Daily Archives

September 7, 2023

ମହାକାଶରେ ସେଲଫି ନେଲା ଆଦିତ୍ୟ-ଏଲ୧ । ପୃଥିବୀ ଓ ଚନ୍ଦ୍ର ସହ ସେଲଫି ଉଠାଇଲା ସୂର୍ଯ୍ୟ ଯାନ

କନକ ବ୍ୟୁରୋ : ସେଲ୍ଫି ନେଲା ଆଦିତ୍ୟ-ଏଲ୧ । ସୂର୍ଯ୍ୟ ମିଶନରେ ଥିବା ସାଟେଲାଇଟ୍ ଆଦିତ୍ୟ-ଏଲ୧ ପୃଥିବୀ ଏବଂ ଚନ୍ଦ୍ର ସହ ସେଲ୍ଫି ଉଠାଇଛି । ଆଦିତ୍ୟ-ଏଲ୧ରେ ଖଞ୍ଜା ଯାଇଥିବା କ୍ୟାମେରା ଏହି ସେଲ୍ଫି ନେଇଛି । ଯାହାକୁ ଟୁଇଟରେ ସେୟାର କରିଛି ଇସ୍ରୋ । ଫଟୋରେ ଉଭୟ ପୃଥୀବି ଏବଂ ଚନ୍ଦ୍ର…

ମାଥିଲିରୁ ଆସିଲା ଦୁଃଖଦ ଖବର, ଛାତ ସେଣ୍ଟ୍ରିଂ ଖସିପଡିବାରୁ ୩ ଶ୍ରମିକଙ୍କ ମୃତ

କନକ ବ୍ୟୁରୋ : ମାଲକାନାଗିରି ଜିଲ୍ଲା ମାଥିଲିରୁ ଆସିଛି ଦୁଃଖଦ ଖବର । ଏକ ଛାତ ସେଣ୍ଟ୍ରିଂ ଖସିପଡିବାରୁ ୩ଜଣ ଶ୍ରମିକଙ୍କର ଅକାଳ ବିୟୋଗ ଘଟିଛି । ଆନ୍ଧ୍ରପ୍ରଦେଶକୁ କାମ କରିବାକୁ ଯାଇଥିବା ବେଳେ ଏଭଳି ଘଟଣା ଘଟିଛି । ମୃତ ଯୁବକଙ୍କ ମଧ୍ୟରୁ ବଡପଡାରେ ୨ ଓ ଗୋଇଗୁଡାର ଜଣେ ଯୁବକ ରହିଛନ୍ତି ।…

୨୦ ବର୍ଷରେ ମାଟିତଳୁ ସରିଯିବ ଲୁହାପଥର! ସତର୍କ କଲେ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ

କନକ ବ୍ୟୁରୋ: ଓଡିଶାର ମାଟି ତଳେ ଥିବା ଲୁହା ପଥର ଉତୋଳନରେ ବ୍ୟାପକ ଦୁନୀତି ହେଉଥିବା, ବାରମ୍ବାର ଅଭିଯୋଗ ହେଉଛି । ହେଲେ, ମାଟି ତଳୁ କେତେ ଲୁହା ପଥର ଉତୋଳନ କରାଯିବ ସେଥିପାଇଁ ସୀମା ନିର୍ଦ୍ଦାରଣ କରାଯାଇନଥିବାରୁ, ଅଭିଯୋଗକୁ ଖଣି ଲିଜଧାରୀ କମ୍ପାନୀ ଖାତିର କରୁ ନାହାନ୍ତି । ଆଉ ମନଇଛା…

ଦିନକ ପରେ ଦିଲ୍ଲୀରେ ଜି-୨୦ ସମ୍ମିଳନୀ । ସାମିଲ ହେବାକୁ ଆସୁଛନ୍ତି ବିଶ୍ୱର ବଡ-ବଡ ନେତା, ସୁରକ୍ଷା ବ୍ୟବସ୍ଥା କଡାକଡି

କନକ ବ୍ୟୁରୋ : ଦିଲ୍ଲୀର ପ୍ରଗତି ମୈଦାନରେ ହେବ ଜି-୨୦ ବୈଠକ । ବିଶ୍ୱର ଗମ୍ଭୀର ସମସ୍ୟାର ସମାଧାନ ପାଇଁ ବୈଠକରେ ଏକାଠି ହେବେ ଜି-୨୦ ରାଷ୍ଟ୍ର ସମୂହର ନେତା । ସେପ୍ଟେମ୍ବର ୯ ଓ ୧୦ ତାରିଖରେ ହେବାକୁ ଥିବା ବୈଠକ ପାଇଁ ଦିଲ୍ଲୀ ପହଂଚିଛନ୍ତି ମରିସସ୍ ପ୍ରଧାନମନ୍ତ୍ରୀ ପ୍ରବୀନ୍ଦ ଜଗନ୍ନାଥ ।…

ନିର୍ବାଚନ ମାହୋଲରେ ସନାତନ ଧର୍ମକୁ ନେଇ ବିବାଦର ଝଡ । ଉଦୟନିଧିଙ୍କ ବୟାନ ନିଆଁରେ ଘିଅ ଢାଲିଲେ ଡିଏମକେ ନେତା ଏ.ରାଜା

କନକ ବ୍ୟୁରୋ : ଏ. ରାଜା । ତାମିଲନାଡୁର ଏହି ଡିଏମକେ ନେତା, ଏଭଳି ଏକ ବୟାନ ରଖିଛନ୍ତି, ଯାହାର ପ୍ରଭାବ ସିଧାସଳଖ, ଦେଶର ପ୍ରାୟ ଶହେ କୋଟି ଲୋକଙ୍କ ଉପରେ ପଡ଼ିବାକୁ ଯାଉଛି । କେନ୍ଦ୍ର ସରକାରଙ୍କ ବିଶ୍ୱକର୍ମା ଯୋଜନାକୁ ବିରୋଧ କରିବାକୁ ଯାଇ, ଚେନ୍ନାଇରେ ସନାତନ ଧର୍ମକୁ କୃଷ୍ଠ ଏବଂ ଏଡ୍ସ ରୋଗ…

ଏପଟେ ବାହାଘର ସେପଟେ ଶୁଦ୍ଧିକ୍ରିୟା: ଝିଅ ପ୍ରେମ ବିବାହ କରିଥିବାରୁ ଆତ୍ମାର ସଦଗତି କାମନା କରି ଶୁଦ୍ଧି ହେଲେ ପରିବାର…

କନକ ବ୍ୟୁରୋ: ବାହା ହେଲା ଝିଅ, ଶୁଦ୍ଧି ହେଲେ ପରିବାର । ଝିଅ ପ୍ରେମ ବିବାହ କରିଥିବାରୁ ଆତ୍ମାର ସଦ୍ଗତି କାମନା କରି ଶୁଦ୍ଧି କରିଦେଲେ ପରିବାର ଲୋକ । ଯେଉଁଠି ଝିଅର ବାହାଘର ହେଉଥିଲା, ତାର ଠିକ୍ ପାଖରେ ସୁଦ୍ଧିକର୍ମ କରୁଥିଲେ ପରିବାର ଲୋକ । ଯୁଗ ବଦଳି ଥାଇପାରେ । କିନ୍ତୁ କିଛି ଲୋକଙ୍କ…