Daily Archives

January 14, 2024

ୟୁଟ୍ୟୁବ୍ ଦେଖାଇଲା ରୋଜଗାରର ରାସ୍ତା । ବାୟୋଫ୍ଲକ ପଦ୍ଧତିରେ ମାଛ ଚାଷ କରି ସ୍ୱାବଲମ୍ବୀ ଭୀମସେନ ।

କନକ ବ୍ୟୁରୋ; ୟୁଟ୍ୟୁବ୍ ଦେଖାଇଲା ରୋଜଗାରର ରାସ୍ତା । ବାୟୋଫ୍ଲକ ପଦ୍ଧତିରେ ମାଛ ଚାଷ କରି ଭଲ ରୋଜଗାରର ଆଶା ରଖିଛନ୍ତି ଗଞ୍ଜାମ କର୍ପୁର ନୂଅ ଗାଁର ଭୀମସେନ ଦଳାଇ । ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନାରେ ରୁଣ ନେଇ ସେ ଏହି ଚାଷ ଆରମ୍ଭ କରିଛନ୍ତି । ଏଥିପାଇଁ ସେ ଭୁବନେଶ୍ୱରରେ ତାଲିମ…

କୋରାପୁଟରେ କଫି ଚାଷ ଭଳି ସଫଳ ହେବ ଟସର ଚାଷ । ଉପକୃତ ହେବେ ସ୍ଥାନୀୟ ଅଞ୍ଚଳର ଚାଷୀ ।

କନକ ବ୍ୟୁରୋ: ରେଶମ ଏକ ପୋକରୁ ବାହାରୁ ଥିବା ସୁତା । ଏହା ଦେଖିବାକୁ ଯେତିକି ସୁନ୍ଦର ଏଥିରୁ ତିଆରି ହୋଇଥିବା ବସ୍ତ୍ର ତା ଠାରୁ ଅଧିକା ସୁନ୍ଦର । ଅନ୍ୟ ଚାଷ ଭଳି ରେଶମ ଚାଷ କରି ଲାଭବାନ ହେଉଛନ୍ତି ଚାଷୀ । କୋରାପୁଟ ଜିଲ୍ଳାରେ ଏହି ଚାଷ ପାଇଁ ଉତ୍ତମ ଜଳବାୟୁ ଥିବା ବେଳେ ଏହି ଚାଷ ପ୍ରତି…

ଚର୍ଚ୍ଚାରେ କେନ୍ଦ୍ରାପଡ଼ାର ‘ଆମ୍ବ ମଣିଷ’ । କରୋନା ମହାମାରୀ ସମୟରେ ଗାଁକୁ ଫେରି ଲଗାଇଛନ୍ତି ୫୦ ଲକ୍ଷ ଆମ୍ବ ଗଛ

କନକ ବ୍ୟୁରୋ: ଚର୍ଚ୍ଚାରେ କେନ୍ଦ୍ରାପଡ଼ାର ମ୍ୟାଙ୍ଗୋ ମ୍ୟାନ୍ । ସବୁଜ ପରିବେଶ ସୃଷ୍ଟି କରିବା ଲକ୍ଷ୍ୟରେ ନିଜେ ଗଛ ଲଗାଇବା ସହ ଅନ୍ୟମାନଙ୍କୁ ଗଛ ଲଗେଇବାର ବାର୍ତା ଦେଉଛନ୍ତି ପଟ୍ଟାମୁଣ୍ଡାଇ ବ୍ଲକ ଅରଡ଼ପଲ୍ଲି ପଞ୍ଚାୟତର ଶୁଭବ୍ରତ ରାୟ । କରୋନା ମହାମାରୀ ସମୟରେ ବାହାର ରାଜ୍ୟରେ ରହି କାମ…

ପେସା ଶିକ୍ଷକତା, ହେଲେ ନିଶା ପାଲଟିଛି ଚାଷ । ଘରୋଇ ଶିକ୍ଷାନୁଷ୍ଠାନରେ ଚାକିରି କରିବା ସହ ବହୁମୁଖୀ ଚାଷ କରୁଛନ୍ତି…

କନକ ବ୍ୟୁରୋ: କୁହାଯାଏ କଠିନ ପରିଶ୍ରମ ଓ ଦୃଢ଼ ଆତ୍ମବିଶ୍ୱାସ ମଣିଷକୁ ସଫଳତା ଦେଇଥାଏ । ଯାହାର ଉଦାହରଣ ହେଉଛନ୍ତି ଯାଜପୁର ଜିଲ୍ଲା ଦାନଗଦି ବ୍ଲକ ସୁଲିଆ ଗାଁର କାଇମନୀ ମହାନ୍ତ । ଉଚ୍ଚଶିକ୍ଷା ପରେ ଏକ ଘରୋଇ ସ୍କୁଲରେ ଶିକ୍ଷକତା କରିବା ସହ ବାଡ଼ିରେ କରିଛନ୍ତି ବହୁମୁଖୀ ଚାଷ । ତେବେ ଚାଷରୁ…

ବାଉଁଶରେ ତିଆରି ହେଉଛି ସୁନ୍ଦର ସୁନ୍ଦର ହସ୍ତକଳା । କତା ଓ ବାଉଁଶରେ ଘରସଜ୍ଜା ସାମଗ୍ରୀ ତିଆରି କରୁଛନ୍ତି ମହାବୀର…

କନକ ବ୍ୟୁରୋ: ବାଉଁଶରେ ତିଆରି ହେଉଛି ସୁନ୍ଦର ସୁନ୍ଦର ଘରସଜ୍ଜା ସାମଗ୍ରୀ । ଆକର୍ଷଣୀୟ ଫୁଲତୋଡ଼ା, ଫୁଲଦାନୀ, ପେନ ଷ୍ଟାଣ୍ଡ, ୱାଲ ହ୍ୟାଙ୍ଗିଙ୍ଗ ଭଳି ଜିନିଷ ତିଆରି କରୁଛନ୍ତି ମହିଳା । ସେହିପରି ଘରେ ବ୍ୟବହାର ହେଉଥିବା ଝୁଡ଼ି, ଟୋକେଇ, କୁଲା, ଫୁଲ ଚାଙ୍ଗୁଡ଼ି ସାମଗ୍ର୍ରୀ ପ୍ରସ୍ତୁତ କରୁଛନ୍ତି…

ପେସା ଅଧ୍ୟାପକ, କାମ ଠକେଇ: ନକଲି ଭିଜିଲାନ୍ସ ଅଧିକାରୀ କହି ଠିକାଦାରଙ୍କୁ ଲଗାଇଲେ ଚୂନ

କନକ ବ୍ୟୁରୋ: ପେଶା ଅଧ୍ୟାପକ । କିନ୍ତୁ ନିଶା ପରକୁ ଚୂନା ଲଗେଇବା । ଠିକାଦାରଙ୍କୁ ଠକେଇ ଅଭିଯୋଗରେ ଗିରଫ ହୋଇଛନ୍ତି ଅଧ୍ୟାପକ । ନକଲି ଭିଜିଲାନ୍ସ ଅଧିକାରୀ ହୋଇ ଲୋକଙ୍କୁ ଭୂଆଁ ବୁଲାଉଥିଲେ ଅଧ୍ୟାପକ ମନୋଜ ମାଝୀ । ନିଜକୁ ଭିଜିଲାନ୍ସ ଏସପିର ପରିଚୟ ଦେଇ ୭ ଲକ୍ଷ ୭୦ ହଜାର ଟଂକା ଚୁନା ଲଗାଇ…