Daily Archives

November 9, 2023

ଦାଗୀ ନେତାଙ୍କୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ: ଅପରାଧୀକ ମାମଲା ଥିବା ସାଂସଦ ଓ ବିଧାୟକଙ୍କ ବିରୋଧରେ ଥିବା ମାମଲାର…

କନକ ବ୍ୟୁରୋ: ଦାଗୀ ନେତାଙ୍କୁ ନେଇ ସୁପ୍ରିମକୋର୍ଟଙ୍କ ବଡ ରାୟ । ସାଂସଦ ଓ ବିଧାୟକଙ୍କ ବିରୋଧରେ ଅପରାଧିକ ମାମଲାର ଶୀଘ୍ର ଶୁଣାଣି ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ନାୟାଳୟ । ଏଥିପାଇଁ ସବୁ ରାଜ୍ୟର ହାଇକୋର୍ଟଙ୍କୁ କୁହାଯାଇଛି । ଆଉ ଏହା ଉପରେ ନଜର ରଖିବାକୁ ଏକ ସ୍ୱତନ୍ତ୍ର ଖଣ୍ଡପୀଠ…

କଳାକାରଙ୍କ କଳି ବଢିଚାଲିଥିବା ବେଳେ ପୁଣି ଯାତ୍ରା ବନ୍ଦ କରିଛି କୋଶଳ ସେନା । ବରଗଡ଼ ବରପାଲିରେ ଯାତ୍ରା ପେଣ୍ଡାଲକୁ ଚଢ଼ି…

କନକ ବ୍ୟୁରୋ : ଓଲିଉଡ କଳାକାରଙ୍କ କଳି ଧିରେ ଧିରେ ବଢିବାରେ ଲାଗିଛି । ପ୍ରଥମେ ବଲାଙ୍ଗୀର ଆଉ ଏବେ ବରଗଡ । ଫିଲ୍ମରୁ ଯାତ୍ରା ଏବେ ଯାତ୍ରାମଂଚରେ ଶୁଭିଛି ଜୟ କୋଶଳର ନାରା । କୋଶଳ ସେନାର ସଦସ୍ୟ ବରଗଡର ଯାତ୍ରାକୁ ବିରୋଧ କରି ସ୍ଲୋଗାନ ଦେଇଛି । ବରଗଡରେ ଅପେରାକୁ ଜୋରଦାର ବିରୋଧ କରିଛନ୍ତି…

ଭିଜିଲାନ୍ସ ଜାଲରେ ଆୟୁର୍ବେଦ କଲେଜର ପ୍ରିନ୍ସପାଲ । ଚଢାଉ ବେଳେ ମିଳିଲା ବହୁତଳ କୋଠା ସହ ୧୬ଟି ଦାମୀ ପ୍ଲଟ 

କନକ ବ୍ୟୁରୋ : ବଲାଙ୍ଗୀର ସରକାରୀ ଆୟୁର୍ବେଦିକ କଲେଜ ଓ ହସପିଟାଲର ଅଧ୍ୟକ୍ଷ ପ୍ରଫେସର ସୁଦର୍ଶନ ବେହେରାଙ୍କ ଅଜବ ନିଶା । ଖୋଳତାଡ ବେଳେ ବାବୁଙ୍କ ନିଶା ଦେଖି ତାଜୁବ ହୋଇଛି ଭିଜିଲାନ୍ସ । ବାବୁଙ୍କର ପାଖରେ ଥିଲା ୩ଟି ଦାମୀ ୪ ଚକିଆ ଗାଡି । ଆଉ ସବୁ ଗାଡିର ନମ୍ବର ଥିଲା ସମାନ । ଏହି ୩ଟିଯାକ…

ଆମ୍ବାଭୋନା ଥାନା ଭଂଗାରୁଜା ଘଟଣାକୁ ନେଇ ଥମିବାର ନାଁ ନେଉନି ବିବାଦ । ଅଭିଯୁକ୍ତଙ୍କ ସହ ସୁଶାନ୍ତଙ୍କ ଫଟୋ ଦେଖାଇ…

କନକ ବ୍ୟୁରୋ : ବରଗଡ ଆମ୍ବାଭୋନା ଥାନା ଭଂଗାରୁଜା ଘଟଣାରେ ପୋଲିସ ଶତାଧିକ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରି ତତନ୍ତ କରୁଛି । ଅଳ୍ପ କିଛି ଜଣଙ୍କୁ ପୋଲିସ ଗିରଫ କରିଥିବାବେଳେ ଅନ୍ୟ ଅଭିଯୁକ୍ତମାନେ ଫେରାର ଅଛନ୍ତି । ଆଉ ଏତିକିବେଳେ ଭଟଲି ବିଧାୟକ ସୁଶାନ୍ତ ସିଂଙ୍କ ସହ ଥିବା କିଛି…

ଦୀପାବଳିରେ ଫୁଟାଇବେ କେଉଁ ବାଣ? କିଣିବା ବେଳେ କାହା ଉପରେ ରଖିବେ ଧ୍ୟାନ ?

କନକ ବ୍ୟୁରୋ : ପ୍ରଦୂଷଣ ସୃଷ୍ଟିକାରୀ ବାଣ ଫୁଟାଇବା ଉପରେ ସୁପ୍ରିମକୋର୍ଟଙ୍କ କଟକଣା ପରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । ଲୋକେ ଦୀପାବଳିରେ କେବଳ ଦୀପ ଜାଳିବେ, ନା ବାଣ ଫୁଟାଇବେ ତାକୁ ନେଇ ବିତର୍କ ଆରମ୍ଭ ହୋଇଛି । ଏହାରି ଭିତରେ, ୧୨୫ ଡେସିବିଲରୁ ଅଧିକ ଶଦ୍ଦ ଏବଂ ଅତ୍ୟଧିକ ପ୍ରଦୂଷଣ ସୃଷ୍ଟି…

ପାଠ ପଢ଼ିଛନ୍ତି ନବମ । ହେଲେ ମାଣ୍ଡିଆ କରିଦେଲା ମାଲାମାଲ, ମାଣ୍ଡିଆ ଚାଷ କରି କୋଟିପତି ହେଲେ ଚାଷୀ

କନକ ବ୍ୟୁରୋ : ଚାଷ ଜମିରେ ସୁରେନ୍ଦ୍ର । କୋରାପୁଟର ମହାଦେଇପୁଟ ଗାଁରେ ସୁରେନ୍ଦ୍ରଙ୍କର ଘର । ଏବେ ମିଲେଟ ବା ମାଣ୍ଡିଆ ବଦଳାଇଦେଇଛି ତାଙ୍କ ଜୀବନ । ମାତ୍ର ନବମ ଶ୍ରେଣୀ ପଢିଥିବା ସୁରେନ୍ଦ୍ର, ସଫଳ ଚାଷୀରୁ ବନିଛନ୍ତି କୋଟିପତି ଉଦ୍ୟୋଗୀ । ଧାନ ଚାଷରୁ ବିଶେଷ ଲାଭ ହେଉନଥିବାବେଳେ ସେ…