Daily Archives

September 10, 2023

ନେତାଜୀ ବସ୍ ଟର୍ମିନାଲ ଉଦଘାଟନ ପୂର୍ବରୁ ବିବାଦ । ବିନା ବିଜ୍ଞାପନରେ ନିଯୁକ୍ତି, ସ୍ଥାନୀୟ ଲୋକଙ୍କ ପ୍ରତିବାଦ

କନକ ବ୍ୟୁରୋ : ଆସନ୍ତା ୧୬ତାରିଖରେ ଉଦଘାଟନ ହେବ କଟକ ନେତାଜୀ ବସ୍ ଟର୍ମିନାଲ । କିନ୍ତୁ ଟର୍ମିନାଲର ଉଦଘାଟନ ପୂର୍ବରୁ ନିଯୁକ୍ତି ନେଇ ଦେଖା ଦେଇଛି ବିବାଦ । ବିନା ବିଜ୍ଞାପନରେ ପ୍ରାୟ ୩ଶହ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଥିବା ଅଭିଯୋଗ ଆଣି ଆନ୍ଦୋଳନକୁ ଓହ୍ଲାଇଛନ୍ତି ସ୍ଥାନୀୟ ଲୋକ ।…

ଗଂଜାମରେ ପୁଣି ଗଡିଲା ମୁଣ୍ଡ । ବିଜେଡି ନେତାଙ୍କୁ ହାଣି ନଦୀରେ ପିଙ୍ଗିଦେଲେ

କନକ ବ୍ୟୁରୋ : ନିର୍ବାଚନ ପୂର୍ବରୁ ଗଞ୍ଜାମରେ ରାଜନୈତିକ ହତ୍ୟାକାଣ୍ଡ । ଶେରଗଡ ଥାନା କୁମାରପାଣି ପଂଚାୟତର ବିଜେଡି ନେତା ମଧୁ ବିଷୋୟୀଙ୍କୁ ବାରସିଙ୍ଗି ଗାଁ ନିକଟ ନନ୍ଦିନୀ ସେତୁ ଉପରେ କିଛି ଦର୍ବୃତ ନିର୍ମମଭାବେ ହତ୍ୟା କରିଛନ୍ତି । ଆଉ ଶବକୁ ପୋଲ ଉପରୁ ନଦୀକୁ ଫୋଫାଡିଦେଇଛନ୍ତି । ମଧୁ…

ସମ୍ବାଦ ଓ ଆମ ଓଡିଶା ପକ୍ଷରୁ ଭାଷା ପ୍ରତି ଆଦର ସୃଷ୍ଟି କରିବା ପାଇଁ କୁନି ପ୍ରତିଭା ପ୍ରତିଯୋଗିତା । ରାଜ୍ୟର ସମସ୍ତ…

କନକ ବ୍ୟୁରୋ : କୁନି କୁନି ପିଲାଙ୍କ ଭିତରେ ଭାଷା ପ୍ରତି ଆଦର ସୃଷ୍ଟି କରିବା ଏବଂ କୁନି ପ୍ରତିଭାକୁ ପ୍ରୋତ୍ସାହିତ କରିବ ଲକ୍ଷ୍ୟରେ, ପ୍ରତିବର୍ଷ ଭଳି ଚଳିତବର୍ଷ ସମ୍ବାଦ-ଆମ ଓଡ଼ିଶା ପକ୍ଷରୁ ସାରା ରାଜ୍ୟରେ ଅନୁଷ୍ଠିତ ହୋଇଛି ବାର୍ଷିକ ପ୍ରତିଯୋଗିତା । ଛାତ୍ରଛାତ୍ରୀଙ୍କୁ ନେଇ ଚିତ୍ରାଙ୍କନ,…

ରାଜ୍ କରୁଛନ୍ତି ବୁଲେଟ ରାଜା । ଆକ୍ସନରେ ଟ୍ରାଫିକ ପୁଲିସ, ଫାଇନ ନୁହେଁ, କୋର୍ଟରୁ ଆଣିବେ ବେଲ୍

କନକ ବ୍ୟୁରୋ : ବୁଲେଟରେ ମଡି ଫାଏଡ ସାଇଲେନ୍ସର ଲଗାଇଲେ ସିଜ ହେବ ବାଇକ୍ । ଏଣିକି ଥାନାରୁ ଫାଇନ ଦେଇ ଖସିପାରିବେନି ଚାଳକ । ରାଜଧାନୀ ରାଜରାସ୍ତାରେ ସାପ ଖେଳାଇଲା ଭଳି ବାଇକ ଚଳାଉଥିବା ରୋମିଓଙ୍କୁ କୋର୍ଟର ରାସ୍ତା ଦେଖାଇଦେଇଛି କମିଶନରେଟ୍ ପୁଲିସ । ବିପଦପୂର୍ଣ୍ଣ ଗାଡି ଚାଳନା କରି ବାଇକରୁ…

ଘରକୁ ଫେରିଲେ କାମ୍ବୋଡିଆରେ ବନ୍ଦୀଥିବା ଓଡିଆ ପୁଅ । ପୂରା ଗାଁରେ ଖୁସିର ମାହୋଲ

କନକ ବ୍ୟୁରୋ : କାମ୍ବୋଡିଆରେ ବନ୍ଦୀ ଜୀବନ ବିତାଉଥିବା ରଙ୍ଗେଇଲୁଣ୍ଡାର ଗୋଳନ୍ଥରାର ଦୀନବନ୍ଧୁ ସାହୁ ନିଜ ଘରକୁ ଫେରିବା ପରେ ପୂରା ଗାଁରେ ଖୁସିର ମାହୋଲ । ଘରକୁ ଫେରିବା ପରେ ତାଙ୍କ ସହ ଘଟି ଯାଇଥିବା ଦୁଃଖକୁ ବଖାଣିଛନ୍ତି ଦୀନବନ୍ଧୁ । କହିଛନ୍ତି, ଭିଏତନାମରେ ଚାକିରି ଦେବା ନାଁରେ…

ଶେଷ ହେଲା ଜି-୨୦ ଶିଖର ସମ୍ମିଳନୀ । ଆଗାମୀ ଶିଖର ସମ୍ମିଳନୀ ପାଇଁ ବ୍ରାଜିଲକୁ ଦାୟୀତ୍ୱ ହସ୍ତାନ୍ତର କଲେ…

କନକ ବ୍ୟୁରୋ : ନିରନ୍ତର ବିକାଶର ନୂଆ ଆଶା ଓ ବିଶ୍ୱାସ ସହ ବ୍ରାଜିଲ ରାଷ୍ଟ୍ରପତିଙ୍କୁ ପରବର୍ତୀ ସମ୍ମିଳନୀ ପାଇଁ ଦାୟୀତ୍ୱ ହସ୍ତାନ୍ତର କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗୋଟିଏ ପୃଥିବୀ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତର ଲକ୍ଷ୍ୟ ନେଇ ଆଗକୁ ବଢ଼ିବାର ଆହ୍ୱାନ ଦେଇଛନ୍ତି ମୋଦି ।…