Daily Archives

October 7, 2023

କିଏ ଏହି ହମାସ? କାହିଁକି ଇସ୍ରାଏଲ ଉପରେ କରୁଛି ଏଭଳି ଆକ୍ରମଣ? ଏହି ବିବାଦ ପଛର ଇତିହାସ କ’ଣ?

କନକ ବ୍ୟୁରୋ: ଋୁଷ-ୟୁକ୍ରେନ ଯୁଦ୍ଧ ଭିତରେ ପୁଣି ମୁଣ୍ଡ ଟେକିଛି ଆଉ ଏକ ଯୁଦ୍ଧ ।ମଧ୍ୟପ୍ରାଚ୍ୟରେ ଆରମ୍ଭ ହୋଇଛି ମହାଯୁଦ୍ଧ । ଆତଙ୍କୀ ସଂଗଠନ ହମାସର ଆକ୍ରମଣ ପରେ ରକ୍ତମୁଖା ଇସ୍ରାଏଲ କରିଛି ଯୁଦ୍ଧ ଘୋଷଣା । ଶତ୍ରୁଙ୍କୁ ନିପାତ କରିବାକୁ ଇସ୍ରାଏଲ ଆରମ୍ଭ କରିଛି ଅପରେସନ ଆଇରନ ସୋର୍ଡ ।…

ପୋଲିସ ପଞ୍ଝାରେ ମୋଷ୍ଟ ୱାଂଟେଡ ଲୁଟେରା: ରାଜଧାନୀରେ ବଡ ଲୁଟ୍ ପାଇଁ ଚାଲିଥିଲା ଷଡଡନ୍ତ୍ର!

କନକ ବ୍ୟୁରୋ: ଭୁବନେଶ୍ୱର ଖଣ୍ଡଗିର ଥାନା ପୋଲିସ ହାତରେ ଆନ୍ତଃ ଜିଲ୍ଲା ପେଶାଦାର ଅପରାଧୀ ଗ୍ୟାଙ୍ଗ । ରାତି ଅଧରେ ଲୁଟ ପାଇଁ କରୁଥିଲେ ଯୋଜନା । ରାଜଧାନୀ କଲେଜ ନିକଟରେ ବିଳମ୍ବିତ ରାତିରେ ଲୋକଙ୍କୁ ଲୁଟିବା ପାଇଁ ଯୋଜନା କରୁଥିବା ବେଳେ ପୁଲିସ ହାତରେ ଧରାପଡିଛନ୍ତି ୫ ଜଣିଆ ପେଶାଦାର ଅପରାଧୀ…

ବାଡି ଛାଡି ବନ୍ଧୁକ ଧରିଲେ ବନ କର୍ମଚାରୀ: ଶିକାରୀଙ୍କୁ ଦିଆଯିବ କଡ଼ା ଜବାବ, ସୁରକ୍ଷିତ ରହିବେ ବନ୍ୟଜନ୍ତୁ!

କନକ ବ୍ୟୁରୋ: ବନ୍ୟଜନ୍ତୁ ଓ ବନକର୍ମଚାରୀଙ୍କୁ ସୁରକ୍ଷା ଦେବାକୁ ରାଜ୍ୟ ସରକାରଙ୍କ ବଡ ନିଷ୍ପତି । ଏଣିକି ବନ କର୍ମଚାରୀ ପାଇବେ ପୋଲିସର କ୍ଷମତା । ପୋଲିସଙ୍କ ଭଳି ବନକର୍ମଚାରୀ ଏଣିକି ଶିକରୀଙ୍କ ଫୋନ୍ କଲ ଟ୍ରାକିଂ କରିବା ସହିତ ଲୋକେସନ ଯାଂଚ କରିପାରିବେ । ଏହାବାଦ ସେମାନେ ବାଡିଛାଡି ହାତରେ…

ପାଠ ଚାପରେ ଜୀବନ ହାରିଲେ କି ଯୁକ୍ତ ୨ ବିଜ୍ଞାନ ଛାତ୍ରୀ ମନୀଷା ହାଁସଦା? ସହପାଠୀ କହିଲେ, ବିଜ୍ଞାନ ବୁଝି ପାରୁନଥିଲେ,…

କନକ ବ୍ୟୁରୋ: ପାଠର ଚାପ ନେଇଗଲା ଛାତ୍ରୀଙ୍କ ଜୀବନ! ଉଦଳା ଆରଡିଏସ କଲେଜର ଯୁକ୍ତ ଦୁଇ ବିଜ୍ଞାନଛାତ୍ରୀ ମନୀଷା ହାଁସଦାଙ୍କ ମୃତ୍ୟୁ ଏବେ ନୂଆ ମୋଡ ନେଇଛି । ସହପାଠୀ କହିଛନ୍ତି, ମନୀସା ବିଜ୍ଞାନ ପାଠକୁ ନେଇ ଚାପରେ ଥିଲେ । ତେଣୁ ସେ ବିଜ୍ଞାନ ଛାଡି କଳାରେ ପଢିବାକୁ ଇଚ୍ଛା ରଖୁଥିଲେ । ସେପଟେ…

ବଢିଲା ବିଧାୟକ ବିଜୟଶଙ୍କରଙ୍କ ଅଡୁଆ: ରେଜିଷ୍ଟ୍ରାର ଅଫିସରେ ଆପତ୍ତି ଉଠାଇଲେ ପୂର୍ବତନ ବାନ୍ଧବୀ

କନକ ବ୍ୟୁରୋ: ତିର୍ତୋଲ ବିଧାୟକ ବିଜୟ ଶଙ୍କର ଅଡୁଆରେ । ବାନ୍ଧବୀ ସୋମାଲିକାଙ୍କ ଅଭିଯୋଗ ତାଙ୍କ ସହିତ ପ୍ରତାରଣା କରାଯାଇଛି । ବଂଚିଥିବା ଯାଏଁ ଏହା ବିରୋଧରେ ଲଢେଇ କରିବେ ବୋଲି କହିଛନ୍ତି । ବିଧାୟକ । କଟକ ସବ ରେଜିଷ୍ଟର ଅଫିସରେ ବିବାହ ପଂଜିକରଣ ପାଇଁ ଆବେଦନ କରିବା ଘଟଣା ସାମ୍ନାକୁ ଆସିବା…

ପ୍ରହସନ ପାଲଟିଛି ଷାଣ୍ମାସିକ ପରୀକ୍ଷା: ପ୍ରଶ୍ନପତ୍ର ଭାଇରାଲ୍ ଖବର ପ୍ରସାରଣ ପରେ ପଶିଲା ଚେତା, ସାଇବର ଥାନାରେ ଏତଲା…

କନକ ବ୍ୟୁରୋ: କନକ ନ୍ୟୁଜରେ ଖବର ବାଜିଲା । ଆଉ ବୋଡ ର୍କତୃପକ୍ଷ ସଜାଗ ହୋଇଗଲେ । ପରୀକ୍ଷାର ମାର୍କ ଭବିଷ୍ୟତ ନିର୍ଦ୍ଦାରଣ କରୁନଥିଲେ ବି ସରକାରୀ ସ୍ତରରେ ତିଆରି ହୋଇଥିବା ପ୍ରଶ୍ନ ୟୁଟ୍ୟୁବକୁ କେମିତି ଗଲା ତାହା ତଦନ୍ତସାପେକ୍ଷ । ଦଶମ ଶ୍ରେଣୀ ଷାଣ୍ମାସିକ ପରୀକ୍ଷା ପ୍ରଶ୍ନ ପତ୍ର ଭାଇରାଲ…