Daily Archives

January 28, 2024

ପୁଣି ବଢିଲା ବିଏସକେୱାଇ ନବୀନ କାର୍ଡର ଆବେଦନ ଅବଧି । ଫେବ୍ରୁଆରୀ ୮ ତାରିଖ ପର୍ଯ୍ୟନ୍ତ କରିହେବ ଆବେଦନ । 

କନକ ବ୍ୟୁରୋ : ପୁଣି ବଢିଲା ବିଏସକେୱାଇ ନବୀନ କାର୍ଡର ଆବେଦନ ଅବଧି । ଫେବ୍ରୁଆରୀ ୮ ତାରିଖ ପର୍ଯ୍ୟନ୍ତ ଏହି କାର୍ଡର ଆବେଦନ ଅବଧି ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ପୂର୍ବରୁ ବିଏସକେୱାଇ ନବୀନ କାର୍ଡର ଆବେଦନ ଅବଧିକୁ ଜାନୁଆରୀ ୨୬ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା । ହେଲେ ଲୋକଙ୍କ…

ଯୁବ ଇଞ୍ଜିନିୟରଙ୍କ ପରିବା ଚାଷ । ୨୨ ଏକର ଜମି ଲିଜ ନେଇ କରିଛନ୍ତି ବହୁମୁଖୀ ଚାଷ । ଚାକିରି ଅପେକ୍ଷା ମିଳୁଛି ଭଲ…

କନକ ବ୍ୟୁରୋ : ଦୀର୍ଘ ୧୧ ବର୍ଷର ସଫ୍ଟେଓର ଇଞ୍ଜିନିୟରିଂ ଚାକିରି ଛାଡି ଚାଷ ପ୍ରତି ମନ ବଳାଇଛନ୍ତି ସତ୍ୟ ପ୍ରବିଣ । ନିଜେ ସ୍ୱାବଲମ୍ବି ହେବା ସହ ପ୍ରତ୍ୟେକ ଦିନ ୪୦ ଜଣ ଯୁବକ ଯୁବତିଙ୍କୁ ଯୋଗାଉଛନ୍ତି ରୋଜଗାର । ଅନ୍ୟ ଅଧିନରେ କାମ କରିବା ବଦଳରେ ନିଜ ଉଦ୍ୟମରେ ନିଜେ ରୋଜଗାର କରିବା ସହ…

କାଗଜ ମୁଖା ଓ ଗୋବର କଣ୍ଢେଇ କାରିଗରଙ୍କ ଗାଁ କରଡ଼ଗାଡ଼ିଆ । ସୁନ୍ଦର ସୁନ୍ଦର ମୂର୍ତି ଗଢ଼ି ମେଳା ମହୋତ୍ସବରେ କରୁଛନ୍ତି…

କନକ ବ୍ୟୁରୋ : କରଡ଼ଗାଡ଼ିଆର ଗୋବର କଣ୍ଢେଇ । ହାତୀ, ଘୋଡ଼ା, ହରିଣ, ବାଘ, ମିରିଗ ସହ ବିଭିନ୍ନ ପ୍ରକାରର ଦେବାଦେବୀଙ୍କ ପ୍ରତିମୁର୍ତି ତିଆରି କରନ୍ତି ଏହି ଗାଁର କାରିଗର । ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ କରଡ଼ଗାଡ଼ିଆ ଗାଁ ଗୋବର କଣ୍ଢେଇ ତିଆରି ପାଇଁ ବେଶ ପ୍ରସିଦ୍ଧ । ଯାନି ଯାତ୍ରା ହେଉ ଅବା…

ବିରି ବଡ଼ିରୁ ଭଲ ରୋଜଗାର । ବିନା ତାଲିମରେ ଗାଁ ମହିଳା ମାନେ ପ୍ରସ୍ତୁତ କରୁଛନ୍ତି ସ୍ୱାଦିଷ୍ଟ ବଡ଼ି

କନକ ବ୍ୟୁରୋ : ରୋଜଗାର କରିବା ପାଇଁ କିଏ କେତେ ପ୍ରକାରର ପନ୍ଥା ଅପଣାଉଛନ୍ତି । କିଏ ଚାକିରି କରୁଛନ୍ତି ତ ପୁଣି କିଏ ବ୍ୟବସାୟ କରୁଛନ୍ତି । ତେବେ ବାଲେଶ୍ୱର ଭୋଗରାଇ ବ୍ଲକ ଡୁମାଇପୁର ଗାଁର ମହିଳା ମାନେ ବିରିରୁ ବଡ଼ି ପ୍ରସ୍ତୁତ କରି ସେଥିରୁ କିଛି ରୋଜଗାର କରୁଛନ୍ତି । ବିନା ତାଲିମରେ ଗାଁର…

ବଲାଙ୍ଗୀରରୁ ଆସିଲା ରାଜନୀତିର ରୋଚକ ଚିତ୍ର । ବିଧାୟକ ନରସିଂହ ମିଶ୍ରଙ୍କ ଘରେ ପହଞ୍ଚି ଜଗନ୍ନାଥ ଭୋଗ ବାଣ୍ଟିଲେ କଳିକେଶ…

କନକ ବ୍ୟୁରୋ: କଂଗ୍ରେସ ବିଧାୟକଙ୍କ ଘରେ ବିଜେଡି ନେତା । ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ରଙ୍କ ଘରକୁ ଯାଇ, ଶ୍ରୀଜଗନ୍ନାଥଙ୍କ ପ୍ରସାଦ ଦେଇଛନ୍ତି ପୂର୍ବତନ ବଲାଙ୍ଗୀର ସାଂସଦ କଳିକେଶ ନାରାୟଣ ସିଂଦେଓ । ପରିକ୍ରମା ପ୍ରକଳ୍ପ ସମୟରେ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଗୁଆ-ଚାଉଳ ପଠାଇଥିଲେ ଶ୍ରଦ୍ଧାଳୁ…

ମାଛ ଚାଷୀଙ୍କ ସଫଳ କାହାଣୀ । ଜିଅନ୍ତା ମାଛ ବିକ୍ରି କରି ହେଉଛନ୍ତି ଲାଭବାନ

କନକ ବ୍ୟୁରୋ : ପାରମ୍ପରିକ ଚାଷ ପରିବର୍ତେ ନୂଆ ପ୍ରଣାଳିରେ ମାଛ ଚାଷ କରି ଚର୍ଚ୍ଚାକୁ ଆସିଛନ୍ତି ରାୟଗଡ଼ାର ଯୁବ ଚାଷୀ ଶ୍ରୀନିବାସ ସାହୁ । ୨୦ ଏକର ଜମି ଲିଜ୍ ନେଇ ମାଛ ଚାଷ କରି ଭଲ ରୋଜଗାର କରୁଛନ୍ତି ଶ୍ରୀନିବାସ । ଏହି ଚାଷ ପାଇଁ ଆନ୍ଧ୍ର ପ୍ରଦେଶର ଆମଲାପୁରମ ଓ ରାଜମହେନ୍ଦ୍ରୀରୁୁ ଯାଁଆଳ…