Daily Archives

September 11, 2023

ମୂଳପୋଛ ହୋଇଗଲା ପୁରା ପରିବାର । ମୁଖିଆଙ୍କ ମୃତ୍ୟୁ ପରେ ବିଷ ପିଇଦେଇଥିଲେ ସ୍ତ୍ରୀ, ପୁଅ, ଝିଅ ।

କନକ ବ୍ୟୁରୋ: ଅବସାଦର ନିଆଁରେ ଜଳି ପୋଡ଼ି ପାଉଁଶ ହୋଇଯାଇଛି ପୁରା ପରିବାର । ଘରର ମୁରବୀ ଚାଲି ଯିବା ପରେ ସାହୁ ପରିବାର ଉପରେ ଯେମିତି ଛିଣ୍ଡି ପଡ଼ିଥିଲା ଦୁଃଖର ପାହାଡ଼ । କେମିତି ଘର ଚଳିବ, ପୁଅ କେମିତି ମଣିଷ ହେବ, ବିବାହିତ ଝିଅର ଭାଗ୍ୟ କ’ଣ ହେବ? ଏମିତି ଦ୍ୱନ୍ଦ୍ୱ ଭିତରେ ସନ୍ତୁଳି…

ସାମନାକୁ ଆସିଲା ସୂର୍ଯ୍ୟମନ୍ଦିରର ଜରାଜୀର୍ଣ୍ଣ ସ୍ଥିତି । ଫାଟିଗଲାଣି କୋଣାର୍କ ଚକ୍ର । ନଷ୍ଟ ହେବାକୁ ବସିଛି ସୂକ୍ଷ୍ମ…

କନକ ବ୍ୟୁରୋ: ଓଡିଶାର ଗର୍ବ, ଗୌରବ, ଐତିହ ବହନ କରୁଥିବା କୋଣାର୍କ ଚକରେ ଫାଟ । ଦିଲ୍ଲୀରେ ଆୟୋଜିତ ଜି-୨୦ ଶିଖର ସମ୍ମିଳନୀରେ କୋଣାର୍କ ଚକ୍ର ଚର୍ଚ୍ଚାର ବିଷୟ ପାଲଟିଥିଲା । ବିଶ୍ୱନେତାଙ୍କୁ ସ୍ୱାଗତ କରାଯାଉଥିବା ମଞ୍ଚର ପ୍ରଚ୍ଛଦପଟରେ ସ୍ଥାନ ପାଇଥିଲା କୋଣାର୍କ ଚକ୍ରର ପ୍ରତିକୃତି । ମାତ୍ର…

ମାଆ ତାରିଣୀଙ୍କ ପୀଠରେ ନଷ୍ଟ ହେଉଛି ଲକ୍ଷ ଲକ୍ଷ ମାନସିକ ନଡ଼ିଆ । ମନ୍ଦିର କର୍ତୃପକ୍ଷ କହିଲେ, ଟେଣ୍ଡର ନେଇଥିବା…

କନକ ବ୍ୟୁରୋ: ମା’ ତାରିଣୀଙ୍କ ପୀଠରେ ଗଦା ହୋଇଛି ଲକ୍ଷ ଲକ୍ଷ ନଡିଆ । ଶ୍ରଦ୍ଧାଳୁମାନେ ମାନସିକ କରି ମା’ଙ୍କ ନିକଟକୁ ଏହି ନଡିଆ ପଠାଇଛନ୍ତି । କିନ୍ତୁ ବିଡମ୍ବନାର ବିଷୟ ହେଉଛି, ମାଙ୍କ ପାଖକୁ ଶ୍ରଦ୍ଧାଳୁମାନେ ପଠାଇଥିବା ଏହି ନଡିଆ ଭିତରୁ ପ୍ରାୟ ୮୦ ପ୍ରତିଶତ ନଡିଆ ପଚି ନଷ୍ଟ ହୋଇଗଲାଣି ।…

ଖଣ୍ଡପଡା ବିଧାୟକଙ୍କ ବଡ ବୟାନ । ସୌମ୍ୟରଂଜନ କହିଲେ, ବର୍ତମାନ ସ୍ଥିତିରେ ଗଣତନ୍ତ୍ରର ଅର୍ଥ । ‘ଯୋ ଜିତା ୱହି ସିକନ୍ଦର’

କନକ ବ୍ୟୁରୋ: ଗଣତନ୍ତ୍ରରେ ‘ଯୋ ଜିତା ବୋ ସିକନ୍ଦର’ । ଏଭଳି ଏକ ବୟାନ ରଖିଛନ୍ତି ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ । ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି, ଗଣତନ୍ତ୍ର ବୋଲି ଆମେ ଗର୍ବ ଅନୁଭବ କରୁଛୁ, କିନ୍ତୁ ବର୍ତମାନ ସ୍ଥିତିରେ ଗଣତନ୍ତ୍ରମାନେ ଯୋ ଜିତା ବୋ ସିକନ୍ଦର । ଯିଏ…

ନେତାଙ୍କୁ ରାଜନୀତିର ଟ୍ରେନିଂ । ବିଜେଡିର ପ୍ରଶିକ୍ଷଣ ବନାମ ବିଜେପିର ୱାର ରୁମ୍ । ନିର୍ବାଚନ ପାଇଁ ତୃଣମୂଳ ସ୍ତରର…

କନକ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନ ପାଇଁ ବିଜେଡିର କସରତ । ତୃଣମୂଳ ସ୍ତରରେ ନେତା ଓ କର୍ମୀଙ୍କୁ ଗୁରୁମନ୍ତ୍ର ଦେବା ପାଇଁ ଆରମ୍ଭ ହୋଇଛି ବିଜେଡିର ତାଲିମ ଶିବିର । ସେପଟେ ଭାରତୀୟ ଜନତା ପାର୍ଟି ମଧ୍ୟ ନିର୍ବାଚନ ପାଇଁ ଆରମ୍ଭ କରିଦେଇଛି ଜୋରଦାର ପ୍ରସ୍ତୁତି । ପ୍ରତିଟି ଲୋକଙ୍କ ପାଖରେ…

ବିରୋଧୀଙ୍କ ଟାର୍ଗେଟରେ ପ୍ରଶାସନିକ ଅଧିକାରୀ । ୪ରୁ ୬ ଜଣ ଅଫିସରଙ୍କୁ ଟାର୍ଗେଟ କଲେ ଅପରାଜିତା । କାହିଁକି ୫ ବର୍ଷରୁ…

କନକ ବ୍ୟୁରୋ: ବିରୋଧୀଙ୍କ ଟାର୍ଗେଟରେ ପ୍ରଶାସନିକ ଅଧିକାରୀ । ରାଜ୍ୟର ୪ରୁ ୬ ଜଣ ଅଫିସରଙ୍କୁ ଟାର୍ଗେଟ କଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ଆଉ ମୟୁରଭଂଜ ଓ କେନ୍ଦୁଝର ଜିଲ୍ଲାପାଳ କାହିଁକି ୫ ବର୍ଷରୁ ଅଧିକ ସମୟ ଗୋଟିଏ ସ୍ଥାନରେ ରହିଛନ୍ତି, ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି…