Daily Archives

January 26, 2024

ପାରମ୍ପରିକ ରୀତିରେ ସରିଲା ଗଜପତି ମହାରାଜାଙ୍କ ପୁଷ୍ୟାଭିଷେକ: ଶ୍ରୀନଅରରେ ଆୟୋଜିତ ହେଲା ସ୍ୱତନ୍ତ୍ର ଉତ୍ସବ

କମକ ବ୍ୟୁରୋ: ପାରମ୍ପରିକ ରୀତିରେ ଅନୁଷ୍ଠିତ ହୋଇଛି ଗଜପତି ମହାରାଜାଙ୍କ ପୁଷ୍ୟାଭିଷେକ । ଏହି ଅବସରରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ସିଂହାସନ ଆରୋହଣ କରିବା ସହ ତାଙ୍କର ଅଭିଷେକ କରାଯାଇଛି । ଏଥିପାଇଁ ଶ୍ରୀନଅରରେ ଆୟୋଜିତ ହୋଇଛି ସ୍ୱତନ୍ତ୍ର ଉତ୍ସବ । ଷୋଳ ଶାସନର ବାହ୍ମଣ ପୁରୋହିତମାନେ…

ଇସ୍ରାଏଲ-ହମାସ ଯୁଦ୍ଧକୁ ନେଇ ଚିନ୍ତାରେ ବିଶ୍ୱ ସ୍ୱାସ୍ଥ୍ୟସଂଗଠନ: ଗାଜାର ସଙ୍ଗୀନ ସ୍ଥିତି କଥା କହି ଭାବବିହ୍ୱଳ ହେଲେ…

କନକ ବ୍ୟୁରୋ: ଇସ୍ରାଏଲ-ହମାସ ଯୁଦ୍ଧ କଥା କହୁ କହୁ ଭାବବିହ୍ୱଳ ହେଲେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁଖ୍ୟ । ଟେଡ୍ରୋସ ଆଧାନୋମ । ଯୁଦ୍ଧ କାରଣରୁ ଗାଜାର ଖରାପ ସ୍ଥିତିରେ ରହିଛି ଓ ଆଖି ଆଗରେ ଶହ ଶହ ନିରୀହ ଲୋକଙ୍କ ଜୀବନ ଚାଲିଯାଉଛି । ଏହି ଘଟଣା ବେଶ ସମ୍ବେଦନଶୀଳ ଓ ହୃଦୟବିଦାରକ କହି…

ସମଲେଇ ପ୍ରକଳ୍ପର ଲୋକାର୍ପଣ ପୂର୍ବରୁ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା: କହିଲେ, ସମଲେଶ୍ୱରୀ ମନ୍ଦିର…

କନକ ବ୍ୟୁରୋ: ରାତି ପାହିଲେ ଲୋକାର୍ପିତ ହେବ ବହୁ ପ୍ରତିକ୍ଷୀତ ସମଲେଇ ପ୍ରକଳ୍ପ । ମା’ ସମଲେଶ୍ୱରୀ ପୀଠର ରୂପାନ୍ତରଣ ପ୍ରକଳ୍ପର ଲୋକାର୍ପଣ ପୂର୍ବରୁ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ବାର୍ତା ରଖିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ କହିଛନ୍ତି, ମା’ ସମଲେଶ୍ୱରୀ ହେଉଛନ୍ତି ସାରା ଓଡ଼ିଶାର…

ନୀତୀଶଙ୍କ ପାଇଁ ବିହାର ରାଜନୀତିରେ ବଡ଼ ହଲଚଲ: ୧୦ବର୍ଷରେ ୩ଥର ମେଂଟ ଭାଙ୍ଗିସାରିଛନ୍ତି ନୀତୀଶ କୁମାର

କନକ ବ୍ୟୁରୋ: ସରଗରମ ବିହାର ରାଜନୀତି । ଘଡିକେ ଛୁଟୁଛି ଘୋଡ଼ା । ସମସ୍ତଙ୍କ ନଜର ଏବେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଉପରେ । ତେବେ ନିର୍ବାଚନ ଆସିଲେ ନୀତୀଶଙ୍କ ମେଂଟ ପରିବର୍ତନ ଏକ ନିୟମିତ ଅଭ୍ୟାସ କହିଲେ କିଛି ଭୁଲ ହେବନି । ପୂର୍ବରୁ ଏମିତି ଅନେକ ନଜିର ରହିଛି । ଯେଉଁଠି ସୁଶାସନ ବାବୁ…

ଆରଜେଡି-ଜେଡିୟୁ ବିବାଦ ଭିତରେ ଭାଇରାଲ ହେଉଛି ବିହାର ରାଜଭବନର ଭିଡିଓ: ତେଜସ୍ୱୀ ଯାଦବଙ୍କ ଚୌକିରୁ ଷ୍ଟିକର କାଢ଼ି ବସିଲେ…

କନକ ବ୍ୟୁରୋ: ବିହାର ସରଗରମ ରାଜନୀତି ଭିତରେ ସାମ୍ନାକୁ ଆସିଛି ରୋଚକ ଦୃଶ୍ୟ । ସାଧାରଣତନ୍ତ୍ର ଦିବସରେ ନୀତୀଶ କୁମାର ରାଜଭବନରେ ଆୟୋଜିତ କାର୍ଯକ୍ରମରେ ପହଁଚିଥିଲେ । ତେବେ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କୁ ଦେଖିବାକୁ ମିଳିନଥିଲା । ଏହି ସମୟରେ ଆସି ପହଁଚିଥିଲେ ମନ୍ତ୍ରୀ ଅଶୋକ ଚୌଧୁରୀ…

ବିହାରରେ ଘଡିକେ ଛୁଟୁଛି ଘୋଡ଼ା: କୌଣସି ସମୟରେ ବଦଳିପାରେ ରାଜ୍ୟରାଜନୀତି ରୂପରେଖ

କନକ ବ୍ୟୁରୋ: ବିହାରରେ କିଛିଦିନ ହେବ ଚାଲିଥିବା ରାଜନୈତିକ ହଟଚମଟ ଏବେ ଶୀର୍ଷରେ ପହଁଚିଛି । ଆଶଙ୍କା କରାଯାଉଛି, ପୁଣିଥରେ ମହାଗଠବନ୍ଧନରୁ ଓହରି ଯାଇପାରନ୍ତି ଜେଡିୟୁ ମୁଖ୍ୟ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ଆରଜେଡି, କଂଗ୍ରେସର ହାତଛାଡି ବିଜେପି ସହ ମିଶି କ୍ଷମତାରେ…