Daily Archives

January 20, 2024

ସାନିଆଙ୍କ ସହ ବିବାହ ବିଛେଦ ଚର୍ଚ୍ଚା ଭିତରେ ପୁଣି ଥରେ ବିବାହ କଲେ ସୋଏବ ମଲ୍ଲିକ । ପାକ୍ ଅଭିନେତ୍ରୀ ସନା ଜାଭେଦଙ୍କ…

କନକ ବ୍ୟୁରୋ : ପୂର୍ବତନ ଟେନିସ ତାରକା ସାନିଆ ମୀର୍ଜା ଓ ତାଙ୍କ ପାକିସ୍ତାନୀ ସ୍ୱାମୀ ସୋଏବ ମଲ୍ଲିକଙ୍କ ମଧ୍ୟରେ ବିବାହ ବିଛେଦ ଚର୍ଚ୍ଚା ଭିତରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ପୁଣି ଥରେ ବିବାହ କରିଛନ୍ତି ପାକିସ୍ତାନର ପୂର୍ବତନ କ୍ରିକେଟର ସାଏବ ମଲ୍ଲିକ । ସୋଏବ ପାକିସ୍ତାନର ଅଭିନେତ୍ରୀ…

ମଣିପୁର ଅଶାନ୍ତି ପରେ ବଢ଼ିଲା ଚିନ୍ତା । ମିଆଁମାର ସହ ସୀମାରେ ଲାଗିବ ତାରବାଡ,ଭାରତ ଭିତରକୁ ମିଆଁମାର ବିଦ୍ରୋହୀ…

କନକ ବ୍ୟୁରୋ : ଅନୁପ୍ରବେଶ ରୋକିବାକୁ ଭାରତ-ମିଆଁମାର ଓ ଭାରତ-ବାଂଲାଦେଶ ସୀମାରେ ବଢ଼ାଯିବ ସୁରକ୍ଷା ବ୍ୟବସ୍ଥା । ବିଶେଷକରି ମିଆଁମାର ପଟୁ ଅନୁପ୍ରବେଶ ବଢ଼ୁଥିବାରୁ ଚିନ୍ତା ବଢ଼ୁଛି, ଏହାକୁ ନେଇ ସତର୍କ ହେବା ସହ ପଦକ୍ଷେପ ନେବାକୁ ସ୍ଥିର କରିଛି କେନ୍ଦ୍ର ସରକାର । ଭାରତ ଓ ମିଆଁମାର ସୀମାରେ…

ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଇଡିର ପଚରାଉଚରା । ସରକାରୀ ବାସଭବନକୁ ଯାଇ ବୟାନ ରେକର୍ଡ କଲେ ପ୍ରବର୍ତନ…

କନକ ବ୍ୟୁରୋ : ଜମି ଦୁର୍ନୀତି ମାମଲାରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ପଚରାଉଚରା କରିଛି ଇଡି । ହେମନ୍ତଙ୍କ ବାସଭବନରେ ପହଂଚି ପ୍ରବର୍ତନ ନିର୍ଦ୍ଦେଶାଳୟର ଅଧିକାରୀମାନେ ତାଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିଛନ୍ତି ଓ ହେମନ୍ତ ଏହାର ଉତର ରଖିଛନ୍ତି । ହାଜର ହେବା ପୂର୍ବରୁ ଇଡି…

ଆସାମ ତେଜପୁରରେ ମନ୍ଦିର ସଫେଇ କଲେ ଗୃହମନ୍ତ୍ରୀ ଅମିତ ଶାହା । ହାଇଦ୍ରାବାଦ ହନୁମାନ ମନ୍ଦିରରେ ପୂଜାର୍ଚ୍ଚନା ପରେ…

କନକ ବ୍ୟୁରୋ : ନେତାଙ୍କ ମନ୍ଦିର ସଫେଇ । ପ୍ରଧାନମନ୍ତ୍ରୀ ମୋଦୀ ମନ୍ଦିରରେ ସଫେଇ କରିବା ପରେ ବିଜେପିର ଅନ୍ୟ ନେତାମାନେ ଏହାକୁ ଅନୁସରଣ କରୁଛନ୍ତି ଓ ବିଭିନ୍ନ ମନ୍ଦିରରେ ସଫେଇ କରୁଛନ୍ତି । ମନ୍ଦିର ସଫେଇ ଅଭିଯାନରେ ସାମିଲ ହୋଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା । ଆସାମ ତେଜପୁର…

ରାମଲାଲାଙ୍କ ପାଇଁ ଅଯୋଧ୍ୟାରେ ପହଂଚୁଛି ଦେଶର କୋଣ ଅନୁକୋଣରୁ ଉପହାର । ହାଇଦ୍ରାବାଦରୁ ଗଲା ଏକ ଟନ୍ ଲଡୁ, ଛତିଶଗଡ଼ରୁ…

କନକ ବ୍ୟୁରୋ : ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ପ୍ରଭୁ ଶ୍ରୀରାମଙ୍କ ପାଖରେ ଲାଗିହେବ ମିଠାକୋଳି । ତ୍ରେତୟା ଯୁଗରେ ପ୍ରଭୁ ଶ୍ରୀରାମ ସାନଭାଇ ଲକ୍ଷ୍ମଣଙ୍କ ସହ ବୃଦ୍ଧା ଶବରୀର ଆତିଥ୍ୟ ଗ୍ରହଣ କରି ମିଠା କୋଲି ଖାଇଥିଲେ । ଏହି ସ୍ମୃତିକୁ ଉଜାଗର ଉଦେଶ୍ୟରେ ଛତିଶଗଡ଼ର ଶିବରିନାରାୟଣ ଧାମରୁ…

ରାମଲାଲାଙ୍କ ଭାଇରାଲ ଫଟୋକୁ ନେଇ ପ୍ରଶ୍ନ ଉଠାଇଲେ ମନ୍ଦିର ଟ୍ରଷ୍ଟ ମୁଖ୍ୟ ପୂଜକ । କହିଲେ, ପ୍ରାଣ ପ୍ରତିଷ୍ଠା ପୂର୍ବରୁ…

କନକ ବ୍ୟୁରୋ : ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଭାଇରାଲ ହୋଇଥିବା ଫଟୋକୁ ନେଇ ବିବାଦ ଦେଖାଦେଇଛି । ଯାହାକୁ ନେଇ ଆପତ୍ତି ଉଠାଇଛନ୍ତି ରାମମନ୍ଦିର ଟ୍ରଷ୍ଟର ମୁଖ୍ୟ ପୂଜକ । ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ ଅଭିଯୋଗ କରିଛନ୍ତି, ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଫଟୋ ସାର୍ବଜନୀନ…