Daily Archives

January 21, 2024

ସେତୁ ଯୋଜନାରେ ବାଲିମେଳା ଜଳଭଣ୍ଡାରରେ ଜାଆଁଳ ଛାଡ଼ୁଛି ପ୍ରଶାସନ । ଜଳଭଣ୍ଡାରରୁ ମାଛ ବିକ୍ରି କରି ସ୍ୱାବଲମ୍ବୀ…

କନକ ବ୍ୟୁରୋ : ଚିତ୍ରକୋଣ୍ଡା ଅଚଂଳରେ ଏବେ ବାଲିମେଳା ଜଳଭଣ୍ଡାର ମତ୍ସ୍ୟଜୀବୀଙ୍କୁ ଯୋଗାଉଛି ରୋଜଗାର । ସେତୁ ଯୋଜନାରେ ସରକାରଙ୍କ ତରଫରୁ ୨୦୧୮ ମସିହାରୁ ବାଲିମେଳା ଜଳ ଭଣ୍ଡାରରେ ମାଛ ଜାଆଁଳ ଛଡ଼ାଯାଉଛି । ଆଉ ମତ୍ସ୍ୟଜୀବି ମାନେ ଏଠାରୁ ମାଛ ମାରି ବଜାରରେ ବିକ୍ରି କରି ରୋଜଗାରକ୍ଷମ…

କଳାମୁଗୁନି ପଥରରେ ତିଆରି ହେଉଛି ଶିଳ, ଘୋରଣା ଓ ପେଶଣା । ସ୍ଥାନୀୟ ବଜାରରେ ବିକ୍ରି କରି ଲାଭବାନ ହେଉଛନ୍ତି ଗାଁର ୩୦…

କନକ ବ୍ୟୁରୋ : ଗଞ୍ଜାମ ଜିଲ୍ଲା ବୁଗୁଡା ବ୍ଲକର ଚଢିଆପଲ୍ଲି ଗାଁ । ଗାଁରେ ରହୁଛନ୍ତିି ୩୦ ପରିବାର । ଏମାନେ ପୁରୁଷ ପୁରୁଷ ଧରି ପଥରରେ ନିର୍ମାଣ କରୁଛନ୍ତି ଘରକରଣା ସାମଗ୍ରୀ । ବୁଗୁଡା ସହର ଠାରୁ ମାତ୍ର ୩ କିମି ଦୂର ଚଢିଆପଲ୍ଲି ଗାଁ ଲୋକେ ପାହାଡରେ ଥିବା କଳାମୁଗୁନି ପଥରରୁ ଶିଳ, ଘୋରଣା,…

କନ୍ଧମାଳରେ ସଫଳ ହେଉଛି ଷ୍ଟ୍ରବେରୀ ଚାଷ । ୬ଟି ବ୍ଲକରେ ୩୦ ଏକର ଜମିରେ ଫଳିଛି ଲାଲ ରଙ୍ଗର ଷ୍ଟ୍ରବେରୀ

କନକ ବ୍ୟୁରୋ : ସବୁଜିମା ପରିବେଶରେ ହସୁଛି କ୍ଷେତ । ନୀଳ ରଙ୍ଗର ଷ୍ଟ୍ରବେରୀ ଗଛରେ ଲାଲ ରଙ୍ଗର ଫଳ ବେଶ ଆକୃଷ୍ଟ କରୁଛି । ତେବେ କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ୨୦୨୨-୨୩ରେ ପରିକ୍ଷା ମୂଳକ ଭାବେ ଆରମ୍ଭ କରାଯାଇଥିବା ଏହି ଚାଷ ଏବେ ସଫଳ ହୋଇଛି । କନ୍ଧମାଳର ମାଟି, ପାଣି ଓ ପବନ ଷ୍ଟ୍ରବେରୀ…

ବଜାରରେ ବଢ଼ୁଛି ପତ୍ର ପ୍ଲେଟର ଚାହିଦା । ବାଲେଶ୍ୱର ବାଇଗଣଡିଆ ଗାଁ ଲୋକଙ୍କ ରୋଜଗାରର ମାଧ୍ୟମ ପାଲଟିଛି ଶାଳପତ୍ର ସିଲେଇ…

କନକ ବ୍ୟୁରୋ : ରୋଜଗାରର ମାଧ୍ୟମ ସାଜିଛି ଶାଳପତ୍ର ସିଲେଇ ଓ ଠୁଙ୍ଗା ତିଆରି । ଏହି କାମ କରି ଗୁଜୁରାଣ ମେଂଟାଉଛନ୍ତି ଗ୍ରାମର ୮୦ ଭାଗ ଲୋକ । ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ବରୁଣଗଡିଆ ପଂଚାୟତର ବାଇଗଣଡିଆ ଗାଁ । ଗାଁର ଅଧିକାଂଶ ଲୋକ ଚାଷ କାମ କରି ପରିବାର ପ୍ରତିପୋଷଣ କରିଥାନ୍ତି । ଗତ…

ଜୈବିକ ପଦ୍ଧତିରେ ଛତୁ ଚାଷ କରି ଚର୍ଚ୍ଚାରେ ବାଲେଶ୍ୱରର କୃଷି ଗବେଷକ ବିନୟ କୁମାର । ମାସକୁ ମିଳୁଛି ଲକ୍ଷାଧିକ ଟଙ୍କା

କନକ ବ୍ୟୁରୋ : ଚାକିରି ପଛରେ ନଗୋଡ଼ାଇ ନିଜ ଜମିରେ ଛତୁ ଚାଷ କରି ସ୍ୱାବଲମ୍ବୀ ହୋଇଛନ୍ତି ଜଣେ ଯୁବ ବୈଜ୍ଞାନିକ । ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ରୁଣ ନେଇ ଧଳା ବଟନ ଛତୁ ଚାଷ କରି ମାସକୁ ରୋଜଗାର କରୁଛନ୍ତି ଲକ୍ଷାଧିକ ଟଙ୍କା । ବାଲେଶ୍ୱର ଔପଦା ବ୍ଲକ ତଳକିଆ ଗାଁର ଯୁବ ବୈଜ୍ଞାନିକ…

ଅଯୋଧ୍ୟା ପରି ନୟାଗଡ ଫତେଗଡ ଗାଁରେ ବି ହେବ ରାମ ମନ୍ଦିର ପ୍ରତିଷ୍ଠା: ୧୬ ଶହ ଫୁଟ ଉଚ୍ଚ ପାହାଡ ଉପରେ ପ୍ରଭୁ…

କନକ ବ୍ୟୁରୋ: ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ଓ ବିଗ୍ରହ ସ୍ଥାପନ ନେଇ ସାରା ଦେଶରେ ଉତ୍ସବର ମାହୋଲ ରହିଥିବା ବେଳେ ନୟାଗଡ ଜିଲ୍ଲା ଫତେଗଡରେ ବି ସୃଷ୍ଟି ହୋଇଛି ଆଧାତ୍ମିକ ପରିବେଶ । ଫତେଗଡ ଗାଁ ନିକଟ ପାହାଡ ଉପରେ ନିର୍ମାଣ ହୋଇଛି ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର । ଗତ ୧୭ ତାରିଖରୁ…