Daily Archives

January 5, 2024

କମାଲ କରି ଦେଖାଇଲେ ଭାରତୀୟ ନୌସେନା କମାଣ୍ଡୋ: ମାଲବାହୀ ଜାହାଜରୁ ସୁରକ୍ଷିତ ଉଦ୍ଧାର ହେଲେ ୧୫ ଭାରତୀୟ

କନକ ବ୍ୟୁରୋ: ସୋମାଲିଆ ଉପକୂଳରୁ ୧୫ ଜଣ ଭାରତୀୟଙ୍କ ସହ ୨୧ ଜଣ ନାବିକଙ୍କୁ ଉଦ୍ଧାର କଲେ ଭାରତୀୟ ନୌସେନାର ମାର୍କସ କମାଣ୍ଡୋ । ଉତର ଆରବ ସାଗରରୁ ମାଲବାହୀ ଜାହାଜକୁ ଅପହରଣ କରି ନେଇଥିଲେ ଜଳଦସ୍ୟୁ । ସେଥିରେ ଥିବା ୨୧ ଜଣଙ୍କୁ ଉଦ୍ଧାର କରାଯାଇଛି । ଜାହାଜ ଅପହରଣ କରାଯାଇଥିବା ସୂଚନା ପାଇବା…

ବାଉନ ବଜାର ତେପନ ଗଳିରେ ଆଉ ଗଡୁନି ରିକ୍ସା: କଟକିଆଙ୍କ ପାଇଁ ଅଲୋଡ଼ା ହୋଇଗଲାଣି ତିନି ଚକିଆ ଯାନ

କନକ ବ୍ୟୁରୋ: ୫୨ ବଜାର ୫୩ ଗଳିରେ ଆଉ ଗଡୁନାହିଁ ରିକ୍ସା । କଟକିଆଙ୍କ ପାଇଁ ଅଲୋଡା ହୋଇଗଲାଣି ରିକ୍ସା । ଦଶହରା ମେଢରୁ ବାଲିଯାତ୍ରା ସବୁ ବେଳେ ଖୋଜା ପଡୁଥିବା ରିକ୍ସା ପ୍ରତି ଆଗ୍ରହ କମିଯାଉଛି । ପରିଶ୍ରମ ଅନୁସାରେ ପାରିଶ୍ରମିକ ମିଳୁନଥିବା କହୁଛନ୍ତି ରିକ୍ସା ଚାଳକ । ରିକ୍ସା । ହୁଏତ…

ରହସ୍ୟ ଘେରରେ ଗ୍ୟାଙ୍ଗଷ୍ଟର ଗର୍ଲଫ୍ରେଣ୍ଡର ହତ୍ୟା ମାମଲା । ୩ଦିନ ବିତିଯାଇଥିଲେ ସୁଦ୍ଧା ମିଳୁନି ଦିବ୍ୟା ପାହୁଜାଙ୍କ…

କନକ ବ୍ୟୁରୋ : ମଡେଲ ଦିବ୍ୟା ପାହୁଜାଙ୍କ ହତ୍ୟାକାଣ୍ଡକୁ ନେଇ ଏବେ ଜାତୀୟ ଗଣମାଧ୍ୟମରେ ଜୋରଦାର ଚର୍ଚ୍ଚା । ଜାନୁଆରୀ ୨ ତାରିଖରେ ଦିବ୍ୟାଙ୍କୁ ହତ୍ୟା ହୋଇଥିବାବେଳେ ଏପର୍ଯ୍ୟନ୍ତ ହତ୍ୟାକାଣ୍ଡର କୌଣସି ଗୁମର ଖୋଲି ପାରୁନାହିଁ ଦିଲ୍ଲୀ ଗୁରୁଗ୍ରାମ ପୋଲିସ । ୨୭ ବର୍ଷୀୟ ମଡେଲ ଦିବ୍ୟା ପାହୁଜା…

ଟି-୨୦ ବିଶ୍ୱକପ ପାଇଁ ଆସିଲା ମ୍ୟାଚ ସୂଚୀ: ଜୁନ ୯ରେ ଭାରତ-ପାକିସ୍ତାନ ମ୍ୟାଚ

କନକ ବ୍ୟୁରୋ: ଚଳିତ ବର୍ଷ ହେବାକୁ ଥିବା ଟ-୨୦ ବିଶ୍ୱକପ ପାଇଁ ମ୍ୟାଚ ସୂଚୀ ପ୍ରକାଶ ପାଇଛି । ୨୦୨୪ ବିଶ୍ୱକପରେ ମୋଟ ୫୫ଟି ମ୍ୟାଚ ଖେଳାଯିବ । ଯାହା ୱେଷ୍ଟଇଣ୍ଡିଆ ଓ ୟୁଏସଏର ୯ଟି ଷ୍ଟାଡିୟମରେ ଖେଳାଯିବ । ଏହାର ପ୍ରଥମ ମ୍ୟାଚ ଜୁନ ୧ ତାରିଖରେ କାନାଡା ଓ ୟୁଏସଏ ମଧ୍ୟରେ ଖେଳାଯିବ । ସେହିପରି…

ଦିଲ୍ଲୀ ସରକାରଙ୍କ ଉପରେ ବିପଦର କଳାବାଦଲ । ମୋହଲ୍ଲା କ୍ଲିନିକ ଦୁର୍ନୀତି ମାମଲାର ହେବ ସିବିଆଇ ତଦନ୍ତ

କନକ ବ୍ୟୁରୋ : ଦିଲ୍ଲୀ ସରକାରଙ୍କ ଉପରେ ସମସ୍ୟାର କଳା ବାଦଲ । ଏକ୍ସସାଇଜ ପଲିସି ଦୁର୍ନୀତି ଜାଲରେ ଛନ୍ଦି ହୋଇଥିବା କେଜ୍ରିୱାଲ ସରକାରଙ୍କ ଉପରେ ଆସିଛି ନୂଆ ଅଭିଯୋଗ । ଦିଲ୍ଲୀର ମୋହଲ୍ଲା କ୍ଲିନିକରେ ବଡ ଧରଣର ଦୁର୍ନୀତି ଅଭିଯୋଗ ଆସିବା ସହ ଏବେ ଏହାର ହେବ ସିବିଆଇ ତଦନ୍ତ । ଗୁରୁବାର…

ମଝି ସମୁଦ୍ରରେ ମାଲାବାହୀ ଜାହାଜକୁ ଅପହରଣ । ଜାହାଜରେ ୧୫ଜଣ କ୍ରିୟୁ ସଦସ୍ୟ ଥିବା ସୂଚନା

କନକ ବ୍ୟୁରୋ : ମଝି ସମୁଦ୍ରରେ ମାଲବାହୀ ଜାହାଜ ଅପହରଣ । ସୋମାଲିଆ ଉପକୂଳ ଦେଇ ଏକ ମ।।ଲବାହୀ ଜାହାଜ ଯାଉଥିବା ସମୟରେ ଏହାକୁ ଅପହରଣ କରାଯାଇଥିବା ଜଣାପଡିଛି । ଗୁୁରୁବାର ମଝି ରାତିରେ ଜାହାଜକୁ ଅପହରଣ କରିଛନ୍ତି ଅଜ୍ଞାତ । ମିଳିଥିବା ସୂଚନା ଅନୁସାରେ ଅସ୍ତ୍ରଶସ୍ତ୍ର ଧରି ୫ରୁ ୬ଜଣ ଅଜ୍ଞାତ…