Daily Archives

September 5, 2023

ଆରଟିଆଇ ରିପୋର୍ଟରେ ମିଳିଲା ସୂଚନା । ୯ବର୍ଷ ହେବ ଗୋଟିଏ ଦିନ ବି କାର୍ଯ୍ୟରୁ ଛୁଟି ନେଇ ନାହାଁନ୍ତି ପ୍ରଧାନମନ୍ତ୍ରୀ…

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନେଇ ଆସିଛି ରୋଚକ ତଥ୍ୟ । ୨୦୧୪, ଯେବେଠୁ ସେ ପ୍ରଧାନମନ୍ତ୍ରୀ ପଦରେ ବସିଛନ୍ତି ସେବେଠୁ ଗୋଟିଏ ଦିନ ମଧ୍ୟ ଛୁଟି ନେଇ ନାହାଁନ୍ତି ମୋଦୀ । ଦୀର୍ଘ ୯ବର୍ଷର ଶାସନକାଳରେ ମୋଦୀ ନିରନ୍ତର କାମ କରୁଛନ୍ତି । ଏହି ତଥ୍ୟ ଆରଟିଆଇ ରିପୋର୍ଟରୁ ଜଣାପଡିଛି ।…

ଗୁରୁ ଦିବସରେ ସାରା ରାଜ୍ୟରୁ ଆସିଲା ନିଆରା ଗୁରୁଙ୍କ ଚିତ୍ର । କେଉଁଠି ରାଜମିସ୍ତ୍ରୀ ଗଢ଼ୁଛନ୍ତି ନୂଆ କାରିଗରଙ୍କ…

କନକ ବ୍ୟୁରୋ: ଆଜି ଗୁରୁ ଦିବସ । ଗୁରୁଙ୍କ ପାଇଁ ଆଜିର ଦିନଟି ଉତ୍ସର୍ଗୀକୃତ । ପ୍ରକୃତରେ ଗୁରୁଙ୍କ ପାଇଁ ଗୋଟିଏ ଦିନ କଣ, ଜଣେ ଛାତ୍ର୍ରର ସାରା ଜୀବନ କମ୍ ପଡିଯିବ । ତେବେ ଆଜିର ଦିନରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଛି ନିଆରା ଗୁରୁଙ୍କ କାହାଣୀ । ଇଞ୍ଜିନିୟର ଚାକିରୀରେ ମନ…

ଗୁରୁଦିବସକୁ କଳା ଦିବସ ଭାବେ ପାଳିଲେ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ । ମୁହଁରେ କଳା କପଡ଼ା ବାନ୍ଧି ଲୋୟର…

କନକ ବ୍ୟୁରୋ: ହକ୍ ପାଇଁ ଗୁରୁଦିବସରେ ଗୁରୁଙ୍କ ଗର୍ଜନ । ହକ୍ ପାଇଁ ଭୁବନେଶ୍ୱରର ଲୋୟର ପିଏମଜିରେ ସଂସ୍କୃତ ଶିକ୍ଷକଙ୍କ ମହାଧାରଣା ଦେଇଛନ୍ତି । ହୋମ ଯଜ୍ଞ କରି ପ୍ରତିବାଦ କରିଛନ୍ତି ସଂସ୍କୃତ ଶିକ୍ଷକ । ରାଜ୍ୟରେ ଥିବା ୪୧ଟି ସଂସ୍କୃତ ଟୋଲକୁ ସୁରକ୍ଷା ଓ ଗଣଶିକ୍ଷା ବିଭାଗରେ ସାମିଲ କରିବାକୁ…

ବଦଳିଯିବ କି ଦେଶର ନାଁ । ରାଷ୍ଟ୍ରପତିଙ୍କ ନିମନ୍ତ୍ରଣ ପତ୍ରରେ ପ୍ରେସିଡେଂଟ ଅଫ ଇଣ୍ଡିଆ ସ୍ଥାନରେ ଭାରତ ଲେଖାଯିବାକୁ…

କନକ ବ୍ୟୁରୋ : ଭାରତୀୟ ସମ୍ବିଧାନର ପ୍ରଥମ ଅନୁଚ୍ଛେଦରେ ଲେଖା ଯାଇଛି ‘ଇଣ୍ଡିଆ ଦ୍ୟାଟ୍ ଇଜ ଭାରତ ସାଲ ବି ଏ ୟୁନିୟନ ଅଫ ଷ୍ଟେଟ୍ସ’ । ଅର୍ଥାତ ଇଣ୍ଡିଆ ଯାହାକି ଭାରତ, ରାଜ୍ୟଗୁଡି଼କର ଏକ ସଂଘ । ଜାତୀୟ ଗଣମାଧ୍ୟମରେ ହେଉଥିବା ଚର୍ଚ୍ଚା ଅନୁସାରେ ଦେଶର ନାଁ ହଟାଇ କେବଳ ଭାରତ କରିବାକୁ ଯୋଜନା…

ଗୋଡରେ କଳା ଜୋତା ସହ ମୁଣ୍ଡରେ କଳା ହେଲମେଟ୍ ଦେଇ ସୁଟ୍ ବୁଟ୍ ହୋଇ ଆସୁଛନ୍ତି ଲୁଟେରା । ଚେନ୍ ଝାମ୍ପି ସ୍ପିଡ୍ ବାଇକରେ…

କନକ ବ୍ୟୁରୋ: ମୁହଁରେ କଳା ମାକ୍ସ, ଦେହରେ କଳା ପ୍ୟାଣ୍ଟ, ଜ୍ୟାକେଟ୍ । ଗୋଡରେ କଳା ଜୋତା ସହ ମୁଣ୍ଡରେ କଳା ହେଲମେଟ । ସବୁକିଛି କଳା ପିନ୍ଧି ସ୍ପିଡ୍ ବାଇକରେ ଆଖି ପିଛୁଳାକେ ଗାଏବ ହେଇଯାଉଥିବା ଏହି ରୋଡ ରୋମିଓଙ୍କ ବାବଦରେ ଜାଣିଲେ ଆପଣଙ୍କ ଛାତିରେ ଛନକା ପଶିଯିବ । ଏହି ସୁଟ୍ବୁଟ୍ ପିନ୍ଧା…

୫-ଟି ସଚିବଙ୍କ ହେଲିକପ୍ଟର ଗସ୍ତ ଖର୍ଚ୍ଚକୁ ନେଇ ଥମୁନି ବିବାଦ । ମନ୍ତ୍ରୀ ଟୁକୁନି ସାହୁ ଓ ପରିବହନ ବିଭାଗର ତଥ୍ୟ…

କନକ ବ୍ୟୁରୋ: ୫-ଟି ସଚିବଙ୍କ ହେଲିକପ୍ଟର ଗସ୍ତ ଖର୍ଚ୍ଚକୁ ନେଇ ବଢ଼ିବାରେ ଲାଗିଛି ବିବାଦ । ସଚିବଙ୍କ ହେଲିକପ୍ଟର ଗସ୍ତ ଖର୍ଚ୍ଚକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇବା ପରେ, ଜବାବ ରଖିଥିଲେ ପରିବହନ ମନ୍ତ୍ରୀ । ହିସାବ ଦେଇ ୫୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା କହିଥିଲେ । ଏପରିକି ବିଧାନସଭାରେ ତଥ୍ୟ…