Daily Archives

November 1, 2023

ଦିଲ୍ଲୀରେ ଚିନ୍ତା ବଢାଇଛି ବାୟୁ ପ୍ରଦୂଷଣ । ଅଣନିଶ୍ୱାସୀ ରାଜଧାନୀବାସୀ

କନକ ବ୍ୟୁରୋ : ଧୂଆଁ ବଳୟରେ ଦେଶର ରାଜଧାନୀ ନୂଆଦିଲ୍ଲୀ । ଦିନକୁ ଦିନ ଦିଲ୍ଲୀ ଏବଂ ଆଖପାଖ ଅଂଚଳରେ ବାୟୁ ପ୍ରଦୂଷଣର ମାତ୍ରା ବଢିବାରେ ଲାଗିଛି । ଦିନ ଆରମ୍ଭରୁ ବିଷାକ୍ତ ବାୟୁ ପୁରା ବାୟୁମଣ୍ଡଳରେ ଆସ୍ତରଣ ସୃଷ୍ଟି କରିବା ସହିତ କୁହୁଡି ଚାଦର ଭଳି ଭ୍ରମ ସୃଷ୍ଟି କରୁଛି । ବାୟୁ ପ୍ରଦୂଷଣ…

ଇସ୍ରାଏଲ ହମାସ ଯୁଦ୍ଧରେ ‘ୟେମେନ ହୁତି’ର ଏଣ୍ଟ୍ରି । ଇରାନ ସମର୍ଥିତ ବିଦ୍ରୋହୀ ସଂଗଠନ ‘ହୁତି’ ଇସ୍ରାଏଲ ଉପରେ ଡ୍ରୋନ ଓ…

କନକ ବ୍ୟୁରୋ : ଯୁଦ୍ଧ ପହଁଚିଛି ୨୬ଦିନରେ । ଏହା ଭିତରେ ପାଲେଷ୍ଟାଇନକୁ ସମର୍ଥନ ଜଣାଇ ଆସୁଥିବା ଇରାନ ସମର୍ଥିତ ଆତଙ୍କୀ ସଂଗଠନ ୟେମେନ ହୁତି ଯୁଦ୍ଧରେ ଏଟ୍ରିଂ କରିଛି । ମିଳିଥିବା ସୂଚନା ଅନୁସାରେ ଇସ୍ରାଏଲକୁ ଲକ୍ଷ୍ୟ କରି ୟେମେନର ଏହି ବିଦ୍ରୋହୀ ସଂଗଠନ ହୁତି ଇସ୍ରାଏଲ ଉପରେ ଡ୍ରୋନ ଓ…

ଜ୍ୱର, ଥଣ୍ଡା ପରେ ବି ଛାଡୁନି କାଶ । ବଦଳୁଥିବା ପାଗ ପାଇଁ ବଢୁଛି ରୋଗ!

କନକ ବ୍ୟୁରୋ : ଋତୁ ବଦଳୁଥିବାରୁ, ଲୋକଙ୍କୁ ଥଣ୍ଡା ଜ୍ୱର ହେଉଛି । ଏପରିକି ଜ୍ୱର କମିଯିବା ପରେ ମଧ୍ୟ ଖଣ୍ଡିକାଶ ଦୀର୍ଘ ଦିନ ଲାଗି ରହୁଛି । ବିଭିନ୍ନ ଚିକିତ୍ସା ପଦ୍ଧତି ଆପଣେଇଲେ ମଧ୍ୟ କମୁ ନାହିଁ  । ଏବେ ସାରା ରାଜ୍ୟରେ ଏଭଳି ଲକ୍ଷଣ ଥିବା ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ଆସନ୍ତୁ…

ଦାମୀ ଗାଡ଼ିର ଦୁର୍ଘଟଣା । ନିରୀହ ଭୋଗିଲେ ଯନ୍ତ୍ରଣା

କନକ ବ୍ୟୁରୋ : ଶୁଖୁନି ଆଖିର ଲୁହ । ଥମୁନି ଛାତିର କୋହ । ଗୋଟିଏ ପଟେ ପରିବାରର ଦୁଃଖ ଆଉ ଅନ୍ୟପଟେ ବଡ଼ ଭାଇର ଚିକିତ୍ସା ପାଇଁ ଅର୍ଥର ଆବଶ୍ୟକତା । ଜୀବନର ଦୋଛକିରେ ଛିଡା ହୋଇଥିବା ପରିବାର ଏବେ ନିରୁପାୟ । ପରିବାରର ଏକମାତ୍ର ରୋଜଗାରିଆ ପୁଅ, ହସ୍ପିଟାଲ ବେଡରେ ଜୀବନ ସହ ସଂଘର୍ଷ କରୁଛନ୍ତି ।…

ତେଜିଲା ପୁରୀ ଖଜାକୁ ଜିଆଇ ଟ୍ୟାଗ ଦାବି । ଜାଣନ୍ତୁ ଖଜାର ଉତ୍ପତି ଓଡିଶାରେ ନା ବିହାରରେ

କନକ ବ୍ୟୁରୋ : ଓଡ଼ିଶାରେ ଖଜାର ପରମ୍ପରା ବହୁ ପୁରୁଣା । ବର୍ଷ ବର୍ଷ ଧରି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଠାରେ ଲାଗି ହୋଇ ଆସୁଛି ଖଜା । ଛପନ ଭୋଗର ଅଂଶବିଶେଷ ଭାବେ ପରିଚୟ ପାଇଛି ଖଜା । ହେଲେ, ପୁରୀର ଖଜାକୁ ସ୍ୱୀକୃତି ମିଳିବାର ଢ଼େର ପୂର୍ବରୁ ବିହାର ଖଜାକୁ ମିଳିଛି ଜିଆଇ ମାନ୍ୟତା । ଯାହାକୁ…

ମନ୍ତ୍ରୀଙ୍କ ସ୍ୱର ନକଲ କରି ଅନ୍ୟକୁ ଠକୁଥିଲେ ଯୁବକ । ବାନ୍ଧିଲା କଟକ ସାଇବର ପୋଲିସ

କନକ ବ୍ୟୁରୋ : କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ସ୍ୱରକୁ ନକଲି କରି ଫୋନରେ ଜଣେ ହୋଟେଲ ମାଲିକଙ୍କ ସହ କଥା ହୋଇ, ଜଣେ ଠକ କେମିତି ଠକେଇ ପାଇଁ ଯୋଜନା କରିଥିଲା ତାହା ଆମେ ଆପଣଙ୍କୁ ଜଣାଇଥିଲୁ । କିନ୍ତୁ ପ୍ରକୃତରେ ସେହି ଠକ ଜଣଙ୍କ କିଏ ତାହା ସାମନାକୁ ଆସିନଥିଲା । ଏତେ ଦିନ ପରେ…