Daily Archives

September 22, 2023

ମହିଳା ବିଲ୍ ବିଳମ୍ବରେ ଲାଗୁ ହେବା ନେଇ ପ୍ରଶ୍ନ ଉଠାଇଲେ କଂଗ୍ରେସ ସାଂସଦ । ରାହୁଲ ଗାନ୍ଧୀ କହିଲେ, କେବେ ଲାଗୁ ହେବ…

କନକ ବ୍ୟୁରୋ : ସର୍ବସମ୍ମତିକ୍ରମେ ମହିଳା ସଂରକ୍ଷଣ ବିଲ ନାରୀ ଶକ୍ତି ବନ୍ଦନ ଅଧିନିୟମ ସଂସଦର ଉଭୟ ଗୃହରେ ପାରିତ ହୋଇଛି । ବୁଧବାର ଲୋକସଭାରେ ଓ ଗୁରୁବାର ରାଜ୍ୟସଭାରେ ବିଲ ପାସ ହେବା ପରେ ଲୋକସଭା ଓ ରାଜ୍ୟ-ବିଧାନସଭାରେ ମହିଳାଙ୍କ ପାଇଁ ୩୩ପ୍ରତିଶତ ସଂରକ୍ଷଣ ଦେବା ପାଇଁ ରାସ୍ତା ଫିଟିଯାଇଛି…

ରହସ୍ୟ ଘେରରେ ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁ: ଯୋଜନାବଦ୍ଧ ହତ୍ୟା ଅଭିଯୋଗ ଆଣିଲା ପରିବାର, କୁଆଡ଼େ ଗଲା ଦୁଇଟି ହୀରା…

କନକ ବ୍ୟୁରୋ: କେମିତି ହେଲା ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁ । ଏହା ହତ୍ୟା ନା ଆତ୍ମହତ୍ୟା, ତାହା ଏବେବି ରହସ୍ୟ ଘେରରେ । ଏହାରି ଭିତରେ ପରିବାର ଲୋକ ଆଣିଛନ୍ତି ସାଂଘାତିକ ଅଭିଯୋଗ । ସୁସ୍ମିତାଙ୍କୁ…

ମହିଳା ସଂରକ୍ଷଣ ବିଲ ପାସରେ ଉତ୍ସବ ମୁଖର ବିଜେପି ଶିବିର । ନାଚ, ଗୀତ, ମିଠା ଓ ଫୁଲବର୍ଷାରେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ…

କନକ ବ୍ୟୁରୋ : ଉଭୟ ରାଜ୍ୟସଭା ଓ ଲୋକସଭାରେ ମହିଳା ସଂରକ୍ଷଣ ବିଲ ପାରିତ ହେବା ପରେ ମହିଳାମାନେ ଏହାକୁ ସ୍ୱାଗତ କରିଛନ୍ତି । ହାତରେ ଫୁଲ ଓ ମିଠା ଢବା ଧରି ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଓ ଅଭିନନ୍ଦନ ଜଣାଇଛନ୍ତି ମହିଳା ସାଂସଦ । ନାରୀଶକ୍ତି ବନ୍ଦନ ଅଧିନିୟମ ବିଲ ନୂଆ ସଂସଦଭବନ ଉତ୍ସବ ମୁଖର…

ଅଙ୍ଗନୱାଡ଼ି କର୍ମୀଙ୍କ ରଣହୁଙ୍କାର: ଭୁୁବନେଶ୍ୱରରେ କଲେ ଶକ୍ତି ପ୍ରଦର୍ଶନ

କନକ ବ୍ୟୁରୋ: ଅଙ୍ଗନୱାଡି କର୍ମୀ ଓ ସହାୟିକାଙ୍କୁ ସରକାର ବିଭିନ୍ନ ସରକାରୀ କାର୍ଯ୍ୟରେ ନିୟୋଜିତ କରୁଛନ୍ତି । ଛୋଟ ପିଲାଙ୍କୁ ପାଠ ପଢ଼ାଇବା ସହ ସେମାନଙ୍କ ଶାରିରୀକ, ମାନସିକ ଓ ବୌଦ୍ଧିକ ବିକାଶ ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଉଛନ୍ତି । କିନ୍ତୁ ସେହି ଅଂଗନୱାଡି କର୍ମୀ ଓ ସହାୟିକାଙ୍କ…

ଆରମ୍ଭ ହେଲା ଅଧିବେଶନ: ଘେରିବାକୁ ବିରୋଧୀଙ୍କ ରଣନୀତି, ମୁକାବିଲା ପାଇଁ ପ୍ରସ୍ତୁତ ବିଜେଡି 

କନକ ବ୍ୟୁରୋ: ଆଜିଠାରୁ ଆରମ୍ଭ ହୋଇଛି ବିଧାନସଭା ମୌସୁମୀ ଅଧିବେଶନ । ଅଧିବେଶନ ପ୍ରଥମ ଦିନ ସ୍ୱାଭାବିକ ଭାବେ ଚାଲିଛି । ଅତିରିକ୍ତ ବଜେଟ ପାସ ହୋଇଛି । ତେବେ ଆସନ୍ତାକାଲିଠାରୁ ବିଧାନସଭାରୁ ନିଆରା ଦୃଶ୍ୟ ଦେଖିବାକୁ ମିଳିପାରେ । ବିଭିନ୍ନ ପ୍ରସଙ୍ଗରେ ବିରୋଧୀମାନେ ଗୃହରେ ସରକାରଙ୍କୁ…

ଶ୍ରେୟ ନେବା ପାଇଁ ପ୍ରତିଯୋଗିତା: ମୁହାଁମୁହିଁ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ-କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ

କନକ ବ୍ୟୁରୋ: ମହିଳା ସଂରକ୍ଷଣ ବିଲ ସଂସଦରେ ପାରିତ ହେବା ପରେ ଲାଗୁ କରିବାର ସମୟକୁ ନେଇ ନୂଆ ବିବାଦ ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ବିଲକୁ, ନୂଆ ଭାରତର ନୂଆ ଗଣତାନ୍ତ୍ରିକ ପ୍ରତିଶ୍ରୁତି କହିଥିବାବେଳେ ରାହୁଲ ଗାନ୍ଧୀ ଲାଗୁ କରାଯିବାର ବିଳମ୍ବକୁ ନେଇ ପ୍ରଶ୍ନ…