ଭାରତୀୟ ଫୁଟବଲ ଦଳ ପାଇଁ କେମିତି ଚାଲିଛି ଖେଳାଳି ଚୟନ, ସାମ୍ନାକୁ ଆସିଲା ରୋଚକ ତଥ୍ୟ

177

କନକ ବ୍ୟୁରୋ : ଭାରତୀୟ ଫୁଟବଲ ଟିମର କୋଚ ଇଗୋର ଷ୍ଟମକଙ୍କୁ ନେଇ ସାମ୍ନାକୁ ଆସିଛି ସାଂଘାତିକ ତଥ୍ୟ । ଗତ ବର୍ଷ ଅନେକ ମ୍ୟାଚ୍ବେଳେ ଖେଳାଳିଙ୍କ ଚୟନ ପାଇଁ ଜଣେ ଜ୍ୟୋତିଷ ବିଶାରଦଙ୍କ ସହାୟତା ନେଇଥିଲେ । କେବଳ ସେତିକି ନୁହେଁ ଖେଳାଳୀଙ୍କ ଗ୍ରହ ନକ୍ଷତ୍ରର ଚଳଣି ଦେଖି ସେହି ହିସାବରେ ଦଳରେ ସ୍ଥାନ ଦେଉଥିଲେ । ଯେତେବେଳେ ଏହି ଖବର ସାମ୍ନାକୁ ଆସିଲା, ଅନେକ ଏହାକୁ ବିଶ୍ୱାସ ବି କରି ପାରିଲେ ନାହିଁ ।