Daily Archives

January 22, 2024

ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ । ସାମିଲ ହେଲେ ୪ ହଜାର ସାଧୁସନ୍ଥ ୯୫ ଜଣ କ୍ରୀଡାବିତ୍

କନକ ବ୍ୟୁରୋ : ଅଯୋଧ୍ୟା ଭବ୍ୟ ରାମମନ୍ଦିରରେ ଶୋଭା ପାଉଛନ୍ତି ରାମଲାଲା । ବିଧିବିଧାନରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଛି । ଏହି ଐତିହାସିକ ମୁହୁର୍ତର ମୁଖସାକ୍ଷୀ ହୋଇଛି ପୂରା ଦେଶ । ତେବେ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ଅନେକ ଜଣାଶୁଣା ବ୍ୟକ୍ତିବିଶେଷ ।…

ପ୍ରାଣପ୍ରତିଷ୍ଠାରେ ଉତ୍ସବମୁଖର ଅଯୋଧ୍ୟା । ସାମିଲ ହେଲେ ବଲିଉଡ଼ କଳାକାର

କନକ ବ୍ୟୁରୋ : ସୋମବାର ଅଯୋଧ୍ୟ।। ଭବ୍ୟ ରାମମନ୍ଦିରରେ ପ୍ରାଣପ୍ରତିଷ୍ଠା ସହ ବିରାଜିଛନ୍ତି ପ୍ରଭୁ ରାମଲାଲା । ଅପୂର୍ବ,ଅଲୌକିକ, ଅଦଭୁତ ବିଗ୍ରହ ଦର୍ଶନ କରି ବିମୋହିତ ହୋଇଛନ୍ତି ଶ୍ରଦ୍ଧାଳୁ । ଦେଶ ବିଦେଶରୁ ନିମନ୍ତ୍ରିତ ଅତିଥି ଅଯୋଧ୍ୟାରେ ପହଁଚି ପ୍ରାଣପ୍ରତିଷ୍ଠା ଉତ୍ସବରେ ସାମିଲ…

ଡାକ୍ତରଖାନାରେ ଭର୍ତ୍ତି ହେଲେ ଅଭିନେତା ସୈଫ ଅଲ୍ଲୀ ଖାନ । କାନ୍ଧ ଓ ଆଣ୍ଠୁର କରାଗଲା ଅସ୍ତ୍ରୋପଚାର, ସୁଟିଂ ସମୟରେ…

କନକ ବ୍ୟୁରୋ : ଡାକ୍ତରଖାନରେ ଚାଲିଛି ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଚିକିତ୍ସା । ସୂଚନା ଅନୁସାରେ ସୋମବାର ମୁମ୍ବାଇର ଏକ ଘରୋଇ ଡାକ୍ତରଖାନାରେ ସୈଫଙ୍କ ଅସ୍ତ୍ରୋପଚାର କରାଯାଇଛି । ଅଭିନେତାଙ୍କ କାନ୍ଧ ଓ ଆଣ୍ଠୁ ଆଘାତପ୍ରାପ୍ତ ହେବା ପରେ ଅସ୍ତ୍ରୋପଚାର କରାଯାଇଛି । ୨୦୧୬ ମସିହାରେ…

ଇଂଲଣ୍ଡ ବିପକ୍ଷ ସିରିଜର ପ୍ରଥମ ଦୁଇଟି ମ୍ୟାଚ ଖେଳିବେନି ବିରାଟ କୋହଲୀ । ବ୍ୟକ୍ତିଗତ କାରଣ ଦର୍ଶାଇଲେ ବିରାଟ,…

କନକ ବ୍ୟୁରୋ : ଇଂଲଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ୫ଟି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜକୁ ନେଇ ଆସିଛି ବଡ ଖବର । ପ୍ରଥମ ଦୁଇଟି ମ୍ୟାଚରୁ ବାଦ ପଡିଲେ ବିରାଟ କୋହଲୀ । ବ୍ୟକ୍ତିଗତ କାରଣରୁ କୋହଲୀ ଖେଳିବେନି । ବିସିସିଆଇ ପକ୍ଷରୁ ଜାରି ବିଜ୍ଞପ୍ତିରେ ଏହି ସୂଚନା ଦିଆଯାଇଛି । ବିିସିସିଆଇ…

ବିବାହ ବିଚ୍ଛେଦ ପରେ ସାନିଆ ମୀର୍ଜାଙ୍କ ସପକ୍ଷରେ ବାହାରିଲେ ପାକିସ୍ତାନୀ ପ୍ରଶଂସକ । ସୋସିଆଲ ମିିଡିଆରେ ସୋଏବ…

କନକ ବ୍ୟୁରୋ : ସାନିଆ ମୀର୍ଜା ଓ ସୋଏବ ମଲ୍ଲିକଙ୍କ ବିବାହ ବିଚ୍ଛେଦ ଘଟଣା ଏବେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି । ଭାରତ ସହ ପାକିସ୍ତାନ ମିଡିଆରେ ସେଲିବ୍ରେଟିଙ୍କ ବିବାହ ବିଚ୍ଛେଦ ପରେ ଅନେକ ପ୍ରକାର ଖବର ପ୍ରସାରଣ ହେଊଛି । ସବୁଠୁ ବଡ କଥା ହେଉଛି ସାନିଆଙ୍କୁ ମିଳୁଛି ପାକିସ୍ତାନରୁ ଭରପୂର…

ଉତ୍ସାହ ଓ ଖୁସି ସହ ବିଭୋର ରାମଭକ୍ତ । ଶ୍ରୀରାମ ପତାକାରେ ଝଲସିଲା ମନ୍ଦିର, ମଠ, ଜୟ ଶ୍ରୀରାମ ନାରାରେ ପ୍ରକମ୍ପିତ ହେଲା…

କନକ ବ୍ୟୁରୋ : ରାମନାମରେ ପ୍ରକମ୍ପିତ ହୋଇଛି ସାରା ଦେଶ । ପ୍ରାଣପ୍ରତିଷ୍ଠା ପାଇଁ କେବଳ ଉତରପ୍ରଦେଶର ଅଯୋଧ୍ୟା ସହର ଉତ୍ସବ ମୁଖର ହୋଇ ଉଠିନି ବଂର ପୂରା ଦେଶରେ ଦେଖିବାକୁ ମିଳିଛି ସେହି ସମାନ ଉତ୍ସାହ ଓ ଖୁସି ।ରାମଙ୍କ ଭକ୍ତିରେ ବିଭୋର ହୋଇଛନ୍ତି ରାମଭକ୍ତ । ବିଭିନ୍ନ ସହରରେ ଥିବା ରାମ ଓ…