Daily Archives

January 17, 2024

ଗୁଡି ସୂତା ଲାଗି ୨ ଆହତ । ପୀଉସିଙ୍କ ଘରେ ଭୋଜିଖାଇ ବାପାଙ୍କ ସହ ଫେରୁଥିବେଳେ ୭ ବର୍ଷର ନାବାଳକର କଟିଗଲା ବେକ

କନକ ବ୍ୟୁରୋ : ଗୁଡି ସୂତା ଲାଗି ୭ ବର୍ଷର ଶିଶୁ ଗୁରୁତର । ବାଲେଶ୍ୱର ଟାଉନରୁ ଆସିଛି ଏଭଳି ଏକ ଖବର । ଗୁରୁତର ଅବସ୍ଥାରେ ଶିଶୁଟିକୁ ପ୍ରଥମେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରେ କଟକ ସ୍ଥାନାନ୍ତର କରାଯାଇଛି । ଆଜି ଅପରାହ୍ଣ ସାଢେ ୩ଟା ସମୟରେ ଏହି ଅଘଟଣ ଘଟିଥିବା ସୂଚନା ମିଳିଛି ।…

ଅନୁଗୁଳରେ ଚାଞ୍ଚଲ୍ୟ । କୂଅରୁ ୩ ମାସର ଦୁଇ ଯାଅଁଳା ଶିଶୁଙ୍କ ମୃତଦେହ ଉଦ୍ଧାର

କନକ ବ୍ୟୁରୋ : ଅନୁଗୁଳରେ ଚାଂଚଲ୍ୟ । କୂଅରୁ ଉଦ୍ଧାର ହୋଇଛି ୩ ମାସର ଦୁଇ ଶିଶୁର ମୃତଦେହ । ଶିଶୁ କନ୍ୟା ଓ ଶିଶୁ ପୁତ୍ରର ମୃତଦେହ ଉଦ୍ଧାର ହୋଇଛି । ଅନୁଗୁଳ ବସଲା ପଂଚାୟତ ମୁଣ୍ଡାଢିପ ସାହିରେ ଏହି ଘଟଣା ଘଟିଛି । ଦୁଇଶିଶୁର ମାଆ କ୍ଷୀର ଆଣିବାକୁ ଯାଇଥିବାବେଳେ ଏହି ଘଟଣା ଘଟିଛି । ତେଣୁ…

ରିଙ୍କୁ-ରୋହିତଙ୍କ ବିସ୍ଫୋରକ ପାଳି: ଆଫଗାନିସ୍ତାନ ବିପକ୍ଷରେ କଲେ ଛକା-ଚୌକା ବର୍ଷା, ୨୧୨ ରନ କଲା ଭାରତ

କନକ ବ୍ୟୁରୋ: ଆଜି ଭାରତ-ଆଫଗାନିସ୍ତାନ ମଧ୍ୟରେ ଶେଷ ଟି-୨୦ରେ ଦମଦାର ମ୍ୟାଚ ଦେଖିବାକୁ ମିଳିଛି । ଏହି ମ୍ୟାଚରେ ଭାରତ ପକ୍ଷରୁ ବିସ୍ଫୋରକ ବ୍ୟାଟିଂ କରିଥିଲେ ରୋହିତ ଶର୍ମା ଓ ରିଙ୍କୁ ସିଂ । ରୋହିତ ଶର୍ମା ଶତକ ହାସଲ କରିଥିବା ବେଳେ ରିଙ୍କୁ ସିଂ ଅର୍ଦ୍ଧ ଶତକ ହାସଲ କରିଥିଲେ । ଫଳରେ ଭାରତ…

ବିନା ଇଣ୍ଟରନେଟ ବିନା ସିମକାର୍ଡରେ ହେବ ଭିଡିଓ ଷ୍ଟ୍ରିମିଂ । ଖୁବଶୀଘ୍ର ଦେଶର ୧୯ଟି ସହରରେ ହେବ ପରୀକ୍ଷଣ

କନକ ବ୍ୟୁରୋ : ଦେଶରେ ଡିଜିଟାଲ କ୍ଷେତ୍ରରେ ଆସିବାକୁ ଯାଉଛି ବୈପ୍ଳବିକ ପରିବର୍ତନ । ଭବିଷ୍ୟତରେ ବାସ୍ତବ ରୂପ ନେବ ଡାଇରେକ୍ଟ ଟୁ ମୋବାଇଲ ବ୍ରଡକାଷ୍ଟିଂ ସିଷ୍ଟମ । ଏଣିକି ଲୋକମାନେ ବିନା ଇଂଟରନେଟ ବିନା ସିମକାର୍ଡରେ ନିଜ ମୋବାଇଲରେ ଲାଇଭ୍ ଭିଡିଓ ଦେଖିପାରିବେ । ପୂର୍ବରୁ ମୋବାଇଲ…

ହାଇକୋର୍ଟ ଯିବେ ଟିଏମସି ନେତ୍ରୀ ମହୁଆ ମୋଇତ୍ରା । ସରକାରୀ ବାସଭବନ ତୁରନ୍ତ ଖାଲି କରିବା ନୋଟିସକୁ ଦେବେ ଚ୍ୟାଲେଂଜ

କନକ ବ୍ୟୁରୋ : ହାଇକୋର୍ଟ ଯିବେ ଟିଏମସି ନେତ୍ରୀ ମହୁଆ ମୋଇତ୍ରା । ଡିସେମ୍ବରରେ ଲୋକସଭାରୁ ବହିଷ୍କୃତ ହୋଇଥିବା ତୃଣମୂଳ ସାଂସଦ ମହୁଆ ମୋଇତ୍ରାଙ୍କୁ ପୁଣିଥରେ ସରକାରୀ ଘର ଛାଡିବାକୁ ନୋଟିସ୍ । ମଙ୍ଗଳବାର ତାଙ୍କ ସରକାରୀ ବଙ୍ଗଳାକୁ ତୁରନ୍ତ ଖାଲି କରିବାକୁ କୁହାଯାଇଛି । ଟିଏମସି ନେତ୍ରୀଙ୍କୁ…

ପାକିସ୍ଥାନ ସୀମାରେ ପଶି ଇରାନର ଏୟାର ଷ୍ଟ୍ରାଇକ । ଆକ୍ରମଣ ପରେ ପରିଣାମ ଭୋଗିବାକୁ ଇରାନକୁ ପାକିସ୍ଥାନର ଚେତାବନୀ

କନକ ବ୍ୟୁରୋ : ଯେଉଁ ପାକିସ୍ତାନ ଅନ୍ୟ ଦେଶକୁ ନିଜ ଆତଙ୍କୀଙ୍କୁ ପଠାଇ ଆକ୍ରମଣ କରେ ଆଜି ସମାନ ସ୍ଥିିତି ନିଜେ ଭୋଗୁଛି । ଆତଙ୍କୀଙ୍କୁ ସମର୍ଥନ କରୁଥିବା, ପ୍ରୋତ୍ସାହନ ଦେଉଥିବା ପାକିସ୍ଥାନରେ ପଶି ବଡ ଧରଣର ଆକ୍ରମଣ କରିଛି ଇରାନ । ମିଳିଥିବା ସୂଚନା ଅନୁସାରେ ଜାନୁଆରୀ ୧୬ ଅଧରାତିରେ…