Daily Archives

January 16, 2024

ଦେଶରୁ ଦୂର ହେଉଛି ଦାରିଦ୍ର୍ୟ: ନୀତି ଆୟୋଗ ରିପୋର୍ଟ, ଦାରିଦ୍ର୍ୟ ଅନୁପାତ ୨୦୧୩-୧୪ରେ ୨୯.୧୭% ଥିବାବେଳେ ୨୦୨୨-୨୩ରେ…

କନକ ବ୍ୟୁରୋ: ଦେଶରେ ଦୂର ହେଉଛି ଦାରିଦ୍ର୍ୟ । ଗତ ୯ ବର୍ଷରେ ୨୪ କୋଟି ୮୨ ଲକ୍ଷ ଲୋକ ବହୁମୁଖୀ ଦାରିଦ୍ର୍ୟରୁ ମୁକ୍ତି ପାଇଛନ୍ତି । ‘୨୦୦୫-୦୬ରୁ ଭାରତରେ ବହୁମୁଖୀ ଦାରିଦ୍ର୍ୟ ’ଶୀର୍ଷକ ନୀତି ଆୟୋଗର ଆଲୋଚନା ପତ୍ରରୁ ଏହା ଜଣାପଡ଼ିଛି । ନୀତି ଆୟୋଗର ସିଇଓ ଶ୍ରୀ ବି.ଭି.ଆର ସୁବ୍ରମଣ୍ୟମଙ୍କ…

ଆଜିଠୁ ଆରମ୍ଭ ରାମଲାଲା ପ୍ରାକ ପ୍ରତିଷ୍ଠା ରୀତିନୀତି: ୧୮ରେ ଗର୍ଭଗୃହରେ ରାମଲାଲାଙ୍କ ପ୍ରତିମା ସ୍ଥାପନ, ୨୨ରେ ପ୍ରାଣ…

କନକ ବ୍ୟୁରୋ: ଅଯୋଧ୍ୟାରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହକୁ ଆଉ ମାତ୍ର ୬ଦିନ । ଆଜିଠୁ ବିଜ୍ଞ ପଣ୍ଡିତଙ୍କ ମନ୍ତ୍ରଧ୍ୱନି ଏବଂ ପୂଜାର୍ଚ୍ଚନା ମଧ୍ୟରେ ପ୍ରାଣ ପ୍ରତିଷ୍ଠାର ପ୍ରାକ ପୂଜାବିଧି ଆରମ୍ଭ ହୋଇଛି । ୧୮ତାରିଖରେ ଗର୍ଭଗୃହରେ ସ୍ଥାପନ ହେବ ରାମଲାଲାଙ୍କ ପ୍ରତିମୂର୍ତି,…

ରାମଭକ୍ତିରେ ମଗ୍ନ ପ୍ରଧାନମନ୍ତ୍ରୀ ମୋଦୀ: ଆନ୍ଧ୍ରପ୍ରଦେଶରେ ବୀରଭଦ୍ର ମନ୍ଦିରରେ କଲେ ସ୍ୱତନ୍ତ୍ର ପୂଜା ପାଠ ସହ ଆଳତୀ

କନକ ବ୍ୟୁରୋ: ଭିନ୍ନ ମୁଦ୍ରାରେ ନଜର ଆସିଲେ ପ୍ରଧାନମନ୍ତ୍ରୀ । ରାମଙ୍କ ଭକ୍ତିରେ ମଗ୍ନ ହେଲେ ମୋଦୀ । ଧ୍ୟାନମୁଦ୍ରାରେ ବସିଲେ । ରାମଭଜନ ଗାଇଲେ । ମଙ୍ଗଳବାର ଏଭଳି କିଛି ଦେଖିବାକୁ ମିଳିଛି ଆନ୍ଧ୍ରପ୍ରଦେଶ ବୀରଭଦ୍ର ମନ୍ଦିରରେ । ଅଯୋଧ୍ୟ ମନ୍ଦିରର ପ୍ରାଣପ୍ରତିଷ୍ଠା ପୂର୍ବରୁ ପ୍ରଧାନମନ୍ତ୍ରୀ…

ଭାରତ ଆସିବେ ବ୍ରିଟେନରେ ଲୁଚିଥିବା ପଳାତକ: ୟୁକେ ଯିବ ସିବିଆଇ, ଇଡି ଏବଂ ଏନଆଇଏ ଟିମ

କନକ ବ୍ୟୁରୋ: ଭାରତ ଆସିବେ ବ୍ରିଟେନରେ ଲୁଚିଥିବା ପଳାତକ । ୟୁକେ ଯିବ ସିବିଆଇ, ଇଡି ଏବଂ ଏନଆଇଏ । ଦେଶର ଏହି ତିନି ତଦନ୍ତକାରୀ ସଂସ୍ଥାର ଉଚ୍ଚ ସ୍ତରୀୟ ଟିମ୍ ୟୁକେ ଯିବାକୁ ଆରମ୍ଭ ହୋଇଛି ପ୍ରସ୍ତୁତି । ୟୁକେରେ ଏବେ ହୀରା ବ୍ୟବସାୟୀ ନିରବ ମୋଦି, କିଙ୍ଗଫିସର ଏୟାରଲନସର ପ୍ରମୋଟର ବିଜୟ…

ବିମାନ ଉଡ଼ାଣରେ କୁହୁଡି କାଳ: ଦିଲ୍ଲୀ ବଦଳରେ ମୁମ୍ବାଇରେ ଅବତରଣକୁ ନେଇ ତାତିଲେ ଯାତ୍ରୀ

କନକ ବ୍ୟୁରୋ: ଟିକେ ନଜର ପକାନ୍ତୁ ଏହି ଦୃଶ୍ୟ ଉପରେ । ଯେଉଁ ରନୱେରେ ପହଁଚିବା ପୂର୍ବରୁ କଡ଼ା ସୁରକ୍ଷା, ତନ୍ନତନ୍ନ ଯାଂଚ କରାଯାଏ । ଏପରିକି ପକ୍ଷୀଟିଏ ନଜର ଆସିଲେ ବି ସୁରକ୍ଷାକୁ ଦ୍ୱିଗୁଣା କରାଯାଏ ସେଠାରେ କିଭଳି ଯାତ୍ରୀଙ୍କ ମେଳି ହୋଇଛି । ଅଧରାତିରେ ଟାରମାକ ବା ଯେଉଁଠି ବିମାନରେ ପାକିଂ…

ନାଗାଲାଣ୍ଡରେ ଭାରତ ଯୋଡ଼ ନ୍ୟାୟ ଯାତ୍ରା: କୋହିମାରେ ରାହୁଲଙ୍କ ଜନସଭା, ମଂଚରୁ ମୋଦୀଙ୍କୁ କଲେ ଟାର୍ଗେଟ

କନକ ବ୍ୟୁରୋ: ଜାନୁଆରୀ ୧୪ ତାରିଖରୁ କଂଗ୍ରେସ ଆରମ୍ଭ ହୋଇଥିବା ଭାରତ ଯୋଡ଼ ନ୍ୟାୟଯାତ୍ରା ୧୬ ତାରିଖରେ ତୃତୀୟ ଦିନରେ ପହଁଚିଛି । ଦଳୀୟକର୍ମୀ, ନେତାଙ୍କୁ ନେଇ ରାହୁଲ ମଙ୍ଗଳବାର କୋହିମାରେ ପହଁଚିଛନ୍ତି । ଏଠାରେ ପହଁଚିବାପରେ ସ୍ଥାନୀୟ ଲୋକଙ୍କୁ ଭେଟି ଅଭିବାଦନ ଗ୍ରହଣ କରିଛନ୍ତି ରାହୁଲ ।…