Daily Archives

September 12, 2023

୩ଦିନ ଭାରତରେ ଫଶି ରହିବା ପରେ ସ୍ୱଦେଶ ଫେରିଲେ କାନାଡ଼ା ପ୍ରଧାନମନ୍ତ୍ରୀ । ବିମାନ ଖରାପ ହେବା ଯୋଗୁଁ ଜି-୨୦ ସମ୍ମିଳନୀ…

କନକ ବ୍ୟୁରୋ : ବିମାନରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଫେରିପାରିନଥିବା କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ମଙ୍ଗଳବାର ଅପରାହ୍ଣରେ ନିଜ ଦେଶକୁ ଫେରିଛନ୍ତି । ଜି-୨୦ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ଭାରତ ଆସିଥିଲେ ଜଷ୍ଟିନ ଟ୍ରୁଡୋ । ଗତ ରବିବାର ତାଙ୍କୁ କାନାଡା ଫେରିବାର ଥିଲା ।…

ମଝି ଆକାଶରେ ବନ୍ଧୁତା ରଖିଲା ଭାରତ । ମିଶରର ଯୁଦ୍ଧ ବିମାନରେ ଇନ୍ଧନ ଭରିଲା ଭାରତୀୟ ସେନାର ଆଇଏଲ ୭୮ ଇନ୍ଧନ ଟ୍ୟାଙ୍କର

କନକ ବ୍ୟୁରୋ : ମଝି ଆକାଶରେ ମିଶରର ଯୁଦ୍ଧ ବିମାନରେ ଇନ୍ଧନ ଭରିଲା ଭାରତୀୟ ବାୟୁସେନାର ଯୁଦ୍ଧ ବିମାନ । ମିଶରର ଯୁଦ୍ଧ ବିମାନରେ ଇନ୍ଧନ ଭରିଲା ଭାରତୀୟ ସେନାର ଆଇଏଲ ୭୮ ଇନ୍ଧନ ଟ୍ୟାଙ୍କର । ସମରାଭ୍ୟାସ ବ୍ରାଇଟ ଷ୍ଟାର-୨୩ ଭିତରେ ଏଭଳି କମାଲ କରିଛି ଭାରତୀୟ ବାୟୁସେନାର ଯୁଦ୍ଧ ବିମାନ ।…

ପିଓକେକୁ ନେଇ କେନ୍ଦ୍ରମନ୍ତ୍ରୀ ତଥା ପୂର୍ବତନ ସେନାମୁଖ୍ୟ ଜେନେରାଲ ଭିକେ ସିଂହଙ୍କ ବଡ଼ ବୟାନ । କହିଲେ, କିଛି ସମୟର…

କନକ ବ୍ୟୁରୋ : ପିଓକେକୁ ନେଇ କେନ୍ଦ୍ରମନ୍ତ୍ରୀ ତଥା ପୂର୍ବତନ ସେନାମୁଖ୍ୟ ଜେନେରାଲ ଭିକେ ସିଂହ ବଡ଼ ବୟାନ ଦେଇଛନ୍ତି । ଭାରତ ସହ ପାକ୍ ଅଧିକୃତ କଶ୍ମୀର ଆପେ ଆପେ ମିଶିଯିବ ବୋଲି କହିଛନ୍ତି । ତେବେ ଏଥିପାଇଁ କିଛି ସମୟ ଅପେକ୍ଷା କରିବାକୁ ପଡ଼ିବ ବୋଲି ସେ କହିଛନ୍ତି । କେନ୍ଦ୍ରମନ୍ତ୍ରୀ ତଥା…

ଗୋଟିଏ ତୀରରେ ଦୁଇଟି ଲକ୍ଷ୍ୟ ଭେଦ କରିବାକୁ କଂଗ୍ରେସର ମାଷ୍ଟରପ୍ଲାନ । ସାଧାରଣ ନିର୍ବାଚନରେ ଦଳିତ ଭୋଟ ହାତେଇବାକୁ…

କନକ ବ୍ୟୁରୋ : ଦଳିତ ଭୋଟ ଉପରେ କଂଗ୍ରେସର ନଜର । ୨୦୨୪ ଲୋକସଭା ନିର୍ବାଚନରେ ଦଳିତ ଭୋଟ ହାତେଇବାକୁ ନୂଆ ଚାଲ ଖେଳିଛି କଂଗ୍ରେସ । ସବୁଠୁ ଅଧିକ ଲୋକସଭା ଆସନ ଥିବା ଉତରପ୍ରଦେଶର କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କୁ ପ୍ରାର୍ଥୀ କରିବାକୁ ଯୋଜନା କରିଛି କଂଗ୍ରେସ । ଖଡଗେ ଜଣେ ଦଳିତ…

ମିଶନ ଚନ୍ଦ୍ର ଓ ସୂର୍ଯ୍ୟ ପରେ ଭାରତର ମିଶନ ‘ସମୁଦ୍ର’ । ସମୁଦ୍ରର ରହସ୍ୟ ଖୋଜିବ ମିଶନ ‘ସମୁଦ୍ରଯାନ’

କନକ ବ୍ୟୁରୋ : ସଫଳତାର ସହ ଭାରତ ମିଶନ ଚନ୍ଦ୍ର ଓ ସୂର୍ଯ୍ୟ ଲଂଚ୍ କରିବା ପରେ ଆଗାମୀ ଲକ୍ଷ୍ୟ ରଖିଛି ସମୁଦ୍ର । ଏହା ପାଇଁ ଖୁବ ଶିଘ୍ର ଆରମ୍ଭ ହେବାକୁ ଯାଉଛି ମିଶନ ସମୁଦ୍ରଯାନ । ଏନେଇ ଟୁଇଟ କରି ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ । ସମୁଦ୍ରଯାନର କିଛି ଫଟୋ ଓ ଭିଡିଓ ପୋଷ୍ଟ…

କର୍କଟରୋଗ ବିରୋଧୀ ଲଢେଇରେ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସର ବଡ ସଫଳତା । କର୍କଟରୋଗକୁ ଚିହ୍ନଟ ଓ ନଷ୍ଟ କରିବା ପାଇଁ…

କନକ ବ୍ୟୁରୋ : କର୍କଟ ରୋଗ ଚିହ୍ନଟ ଏବଂ କ୍ୟାନସର ସେଲକୁ ନଷ୍ଟ ପାଇଁ ନୂଆ ପଦ୍ଧତି ବିକାଶ କରିଛି ବେଙ୍ଗାଲୁରୁର ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସ । ଆଇଆଇଏସ ଏକ ହାଇବ୍ରିଡ୍ ନାନୋପାଟିକିଲ୍ସର ପ୍ରସ୍ତୁତ କରିଛନ୍ତି ଯାହା କ୍ୟାନସର ରୋଗ ଚିହ୍ନଟ କରିବା ସହ କ୍ୟାନସର ସେଲଗୁଡିକୁ ସମ୍ପୁର୍ଣ୍ଣ…