Daily Archives

January 27, 2024

ଯୌନ ଉତ୍ପୀଡନ ଓ ମାନହାନୀ ମାମଲାରେ ଡୋନାଲ୍ଡ ଟ୍ରମ୍ପଙ୍କୁ ଝଟକା । ଦେବାକୁ ପଡିବ ୬୪୨ କୋଟି ଟଙ୍କାର ଜରିମାନା

କନକ ବ୍ୟୁରୋ : ଆମେରିକା ପୂର୍ବତନ ରାଷ୍ଟ୍ରପତିଙ୍କୁ ଝଟକା । ଯୌନ ଉତ୍ପୀଡିନ ଓ ମାନହାନି ମାମଲରେ ଟ୍ରମ୍ପଙ୍କ ବିରୋଧରେ ରାୟ ଶୁଣାଇଛନ୍ତି କୋର୍ଟ । ଲେଖିକା ଇ ଜିନ କ୍ୟାରୋଲଙ୍କୁ ଟ୍ରମ୍ପ ମାନାହାନି ମାମଲାରେ ୮୩.୦୩ ମିଲିୟନ ଅର୍ଥାଥ ଭାରତୀୟ ମୁଦ୍ରା ହିସାବରେ ୬୪୨କୋଟି ଟଙ୍କା ଦେବେ । ଲେଖିକା…

କାଳ ହେଲା କସମେଟିକ ସର୍ଜରୀ । ଅକାଳରେ ଗଲା ବ୍ରାଜିଲ ପପ ଷ୍ଟାରଙ୍କ ଜୀବନ,୪୨ବର୍ଷ ବୟସରେ ଡାନି ଲିଙ୍କ ପରଲୋକ

କନକ ବ୍ୟୁରୋ : ବ୍ରାଜିଲର ଲୋକପ୍ରିୟ ପପଷ୍ଟାର ଡାନି ଲିଙ୍କ ପରଲୋକ । ୪୨ ବର୍ଷ ବୟସରେ ଡାନି ଲିଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ଅଧିକ ସୁନ୍ଦର ଦେଖାଯିବା ପରେ ଡାନି ନିକଟରେ କସମେଟିକ ସର୍ଜରୀ କରିଥିଲେ । ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରେ ଲାଗିଥିଲା । କିଛି ଦିନ ଧରି…

ରାସ୍ତା ଉପରେ ଚୌକିରେ ବସି ଧାରଣା ଦେଲେ କେରଳ ରାଜ୍ୟପାଳ । କେରଳ ପୁଲିସର ବିଫଳତାକୁ ରାଜ୍ୟପାଳଙ୍କ ନିନ୍ଦା

କନକ ବ୍ୟୁରୋ : ରାସ୍ତାରେ ଧାରଣା ଦେଲେ ରାଜ୍ୟପାଳ । ଷ୍ଟୁଡେଂଟ ଫେଡେରେସନ ଅଫ ଇଣ୍ଡିଆ ପକ୍ଷରୁ ବିରୋଧ ପରେ ତାର ପ୍ରତିବାଦ କରିଛନ୍ତି ଆରିଫ୍ ମୋହମ୍ମଦ । କୋଲାମରେ ରାସ୍ତାକଡରେ ବସି କଳାପତାକା ପ୍ରଦର୍ଶନକୁ ପ୍ରତିବାଦ କରି କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ପୁଲିସ ବିକ୍ଷୋଭକାରୀଙ୍କୁ…

କୋଲକାତା ହାଇକୋର୍ଟଙ୍କ ସମସ୍ତ ଶୁଣାଣୀ ଉପରେ ସୁପ୍ରିମ ରୋକ । ଆବେଦନ ଶୁଣାଣୀ ସମୟରେ ସିଙ୍ଗଲ ବେଂଚ ଓ ଡିଭିଜନ ବେଂଚ…

କନକ ବ୍ୟୁରୋ : ବିଚାରପତି ବନାମ ବିଚାରପତି । କୋଲକାତା ହାଇକୋର୍ଟଙ୍କ ସମସ୍ତ ଶୁଣାଣୀ ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ । ସିଙ୍ଗଲ ବେଂଚ ଓ ଡିଭିଜନ ବେଂଚଙ୍କ ସମସ୍ତ ଶୁଣାଣୀ ଉପରେ କୋର୍ଟ ରୋକ ଲଗାଇଛନ୍ତି । ପଶ୍ଚିମବଙ୍ଗ ସରକାର ଓ ଆବେଦନକାରୀଙ୍କୁ ନୋଟିସ ଦେଇଛନ୍ତି କୋର୍ଟ । ଏଥିସହ ରିଜର୍ଭ…

ଉସମାନିଆ ବିଶ୍ୱବିଦ୍ୟାଳୟରେ ସୁୁରକ୍ଷା ତ୍ରୁଟି । ଛାତ୍ରୀ ହଷ୍ଟେଲରୁ କାବୁ ହେଲେ ଦୁଇ ଅଜ୍ଞାତ, ନିଧୁର୍ମ ମାଡମାରିଲେ…

କନକ ବ୍ୟୁରୋ : ହାଇଦ୍ରାବାଦ ଉସମାନିଆ ବିଶ୍ୱବିଦ୍ୟାଳୟର ଏକାଠି ହୋଇଛନ୍ତି ଶହ ଶହ ସଂଖ୍ୟକ ଛାତ୍ରଛାତ୍ରୀ । ଚାଲିଛି ଧାରଣା । ପୁଲିସ ବୁଝାଇବାକୁ ଚେଷ୍ଟା କଲେ ବି ବୁଝିବାକୁ ନାରାଜ ଛାତ୍ରଛାତ୍ରୀ । ଶୁକ୍ରବାର ରାତିରେ ବିଶ୍ୱବିଦ୍ୟାଳୟରେ ସେତିକିବେଳେ ହୋହାଲ୍ଲା ଆରମ୍ଭ ହୋଇଥିଲା ଯେଉଁ ସମୟରେ…

ଆମ ଆଦମୀ ପାର୍ଟିର ସାଂଘାତିକ ଅଭିଯୋଗ । ବିଜେପି ଉପରେ ଅପରେସନ ଲୋଟସ ଅଭିଯୋଗ ଆଣି ପ୍ରମାଣ ଦେଲା ଆପ

କନକ ବ୍ୟୁରୋ : ନିର୍ବାଚନ ତାତି ଭିତରେ ସାଂଘାତିକ ଅଭିଯୋଗ । ବିଜେପି ଉପରେ ଦିଲ୍ଲୀ ସରକାର ଭାଙ୍ଗିବା ଅଭିଯୋଗ ଆଣିଛି ଆମ ଆଦମୀ ପାର୍ଟି । ସୋସିଆଲ ମିଡିଆ ଏକ୍ସରେ ଏକ ଲେଖା ପୋଷ୍ଟ କରି ବିଜେପି ଉପରେ ସିଧାସଳଖ ଅଭିଯୋଗ କରିଛନ୍ତି ଦିଲ୍ଲୀ ମୁଖମନ୍ତ୍ରୀ ଅରବିନ୍ଦ କେଜଅିୱାଲ । କେଜ୍ରିୱାଲ…