Daily Archives

January 29, 2024

ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ବାସଭବନରେ ଇଡିର ଚଢାଉ । ଏପଟେ ରେଲୱେରେ ଚାକିରି ପାଇଁ ଜମି ମାମଲାରେ ଲାଲୁ…

କନକ ବ୍ୟୁରୋ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଏକ ଟିମ୍ ସୋମବାର ଦିଲ୍ଲୀରେ ହେମନ୍ତ ସୋରେନଙ୍କ ବାସଭବନରେ ପ୍ରବେଶ କରିଥିଲା । କିନ୍ତୁ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ଠାବ କରିପାରିନାହିଁ । ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଜାନୁଆରୀ ୨୭ ତାରିଖରେ ରାଞ୍ଚିରୁ ରାଜଧାନୀ ଦିଲ୍ଲୀ ଆସିଥିଲେ । ଗତ ସପ୍ତାହରେ…

ବିହାରରେ କ୍ଷମତା ପରିବର୍ତ୍ତନ ପରେ ଉତ୍ସାହିତ ବିଜେପି । ଆରଜେଡି ଓ କଂଗ୍ରେସ ଶିବିରରେ ନିରବତା । ଏପଟେ ବିହାରରେ…

କନକ ବ୍ୟୁରୋ: ୧୮ ମାସ ପରେ ପୁଣିଥରେ ପଟ୍ଟ ପରିବର୍ତନ ବିହାର ରାଜନୀତିରେ ମୋଡ ବଦଳାଇଛି । ଗୋଟିଏ ପଟେ ବିଜେପି ଜେଡିୟୁ ସହ କ୍ଷମତାରେ ଆସି ଉତ୍ସାହିତ ରହିଛି । ଅନ୍ୟପଟେ ଆରଜେଡି ଓ କଂଗ୍ରେସ କ୍ଷମତାରେ ଯିବା ପରେ ମୁହଁ ଶୁଖାଇଛି । କ୍ଷମତାରୁ ଯିବା ପରେ ଆରଜେଡି ଓ କଂଗ୍ରେସ ନିରବ ରହିଛି ।…

ଚୁରମାର ହେଲା ନୀତୀଶଙ୍କ ପ୍ରଧାନମନ୍ତ୍ରୀ ସ୍ୱପ୍ନ! ମୋଦୀଙ୍କୁ ଚ୍ୟାଲେଞ୍ଜ କରୁଥିଲେ, ଏବେ ଦୋସ୍ତିର ହାତ ବଢ଼ାଇଲେ

କନକ ବ୍ୟୁରୋ: ସ୍ୱପ୍ନ ତ ଅନେକ ଦେଖନ୍ତି । କିନ୍ତୁ ଅନେକ ପୂରଣ କରିବାକୁ ଯାଇ ବାରମ୍ବାର ତଳେ କଚାଡି ପଡନ୍ତି । ଯାହା ନୀତୀଶଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି । ଦେଶର ରାଜନୀତିରେ ନୀତୀଶ କୁମାର ଏବଂ ନରେନ୍ଦ୍ର ମୋଦୀ ଦୁଇ ସମସ୍କନ୍ଧ ନେତା । ଜଣେ ମୁଖ୍ୟମନ୍ତ୍ରୀରୁ ପ୍ରଧାନମନ୍ତ୍ରୀ ।…

କେମିତି ବଢ଼ିବ ଭାଷାଜ୍ଞାନ ଓ ସୃଜନଶୀଳତା? ‘ମୋ ସ୍କୁଲ ଅଭିଯାନ’ର ନିଆରା ପ୍ରୟାସ

କନକ ବ୍ୟୁରୋ: ଫେବ୍ରୁଆରୀ ୩ରୁ ୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ । ଏହି ଅବସରରେ ପିଲାଙ୍କ ମଧ୍ୟରେ ଭାଷାଜ୍ଞାନ ଓ ସୃଜନଶୀଳତା ବୃଦ୍ଧି କରିବା ପାଇଁ ଯୋଜନା କରିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ମୋ ସ୍କୁଲ ଅଭିଯାନ । ଏ ନେଇ ଜିଲ୍ଲା ଶିକ୍ଷା…

ଭକ୍ତ ବୁଲିବେ ପରିକ୍ରମା ମାର୍ଗ । ପ୍ରଥମ ଦିନରେ ଦଶ ହଜାର କଲେ ଜଗା ଦର୍ଶନ

କନକ ବ୍ୟୁରୋ: ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ୧୭ ତାରିଖର ଲୋକାର୍ପଣ ପରେ ରାଜ୍ୟବାସୀ ମାଗଣାରେ ବୁଲିବେ ପରିକ୍ରମା ମାର୍ଗ । ମାର୍ଗ ବୁଲାଇବାକୁ ରାଜ୍ୟ ସରକାର ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି । ଆଜିଠାରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି । ବିଭିନ୍ନ…

ନବ ଦାସ ହତ୍ୟାକାଣ୍ଡକୁ ପୂରିଲା ୧ ବର୍ଷ । ଶ୍ରଦ୍ଧାବାର୍ଷିକୀରେ ଝାରସୁୁଗୁଡ଼ାରେ ପ୍ରତିମୂର୍ତି ଉନ୍ମୋଚିତ, ମିନି ମାରାଥନ…

କନକ ବ୍ୟୁରୋ: କାଲି ଭଳି ଲାଗୁଛି, ହେଲେ ଚାହୁଁଚାହୁଁ ଗୋଟିଏ ବର୍ଷ ବିତିଗଲାଣି । ଝାରସୁଗୁଡ଼ା ତଥା ସାରା ଓଡ଼ିଶାର ଲୋକପ୍ରିୟ ନେତା, ନବ କିଶୋର ଦାସଙ୍କ ମୃତ୍ୟୁକୁ ଗୋଟିଏ ବର୍ଷ ପୁରିଛି । ନବ ଦାସଙ୍କ ସ୍ମୃତି ସାଇତି ରଖିବା ପାଇଁ ଏବଂ ତାଙ୍କ ଅବଦାନକୁ ମନେ ପକାଇବା ପାଇଁ ଝାରସୁୁଗୁଡ଼ାରେ ଏକ…