Daily Archives

September 24, 2023

୪୦ତମ ସ୍ୱନକ୍ଷତ୍ର ଅବ୍ୟବହିତ ପୂର୍ବରୁ ସମ୍ବାଦର ବାର୍ଷିକ ବିତର୍କ ଓ ସାରେଗାମା ପ୍ରତିଯୋଗିତା । ୯ଟି ଜୋନ୍ରେ…

କନକ ବ୍ୟୁରୋ : ଆଜି ସମ୍ବାଦ ପକ୍ଷରୁ ୯ଟି ଜୋନରେ ଆୟୋଜିତ ହୋଇଯାଇଛି ବିତର୍କ ଓ ସାରେଗାମା ପ୍ରତିଯୋଗିତା । ଏହି ପ୍ରତିଯୋଗିତାରେ ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ  । ପୂର୍ବରୁ ପ୍ରଥମରୁ ପଂଚମ ଶ୍ରେଣୀ ପିଲାଙ୍କ ପାଇଁ ଚିତ୍ରାଙ୍କନ, ଷଷ୍ଠ ଓ ସପ୍ତମ…

ପୋଖରୀରେ ଗାଧୋଇବା ବେଳେ ପିଲାଙ୍କ ଖେଳ ପାଲଟିଲା କାଳ । ସାଙ୍ଗମାନଙ୍କ ସହ ଗାଧୋଇବାକୁ ଯାଇ ପାଣିରେ ବୁଡି ମୃତ୍ୟୁବରଣ…

କନକ ବ୍ୟୁରୋ : କିଶୋର ବୟସର ପିଲା । ପିଲାଟି ବେଳରୁ ଭୁବନେଶ୍ୱରରେ ବଢ଼ିଥିଲେ । ନା’ ପହଂରା ଜାଣିଥିଲେ । ନା’ ପାଣିରେ ଫସିଗଲେ ମୁକୁଳିବା ଜାଣିଥିଲେ । କେଉଁ ବିପଦ ବେଳାରେ ପୋଖରୀକୁ ଯାଇଥିଲେ କେଜାଣି, ବଢ଼ିଲା ବୟସରେ ଆଖିବୁଜି ଦେଲେ ଦୁଇ ଛାତ୍ର । ଅସମୟରେ ଲିଭିଗଲା ଦୁଇ ଜୀବନ । ଶୁଭମ ଜେନା…

ସୁନ୍ଦରଗଡ଼, ବଲାଙ୍ଗୀର, ବରଗଡ଼, କେନ୍ଦୁଝର ଆଦି ଜିଲ୍ଲାରେ ସ୍କ୍ରବ ଟାଇଫସ୍ ଆତଙ୍କ । ପ୍ରତିଦିନ ବଢ଼ୁଛି ଆକ୍ରାନ୍ତଙ୍କ…

କନକ ବ୍ୟୁରୋ : କରୋନା ସମୟରେ ଲୋକଙ୍କୁ ଯେମିତି ସଚେତନ କରାଯାଉଥିଲା, ଏବେ ସ୍କ୍ରବ ଟାଇଫସ୍ ଆକ୍ରାନ୍ତଙ୍କ ସଂଖ୍ୟା ସୁନ୍ଦରଗଡରେ ବଢ଼ିଚାଲିଥିବାରୁ ଲୋକଙ୍କୁ, ପ୍ରଶାସନ ପକ୍ଷରୁ ସେମିତି ସଚେତନ କରାଯାଉଛି । ଆଶାକର୍ମୀମାନେ ଡାକବାଜି ଯନ୍ତ୍ର ସହାୟତାରେ ଗାଁ ଗାଁ ବୁଲି ଲୋକଙ୍କୁ ସଚେତନ କରୁଛନ୍ତି…

କିଏ ଓଡ଼ିଶା ବିଧାନସଭାର ପ୍ରଥମ ମହିଳା ବାଚସ୍ପତି । ସରଳା ଦେବୀ ନା ପ୍ରମିଳା ମଲ୍ଲିକ, ଜାରି ରହିଛି ବିତର୍କ

କନକ ବ୍ୟୁରୋ : ପ୍ରମିଳା ମଲ୍ଳିକ ଓଡ଼ିଶା ବିଧାନସଭାର ବାଚସ୍ପତି ହେବା ପରେ ଏ ନେଇ ବିତର୍କ ଆରମ୍ଭ ହୋଇଛି । ବିଶେଷ କରି ସୋସିଆଲ୍ ମିଡିଆ ଏହାକୁ ନେଇ ଦୁଇ ଭାଗ ହୋଇଯାଇଛି । କିଛି ପ୍ରମିଳା ମଲ୍ଲିକଙ୍କ ସପକ୍ଷରେ ମତ ରଖୁଥିବା ବେଳେ ଆଉ କିଛି ସରଳା ଦେବୀଙ୍କ ସପକ୍ଷରେ ମତ ଦେଉଛନ୍ତି । ତେଣୁ…

୯ ବର୍ଷ ପରେ ଆକ୍ସନ ମୋଡରେ ସିବିଆଇ । ସି-ସୋର ମାମଲାରେ ଚାର୍ଜସିଟ ନେଇ ବଢିଲା ଚର୍ଚ୍ଚା

କନକ ବ୍ୟୁରୋ : ବହୁଚର୍ଚ୍ଚିତ ୫ ଶହ କୋଟିର ସି-ସୋର ଚିଟଫଣ୍ଡ ଠକେଇ ମାମଲାରେ ସିବିଆର ଚାର୍ଜସିଟକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ସିବିଆଇ କୋର୍ଟରେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ଓ ତାଙ୍କ ପତ୍ନୀ ଲକ୍ଷ୍ମୀବିଳାସିନୀଙ୍କ ନାଁରେ ବେଆଇନ ଅର୍ଥ କାରବାର ଅଭିଯୋଗରେ ଚାର୍ଜଫ୍ରେମ ହୋଇଛି ।…

ନିଜ ନିର୍ବାଚନମଣ୍ଡଳୀରେ ନିମାପଡା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିରୋଧ । ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯିବାବେଳେ…

କନକ ବ୍ୟୁରୋ : ନିମାପଡା ବିଧାୟକ ସମୀର ରଞ୍ଜନ ଦାଶ ନିଜ ନିର୍ବାଚନ ମଣ୍ଡଳୀରେ ବିରୋଧର ସମ୍ମୁଖୀନ ହୋଇଛନ୍ତି । ବେଦପୁର ପଂଚାୟତ କୋଠାଘର ଉଦଘାଟନ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯିବାବେଳେ ସମୀରଙ୍କୁ ବିରୋଧ କରିଛନ୍ତି କିଛି ଅସନ୍ତୁଷ୍ଟ ଯୁବକ । କଳାପତାକା ଦେଖାଇ ବିଧାୟକଙ୍କ ଗାଡି ଆଗରେ…