ ଗଣତନ୍ତ୍ର ଦିବସ । ଏହା ପୂର୍ବରୁ ଜାତୀୟ ସାହାସିକତା ଏବଂ ସେବା ପୁରସ୍କାର ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଚଳିତଥର ବିଭିନ୍ନ କ୍ଷେତ୍ରରେ ସାହସିକତା ଏବଂ ଉ ସେବା ପ୍ରଦର୍ଶନ ପାଇଁ ୧୧୩୨ଜଣ କର୍ମଚାରୀଙ୍କୁ ସମ୍ମାନିତ କରିବେ ରାଷ୍ଟ୍ରପତି…