Daily Archives

November 16, 2023

ଶୁକ୍ରବାର ମଧ୍ୟପ୍ରଦେଶର ଭାଗ୍ୟ ପରୀକ୍ଷା । ୨୩୦ ବିଧାନସଭା ଆସନ ପାଇଁ ଗୋଟିଏ ପର୍ଯ୍ୟାୟରେ ପଡିବ ଭୋଟ

କନକ ବ୍ୟୁରୋ : ୫ରାଜ୍ୟର ବିଧାନସଭା ମାହୋଲ ଧୀରେ ଧୀରେ ଉଷ୍ମ ହେବାରେ ଲାଗିଛି । ଶୁକ୍ରବାର ମଧ୍ୟପ୍ରଦେଶରେ ପଡିବ ପ୍ରଥମ ତଥା ଗୋଟିଏ ପର୍ଯ୍ୟାୟରେ ଭୋଟ । ଏଥିସହ ଛତିଶଗଡରେ ମଧ୍ୟ ୨ୟ ପଯ୍ୟାୟ ପାଇଁ ଭୋଟ ପଡିବ । ମଧ୍ୟପ୍ରଦେଶରେ ମୋଟ ୨୩୦ ବିଧାନସଭା ଆସନ ପାଇଁ ଗୋଟିଏ ପର୍ଯ୍ୟାୟରେ ଭୋଟ ପଡିବ ।…

ରାଜସ୍ଥାନ ନିର୍ବାଚନ ପାଇଁ ବିଜେପିର ପ୍ରତିଶ୍ରୁତି ବର୍ଷା । ଫୋକସରେ ମହିଳା, ପିଜିରୁ କେଜି ଯାଏଁ ମାଗଣା ଶିକ୍ଷା

କନକ ବ୍ୟୁରୋ : ରାଜସ୍ଥାନ ବିଜେପିର ନିର୍ବାଚନୀ ଇସ୍ତାହାର ଜାରି । ବିଜେପି ଏଥରକ ମଧ୍ୟ ଫୋକସରେ ମହିଳା ଓ ଯୁବବର୍ଗଙ୍କୁ ରଖି ଲୋଭନୀୟ ପ୍ରତିଶୁତି ଦେଇଛି । କେଜିରୁ ପିଜି ଯାଏଁ ମାଗଣା ଶିକ୍ଷା । ପ୍ରତିଭାବାନ ଛାତ୍ରଛାତ୍ରୀଙ୍କୁ ଦ୍ୱାଦଶ ଶ୍ରେଣୀରେ ସ୍କୁଟି ଦିଆଯିବ । ସେପଟେ ପ୍ରଶ୍ନପତ୍ର ଲିକ…

୧୦୦ ଘଂଟା ପରେ ଉଦ୍ଧାର ହୋଇନାହାନ୍ତି ଶ୍ରମିକ: ବିଦେଶୀ ସଂସ୍ଥାର ସହାୟତା ମାଗିଲେ ସରକାର

କନକ ବ୍ୟୁରୋ: ଉତରାଖଣ୍ଡର ଉତରକାଶୀ ଟନେଲରେ ଫଶି ରହିଛନ୍ତି ଶ୍ରମିକଙ୍କୁ ଉଦ୍ଧାର ଉଦ୍ୟମ ଜାରି ରହିଛି । ୫ ଦିନ ହେଲା ୪୦ ଜଣ ଶ୍ରମିକ ଟନେଲ ଭିତରେ ଫସି ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି । ତେବେ ଟନେଲ ଭିତରେ ଥିବା ଶ୍ରମିକ ସୁରକ୍ଷିତ ଥିବା ଜଣାପଡିଛି । ଏବେ ଉଦ୍ଧାର ପାଇଁ ବିଦେଶୀ…

ଟନେଲ ଭିତରେ ଫଶିରହିଛନ୍ତି ୪୦ ଶ୍ରମିକ । ସହାୟତା ପାଇଁ ଥାଇଲ୍ୟାଣ୍ଡ, ନରୱେ ବିଶେଷଜ୍ଞ ସହ ଉତରାଖଣ୍ଡ ସରକାରଙ୍କ ଆଲୋଚନା

କନକ ବ୍ୟୁରୋ : ୫ଦିନ ଧରି ଉତ୍ତରାଖଣ୍ଡ ଉତ୍ତରକାଶୀ ଟନେଲରେ ଫଶିଛନ୍ତି ୪୦ ଶ୍ରମିକ । ଏବେ ସୁଦ୍ଧା ଉଦ୍ଧାରକାରୀ ଦଳକୁ ସଫଳତା ମିଳିପାରିନି । ୧୦୦ ଘଂଟା ବିତିଲାଣି । ଉତ୍ତରକାଶୀ ସୁଡଙ୍ଗରେ ଏବେ ବି ଫସିଛନ୍ତି ୪୦ ଜଣ ଶ୍ରମିକ । ୫ ଦିନ ହେଲାଣି ହେଲେ ଏଯାଏଁ ଶ୍ରମିକଙ୍କୁ ଉଦ୍ଧାର…

ଯୁଦ୍ଧ ଭିତରେ ଇସ୍ରାଏଲ ସେନାକୁ ବଡ ସଫଳତା । ହସ୍ପିଟାଲ ଭିତରେ ଖୋଜି ବାହାର କଲା ହମାସର ବିଶାଳ ଆଡ୍ଡା

କନକ ବ୍ୟୁରୋ : ଗାଜାର ସବୁଠୁ ବଡ ହସ୍ପିଟାଲ ଅଲଶିଫା । ଯାହା ଏବେ ମୃତ୍ୟୁର ଶଯ୍ୟା ପାଲଟିଛି । ରୋଗୀ ଓ ଶରଣାର୍ଥୀ ଯେଉଁଠି ଜୀବନ ରକ୍ଷା ପାଇଁ ପହଁଚିଥିଲେ ତାହା ଏବେ ଯୁଦ୍ଧଭୂମି ସାଜିଛି । ଇସ୍ରାଏଲ ସେନା ଓ ହମାସ ମଧ୍ୟରେ ଘମାଘୋଟ ଲଢେଇ ଚାଲିଛି । ହସ୍ପିଟାଲରେ ହମାସର ମୁଖ୍ୟାଳୟ ଥିବା ଦାବି…

ଡ୍ରଗ୍ସ ବିକୁଥିଲେ ଦାନ୍ତ ଡାକ୍ତର: ଡାକ୍ତରଙ୍କ ସମେତ ୩ ଜଣଙ୍କୁ ବାନ୍ଧିଲା ଯାଜପୁର ପୋଲିସ

କନକ ବ୍ୟୁରୋ: ଜଣେ ଦାନ୍ତ ଡାକ୍ତର ଅବୈଧ ନିଶାକାରବାରରେ ସଂପୃକ୍ତ ହେବା, ଆଉ ପୋଲିସ ହାତରେ ଧରାପଡି ଗିରଫ ହେବା ଘଟଣା ସମସ୍ତଙ୍କୁ ବିସ୍ମିତ କରିଛି । ରୋଗୀଙ୍କ ନୂଆ ଜୀବନ ଦେଉଥିବା ପେଶାରେ ଥିବା ଜଣେ ଡାକ୍ତର କେମିତି ଡ୍ରଗ୍ସ ବେପାର କରି ଯୁବପୀଢିଙ୍କୁ ନିଶାର ଗୋଲକଧନ୍ଦା ଭିତରକୁ…