Daily Archives

January 6, 2024

ଜାନୁଆରୀ ୨୭ରେ ହେବ ସମଲେଇ ପ୍ରକଳ୍ପର ଲୋକାର୍ପଣ । ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କଲେ ଟ୍ରଷ୍ଟ ବୋର୍ଡ ଓ ସେବାୟତଗଣ

କନକ ବ୍ୟୁରୋ : ପଶ୍ଚିମ ଓଡିଶାର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ବରୀ ପୀଠର ଚାଲିଛି ରୂପାନ୍ତରଣ। ଆଗାମୀ ୨୭ ତାରିଖରେ ହେବ ପ୍ରକଳ୍ପର ଲୋକାର୍ପଣ।ଏହି ପରିପ୍ରେକ୍ଷୀରେ ଆଜି ମନ୍ଦିର ଟ୍ରଷ୍ଟ ବୋର୍ଡର ସଦସ୍ୟ, ସଭାପତି ଓ ପୂଜାରୀ ମାନେ ନବୀନ ନିବାସ ଆସି ମଙ୍ଗଳାଷ୍ଟକ ଗାନ ମଧ୍ୟରେ ମୁଖ୍ୟମନ୍ତ୍ରୀ…

ପଦାରେ ପଡିଲା ଇଣ୍ଡିଆ ମେଂଟଫାଟ । ଆସନ ଭାଗବଂଟା ପ୍ରସଙ୍ଗରେ ମୁହଁ ମୋଡ଼ି ଦେଲା ଜେଡିୟୁ

କନକ ବ୍ୟୁରୋ : ୨୦୨୪ ସାଧାରଣ ନିର୍ବାଚନ ସମୟ ପାଖେଇ ପାଖେଇ ଆସୁଛି । ଏହାସହ ରାଜନୈତିକ ଉଷ୍ମତା ବଢ଼ୁଛି । ବିଜେପି ଓ ମୋଦୀଙ୍କୁ ପୁଣି ଥରେ ଗାଦି ଦଖଲରୁ ଅଟକାଇବାକୁ ରଣନୀତି ପ୍ରସ୍ତୁତ କରୁଛନ୍ତି ବିରୋଧୀ ଇଣ୍ଡିଆ ମେଂଟ । ହେଲେ ଏହି ମେଂଟରେ ଏବେ ଭିତିରି କନ୍ଦଳ ପଦାରେ ପଡ଼ିଲାଣି । କାରଣ ଦଳର…

ମଝି ସମୁଦ୍ରରେ ଭାରତୀୟ ନୌସେନାର ପରାକ୍ରମ । ଆରବସାଗରରେ ‘ମାର୍କୋସ କମାଣ୍ଡୋ’ଙ୍କ କମାଲ

କନକ ବ୍ୟୁରୋ : ପୁଣି ଥରେ ପରାକ୍ରମ ଦେଖାଇଛି ଭାରତୀୟ ସେନା । ମଝି ସମୁଦ୍ରରେ ଅପହରଣକାରୀଙ୍କ କବଳରୁ ୧୫ଜଣ ଭାରତୀୟଙ୍କ ସମେତ ୨୧ଜଣ କ୍ରିୟୁ ସଦସ୍ୟଙ୍କୁ ସୁରକ୍ଷିତ ଉଦ୍ଧାର କରିପାରିଛି ନୌସେନା । ବଳ, ବୁଦ୍ଧି ଖଟାଇ ଜଳଦସ୍ୟୁଙ୍କ କବଳରୁ ୨୧ଜଣଙ୍କୁ ରକ୍ଷା କରିବା ପରେ ଏବେ ସବୁଠି ଭାରତୀୟ…

ହଲିଉଡରୁ ଆସିଲା ଦୁଃଖଦ ଖବର । ବିମାନ ଦୁର୍ଘଟଣାରେ ଦୁଇ ଝିଅ, ପାଇଲଟ ସହ ପ୍ରାଣ ହରାଇଲେ ଅଭିନେତା ଖ୍ରୀଷ୍ଟିଆନ ଓଲିଭର

କନକ ବ୍ୟୁରୋ : ବିମାନ ଦୁର୍ଘଟଣାରେ ହଲିଉଡ ଅଭିନେତା କ୍ରିଷ୍ଟିଆନ ଓଲିଭରଙ୍କ ସହ ତାଙ୍କର ଦୁଇ ଝିଅ ଏବଂ ପାଇଲଟଙ୍କ ମୃତ୍ୟୁ ହୋଇଛି । କ୍ରିଷ୍ଟିଆନଙ୍କ ବିମାନ ଉଡାଣ ଭରିବାର କିଛି ସମୟ ପରେ କାରିବେନ ସାଗରରେ ପଡିଯାଇଥିଲା । ଗୋଟିଏ ଇଞ୍ଜିନ ଥିବା ଏକ ଘରୋଇ ବିମାନରେ ଯାଉଥିବା ବେଳେ ଦୁର୍ଘଟଣା…

ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ସ୍ଥଗିତ । ଆନ୍ଦୋଳନରୁ ଓହରିବା ପାଇଁ ଆହ୍ୱାନ ଦେଲେ ରାଜ୍ୟ ଡ୍ରାଇଭର…

କନକ ବ୍ୟୁରୋ: ରାଜ୍ୟରେ ସ୍ଥଗିତ ରହିବ ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ । ଆନ୍ଦୋଳନରୁ ଓହରିବା ପାଇଁ ଆହ୍ୱାନ ଦେଇଛି ରାଜ୍ୟ ଡ୍ରାଇଭର ମହାସଂଘ । ମହାସଂଘ ସଭାପତି ପ୍ରଶାନ୍ତ ମେଣ୍ଡୁଲି କହିଛନ୍ତି, ରାଜ୍ୟ ସରକାରଙ୍କ ସହ ଆଲୋଚନା ସଫଳ ହୋଇଛି । ସରକାର ଡ୍ରାଇଭରଙ୍କ ଦାବି ପୂରଣ କରିଛନ୍ତି ।…

ଆଲାକ୍ସା ଏୟାରଲାଇନ୍ସ ବୋଇଂ ବିମାନରେ ଅଘଟଣ । ଉଡାଣର କିଛି ସମୟ ପରେ ଉଡିଗଲା ବିମାନ ଝରକା

କନକ ବ୍ୟୁରୋ : ପଶ୍ଚିମ ଆମେରିକାର ପୋର୍ଟଲାଣ୍ଡର ଆର୍ନ୍ତଜାତୀୟ ବିମାନ ବନ୍ଦରରୁ ଶୁକ୍ରବାର ସନ୍ଧ୍ୟାରେ ଆଲସକା ଏୟାରଲାଇନ୍ସ ବିମାନ ବୋଇଙ୍ଗ୍ ୭୩୭ ମାକ୍ସ-୯ ଉଡାଣ ଭରିଥିଲା । ଏହି ବିମାନଟି ଆମେରିକାର କାର୍ଲିଫର୍ଣ୍ଣିଆର ଓଂଟାରିଓ ଯିବାର ଥିଲା । କିନ୍ତୁ ବିମାନ ଉଡାଣ ଭରିବାର ଗୋଟିଏ ମିନିଟ୍…