Daily Archives

September 9, 2023

ଆଜିଠୁ ଆରମ୍ଭ ହେଲା ଦୁଇ ଦିନିଆ ଜି-୨୦ ଶିଖର ସମ୍ମିଳନୀ । ବିଶ୍ୱରେ ବିଶ୍ୱାସ ସଙ୍କଟ ଥିବା କହି ଜି-୨୦ରୁ ସବକା ସାଥ…

କନକ ବ୍ୟୁରୋ : ଭାରତମଣ୍ଡପମରେ ପହୁଁଛନ୍ତି ବିଭିନ୍ନ ଦେଶର ରାଷ୍ଟ୍ରନେତା । ସେମାନଙ୍କୁ ଭବ୍ୟ ସ୍ୱାଗତ କରୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଅତଥିଙ୍କୁ ପାଛୋଟି ନେଇଛନ୍ତି ପ୍ରଧାନମନ୍ତ୍ରୀ । କାହା ସହ କରମର୍ଦ୍ଦନ କରି ତ ପୁଣି କାହାକୁ ଆଲିଙ୍ଗନ କରୁଥିବା ଦେଖିବାକୁ ମିଳିଛି । ବ୍ରିଟେନ…

ବିକ୍ରମ ଲ୍ୟାଣ୍ଡରର ନୂଆ ଫଟୋ ପଠାଇଲା ଚନ୍ଦ୍ରଯାନ ଟୁ ଅର୍ବିଟର । ଦେଖିବାକୁ ମିଳିଲା ଚନ୍ଦ୍ରରେ ରାତି ସମୟରେ ବିକ୍ରମ…

କନକ ବ୍ୟୁରୋ : ସାମ୍ନାକୁ ଆସିଲା ଲ୍ୟାଣ୍ଡର ବିକ୍ରମର ଚମକ୍ରାର ଫଟୋ । ଏହି ଫଟୋ ଚନ୍ଦ୍ରଯାନ ଟୁର ଅର୍ବିଟର ଉତ୍ତୋଳନ କରିଛି । ଫଟୋରେ ଦେଖିବାକୁ ମିଳିଛି ଚନ୍ଦ୍ରରେ ରାତି ସମୟରେ ବିକ୍ରମର ଲ୍ୟାଣ୍ଡର ସ୍ଥିତି । ସେପ୍ଟେମ୍ବର ୬ ତାରିଖରେ ଚନ୍ଦ୍ରର ସେହି ଅଂଶରେ ରାତି ହୋଇଥିଲା ଯେଉଁଠାରେ…

ଅଜଣା ଯୁବତୀଙ୍କ ସହ ଚ୍ୟାଟିଂ କରୁଛନ୍ତି କି ? ନିଜ ଫ୍ରେଣ୍ଡଲିଷ୍ଟରେ ତାଙ୍କୁ ଜାଗା ଦେଉଛନ୍ତି କି ?…

କନକ ବ୍ୟୁରୋ: ସାବଧାନ, ଅଜଣା ଯୁବତୀଙ୍କ ସହ ଚ୍ୟାଟିଂ କରୁଛନ୍ତି କି ? ସୁନ୍ଦରୀ ଯୁବତୀଙ୍କ ଉପରେ ସନ୍ଦେହ ନ କରି ନିଜ ଫ୍ରେଣ୍ଡଲିଷ୍ଟରେ ତାଙ୍କୁ ଜାଗା ଦେଉଛନ୍ତି କି ? ପ୍ରୋଫାଇଲ ଫଟୋ ଦେଖି ଜୀବନସାଥୀ କରିବାର ସ୍ୱପ୍ନ ଦେଖୁଛନ୍ତି କି ? ତାହା ହେଲେ ଟିକିଏ ସାବଧାନ ହୋଇଯାଆନ୍ତୁ । କାହିଁକି…

ନବୀନ ଆମେ ତମ ଫ୍ୟାନ ଷ୍ଟାଇଲରେ କଂଗ୍ରେସ କଲା ମ୍ୟୁଜିକ ଭିଡିଓ । ସ୍ୱର ଦେଲେ ତାରା ବାହିନୀପତି, ମାନସ ଚୌଧୁରୀ ଓ ୟାସିର…

କନକ ବ୍ୟୁରୋ: ନବୀନ ସରକାରଙ୍କୁ ଘେରିବା ପାଇଁ ଗୀତର ସାହାର ନେଲା କଂଗ୍ରେସ । ୬ମିନିଟର ଏକ ମ୍ୟୁଜିକ୍ ଭିଡିଓକୁ ପ୍ରସ୍ତୁତ କରିଛି ଛାତ୍ର କଂଗ୍ରେସ । ଏଥିରେ ତାରା ପ୍ରସାଦ ବାହିନୀପତି, ଛାତ୍ର କଂଗ୍ରେସ ସଭାପତି ୱାସିର ନୱାଜ ଓ କଂଗ୍ରେସ ନେତା ମାନସ ଚୌଧୁରୀ କଣ୍ଠଦାନ କରିଛନ୍ତି । ତେବେ ଏହି…

ବେଦାନ୍ତ ବିରୋଧୀ ନ୍ୟାୟିକ ବିଜୟ ପରେ ପୁରୀରେ ଉତ୍ସବ । କୋଣାର୍କ ବେଳାଭୂମି ରାସ୍ତାର ବେଲଦୋଳରେ ବିଶାଳ ଚାଷୀ ସମାବେଶ ।…

କନକ ବ୍ୟୁରୋ : ପାରମ୍ପରିକ ନାଗା, ମେଢ଼ ନାଚ ଓ ବାଡି ଖେଳ ସହ ସୁପ୍ରିମକୋର୍ଟର ଆଇନଜୀବୀ ପ୍ରଶାନ୍ତ ଭୂଷଣ ଓ ପରିବେଶବିତ୍ ମେଧା ପାଟକରଙ୍କୁ ପୁରୀରେ ସ୍ୱାଗତ । ଜୟୀ ରାଜଗୁରୁଙ୍କୁ ଶ୍ରଦ୍ଧାଞ୍ଜଳି ପରେ ପୁରୀ ଜିଲ୍ଲାର ବେଲଦଳରେ ହଜାର ହଜାର ଚାଷୀଙ୍କ ଗହଣରେ କୃଷକ ସମାବେଶ । ଏ ଉତ୍ସବ ବିଜୟର ।…

ବିଶ୍ୱ ମଞ୍ଚରେ ଚର୍ଚ୍ଚା ସାଉଣ୍ଟିଲା ଓଡିଶାର କୋଣାର୍କ ଚକ୍ର । ଭାରତ ମଣ୍ଡପମର କୋଣାର୍କ ଚକ୍ର ପ୍ରତିକୃତି ଆଗରେ…

କନକ ବ୍ୟୁରୋ: ଦିଲ୍ଲୀରେ ଚାଲିଥିବା ଜି-୨୦ ସମ୍ମିଳନୀର ମୁଖ୍ୟ ଆକର୍ଷଣ ପାଲଟିଛି ଓଡିଶାର ଗର୍ବ, ଗୌରବ କୋଣାର୍କ ଚକ୍ର । ଭାରତ ମଣ୍ଡପମରେ ସ୍ଥାନ ପାଇଛି କୋଣାର୍କ ଚକ୍ରର ପ୍ରତିକୃତି । ଯେଉଁଠି ବିଶ୍ୱନେତାମାନଙ୍କୁ ସ୍ୱାଗତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ତେବେ ଆମେରିକା…