Daily Archives

September 26, 2023

କାନାଡାରେ ତେଜୁଛି ଖଲିସ୍ତାନୀ ନିଆଁ । ଭାରତୀୟ ଦୂତାବାସ ବାହାରେ ବିରୋଧ, ବଢୁଛି ଭାରତ-କାନାଡା ସମ୍ପର୍କରେ ତିକ୍ତତା

କନକ ବ୍ୟୁରୋ : ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜର ହତ୍ୟାକାଣ୍ଡକୁ ନେଇ ଭାରତ-କାନାଡା ସମ୍ପର୍କରେ ଦେଖାଦେଇଥିବା ତିକ୍ତତା ଥମିବାର ନାଁ ନେଉନାହିଁ । ଖଲିସ୍ତାନୀ ସଂଘ ଶିଖ ଫର ଜଷ୍ଟିସ୍ (ଏସ୍ଏଫଜେ) ପକ୍ଷରୁ କାନାଡାର ଓଟୱା ଓ ଟୋରଂଟୋ ସ୍ଥିତ ଭାରତୀୟ ଦୂତାବାସ ବାହାରେ ବିରୋଧ…

ପ୍ରଧାନମନ୍ତ୍ରୀ ରୋଜଗାର ମେଳା ଯୋଜନାରେ ମୋଦୀ ବାଂଟିଲେ ନିଯୁକ୍ତି ପତ୍ର । ନବମ ପର୍ଯ୍ୟାୟରେ ୫୧ ହଜାର ଯୁବକ,…

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ରୋଜଗାର ମେଳା ଅନ୍ତର୍ଗତ ନବମ ପର୍ଯ୍ୟାୟରେ ୫୧ ହଜାର ଯୁବକ ଯୁବତୀଙ୍କୁ ନିଯୁକ୍ତିପତ୍ର ବାଂଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଦେଶର ୪୬ଟି ସ୍ଥାନରେ ରୋଜଗାର ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଭିଡିଓ କନଫରେନସିଂରେ ସାମିଲ ହୋଇ ନିଯୁକ୍ତି ପତ୍ର…

ରହସ୍ୟରେ ରାଉରକେଲା ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜ ମୃତ୍ୟୁ ମାମଲା: ଏଡିଏମ୍ ଅଫିସ ଘେରିଲେ ଶତାଧିକ ଆଦିବାସୀ

କନକ ବ୍ୟୁରୋ: ରାଉରକେଲା ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁ ରହସ୍ୟ ଦିନକୁ ଦିନ ଜଟିଳ ରୁପ ନେଉଛି । ମୃତକଙ୍କ ପରିବାରକୁ ନ୍ୟାୟ ଦାବିରେ ଏଡିଏମ ଅଫିସ ଘେରାଉ କରିଛନ୍ତି ଶତାଧିକ ଆଦିବାସୀ ମହିଳା । ଜଷ୍ଟିସ ଫର ସୁସ୍ମିତା ମିଞ୍ଜ ଲେଖାଥିବା ପ୍ଲାକାର୍ଡ ଧରି ନ୍ୟାୟ ଦାବିରେ…

ଜାତି ଭିତିକ ଜନଗଣନା ନେଇ ରାହୁଲଙ୍କ ବୟାନକୁ ଉପରେ ରାଜନୀତି । ବିଜେପି କହିଲା, କଂଗ୍ରେସର ନାହିଁ ଅସ୍ତିତ୍ୱ, କ୍ଷମତାକୁ…

କନକ ବ୍ୟୁରୋ : ରାହୁଲ ଗାନ୍ଧୀଙ୍କ ବୟାନକୁ ନେଇ ତେଜୁଛି ରାଜନୀତି । ଜାତି ଭିତିକ ଜନଗଣନା ପାଇଁ ରାହୁଲଙ୍କ ବୟାନ ଉପରେ ବିଜେପି କରିଛି କଟାକ୍ଷ । ବିଜେପି ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର ସାମ୍ବାଦିକ ସମ୍ମିଳନୀରେ ରାହୁଲ ଗାନ୍ଧୀଙ୍କ ଉପରେ ବର୍ଷିଛନ୍ତି । ସମ୍ବିତ ପାତ୍ର କହିଛନ୍ତି…

ଗାନ୍ଧୀ ଜୟନ୍ତୀରୁ ଗ୍ରାମାଞ୍ଚଳକୁ ଲକ୍ଷ୍ମୀ ଯୋଜନାରେ ଗଡିବ ବସ୍: ଆପତ୍ତି ଉଠାଇଲେ ଘରୋଇ ବସ୍ ମାଲିକ ସଂଘ

କନକ ବ୍ୟୁରୋ: ଗାଁ ଗଣ୍ଡାରେ ପରିବହନ ସେବାକୁ ପଂହଚାଇବା ପାଇଁ ଆରମ୍ଭ ହେବାକୁ ଯାଉଛି ‘ଲକ୍ଷ୍ମୀ’ ଯୋଜନା । ହେଲେ ଘରେ ନ ପଶୁଣୁ ମୁଣ୍ଡରେ ଚାଳ ବାଜିଛି । ବସ ସେବାକୁ ନେଇ ଆପତ୍ତି ଉଠାଇଛନ୍ତି ଘରୋଇ ବସ ମାଲିକ ସଂଘ । କୋରାପୁଟରେ ଘରୋଇ ବସ ମାଲିକ ଏକାଠି ହୋଇ ଅନେକ ଦାବି ରଖିଛନ୍ତି । ନୂଆ ବସ…

ବଦନାମ କ୍ୟାପିଟାଲ ହସ୍ପିଟାଲ! ପୁଅ ଗାଏବ, ଧରାଇ ଦେଲେ ଝିଅ!

କନକ ବ୍ୟୁରୋ: ପୁଣି ଶିଶୁ ଅଦବଦଳ ଅଭିଯୋଗ । ତାହା ପୁଣି ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲରେ । ଅଭିଯୋଗ ଅନୁସାରେ ଭୁବନେଶ୍ୱରର ଜଣେ ମହିଳାଙ୍କ ସନ୍ତାନ ପ୍ରସବ ପରେ ପୁଅ ହୋଇଛି ବୋଲି ନର୍ସ ଜଣାଇଥିଲେ । ହେଲେ ଶିଶୁ ହସ୍ତାନ୍ତର ବେଳେ ତାଙ୍କୁ କନ୍ୟା ସନ୍ତାନ ଦିଆଯାଇଥିଲା । ଆଉ ଏହାକୁ ନେଇ…