Daily Archives

November 13, 2023

ଦୀପାବଳି ରାତିରେ କଳାକନା ବୁଲାଇଲେ ଲୁଟେରା: ପରିବାର ଲୋକେ ବାଣ ଫୁଟାଉଥିବାର ସୁଯୋଗ ନେଇ ଘରେ ପସି ଲୁଚି ରହିଥିଲେ ଚୋର

କନକ ବ୍ୟୁରୋ: ଦୀପାବଳୀରେ ବାଣ ଫୁଟା ଚାଲିଥିଲା ବେଳେ ଚାଲିଥିଲା ଲୁଟ୍ । ସ୍ୱାମୀ, ସ୍ତ୍ରୀ, ଓ ପୁଅ ଘର ବାହାରେ ବାଣ ଫୁଟାଉଥିଲେ । ଏହାର ସୁଯୋଗ ନେଇ ଲୁଟେରା ମାନେ ଘରେ ପଶି କଳା କନା ବୁଲାଇଥିଲେ । ଏମିତି ଅଭିଯୋଗ ଆସିଛି ଭୁବନେଶ୍ୱର କଳିଙ୍ଗନଗର ଅଂଚଳରୁ । ଅଭିଯୋଗ ଅନୁସାରେ, ପରିବାର ଲୋକେ…

ବାନ୍ଧବୀଙ୍କ ମଧ୍ୟରେ କଳି, ଗିରଫ ହେଲେ ଅଭିନେତ୍ରୀ ମୌସୁମୀ ନାୟକ: ବ୍ଲାକମେଲିଂ କରି ଟଙ୍କା ଆଦାୟ କରିବା ଅଭିଯୋଗରେ…

କନକ ବ୍ୟୁରୋ: ଗିରଫ ହେଲେ ଅଭିନେତ୍ରୀ ମୌସୁମୀ ନାୟକ । ଲେଖିକା ବନସ୍ମିତାଙ୍କ ବିରୋଧରେ ଅପପ୍ରଚାର ନେଇ ହୋଇଥିବା ଅଭିଯୋଗ ଆଧାରରେ ମୌସୁମୀଙ୍କୁ ଗିରଫ କରିଛି ପୋଲିସ । ପୂର୍ବରୁ ମୌସୁମୀ ଓ ବନସ୍ମିତା ବାନ୍ଧବୀ ଥିଲେ । କିନ୍ତୁ ଟଙ୍କା କାରବାରକୁ ନେଇ ମନୋମାଳିନ୍ୟ ହେବା ପରେ ବିବାଦ ଉପୁଜି…

ବଡ଼ ବଡୁଆ ଡାକିବାକୁ ଆସିଥିଲେ, ଶବ ହୋଇ ଫେରିଲେ: ସ୍ୱାମୀ ଆଗରେ ଚାଲିଗଲା ସ୍ତ୍ରୀଙ୍କ ଜୀବନ

କନକ ବ୍ୟୁରୋ: ଦୀପାବଳିରେ ବଡବଡୁଆ ଡାକିବାକୁ ଗଞ୍ଜାମରୁ ଲିଙ୍ଗରାଜ ଆସିଥିଲେ ସ୍ୱାମୀ-ସ୍ତ୍ରୀ । କିନ୍ତୁ ମନ୍ଦିର ଆଗରେ ଚଢିଗଲା କାର । ଏହି ଦମ୍ପତି ଲିଙ୍ଗରାଜଙ୍କ ଦର୍ଶନ ସାରି କିଣାବିକା କରୁଥିଲାଲେ । ଆଉ ହାଠତ ପଛପଟୁ ଏକ କାର ଆସି ଚଢିଯାଇଥିଲା । ଘଟଣା ସ୍ଥଳରେ ମହିଳାଙ୍କ ମୃତ୍ୟୁ…

ପଡୋଶୀ ରାଜ୍ୟରେ ଭୋଟ୍, ଓଡିଶା ସୀମାନ୍ତରେ ତାତି: ଛତିଶଗଡରେ ଓଡିଆ ନେତାଙ୍କ ପ୍ରଚାର

କନକ ବ୍ୟୁରୋ: ଛତିଶଗଡରେ ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ଜୋରଦାର ପ୍ରଚାର ଚାଲିଛି । ଆଉ ପଡୋଶୀ ରାଜ୍ୟରେ ଭୋଟ ପଡୁଥିବାବେଳେ ଏହାର ତାତି ଦେଖିବାକୁ ମିଳଛି ସୀମାନ୍ତ ନବରଙ୍ଗପୁର ଜିଲ୍ଲାର ଚନ୍ଦାହାଣ୍ଡି ବ୍ଲକରେ । ଏହି ବ୍ଲକର ଅନେକ ସୀମାନ୍ତ ଗାଁରେ ଓଡିଆ ନେତାଙ୍କୁ ଧରି…

ବଦଳିବ କି ପୁରୀ ରାଜନୀତିର ସମୀକରଣ? ମହେଶ୍ୱରଙ୍କ ପରେ କାହାକୁ ଭରସା କରିବେ ସୁପ୍ରିମୋ?

କନକ ବ୍ୟୁରୋ: ବଦଳିବ କି ପୁରୀ ରାଜନୀତିର ସମୀକରଣ ? ମହେଶ୍ୱର ମହାନ୍ତିଙ୍କ ପରଲୋକ ପରେ ରାଜ୍ୟ ରାଜନୀତିରେ ଏଭଳି ଚର୍ଚ୍ଚା ଜୋର ଧରିଛି । ପୁରୀ ବିଧାନସଭା ଆସନ ପାଇଁ ବିଜେଡିର ଅପ୍ରତିଦ୍ୱନ୍ଦୀ ନେତା ଥିଲେ ମହେଶ୍ୱର ମହାନ୍ତି । କିନ୍ତୁ ତାଙ୍କ ଅବର୍ତମାନରେ କିଏ ପ୍ରାର୍ଥୀ ହେବ ତାକୁ ନେଇ…

ଶ୍ରୀମନ୍ଦିର ଚାରି ଦ୍ୱାର ଓ ରତ୍ନଭଣ୍ଡାର ଖୋଲିବା ଦାବି: ଡିସେମ୍ବର ୧ରେ କଂଗ୍ରେସ କରିବ ‘ତୁଳସୀ ଯାତ୍ରା’

କନକ ବ୍ୟୁରୋ: ସଂକୀର୍ତନ ସତ୍ୟାଗ୍ରହ ପରେ ଶ୍ରୀମନ୍ଦିର ଚାରି ଦ୍ୱାର ଓ ରତ୍ନ ଭଣ୍ଡାର ଖୋଲିବା ପାଇଁ କଂଗ୍ରେସ କରିବ ତୁଳସୀ ଯାତ୍ରା । ଡିସେମ୍ବର ପହିଲାରୁ ଏହି ଯାତ୍ରା କରିବାକୁ ପ୍ରସ୍ତୁତ ହେଉଛି କଂଗ୍ରେସ । ଏନେଇ ୩୧୪ଟି ବ୍ଲକ୍ରୁ ସଂଗ୍ରହ କରାଯାଇ, ଭୁବନେଶ୍ୱରରୁ ପୁରୀ ଏକ ସ୍ୱତନ୍ତ୍ର…