Daily Archives

September 1, 2023

୨ ତାରିଖରେ ସୂର୍ଯ୍ୟ ମିସନ ‘ଆଦିତ୍ୟ-ଏଲ୍-୧’ । ମିସନ ପାଇଁ କାଉଂଟଡାଉନ ଆରମ୍ଭ

କନକ ବ୍ୟୁରୋ : ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋର ସୂର୍ଯ୍ୟ ଅଭିଯାନ ‘ଆଦିତ୍ୟ-ଏଲ୍-୧' ପାଇଁ ଆରମ୍ଭ ହୋଇଛି କାଉଂଟ ଡାଉନ । ଇସ୍ରୋର ଏହି ମହତ୍ୱକାଂକ୍ଷୀ ମିଶନକୁ ସେପ୍ଟେମ୍ବର ୨ ତାରିଖରେ ପିଏସଏଲଭି ସି-୫୭ ରକେଟ୍ ସାହାଯ୍ୟରେ ଉତଷେପଣ କରାଯିବ । ଶନିବାର ଇସ୍ରୋ ମୁଖ୍ୟ ଏସ ସୋମନାଥ…

‘ଗୋଟିଏ ଦେଶ ଗୋଟିଏ ନିର୍ବାଚନ’ ପାଇଁ କମିଟି ଗଠିତ । କମିଟିର ଅଧ୍ୟକ୍ଷ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ

କନକ ବ୍ୟୁରୋ : ଗୋଟିଏ ଦେଶ ଗୋଟିଏ ନିର୍ବାଚନ ପାଇଁ ଆଉ ପାଦେ ଆଗେଇଲେ କେନ୍ଦ୍ର ସରକାର । କମିଟି ଗଠନ କଲେ କେନ୍ଦ୍ର ସରକାର । ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି କମିଟିର ଅଧ୍ୟକ୍ଷ ରହିବେ । ହେଲେ କମିଟିର କିଏ କିଏ ସଦସ୍ୟ ରହିବେ, ସେନେଇ ଖୁବ୍ ଶୀଘ୍ର ନାଁ ପ୍ରକାଶ କରାଯିବ । ଏହି…

ରାକ୍ଷୀ ପୂର୍ଣ୍ଣମାରେ ବଡ଼ ଠାକୁର ବଳଭଦ୍ର ଓ ଜଗନ୍ନାଥଙ୍କ ପାଇଁ ରାକ୍ଷୀ ପଠାଇଲେ ଭଦ୍ରକର ସାଇ ସୁକନ୍ୟା । ପାଲଟା…

କନକ ବ୍ୟୁରୋ: କାଳିଆର କୁନି ଭଉଣୀ । ରାକ୍ଷୀ ପୂର୍ଣ୍ଣମାରେ ବଡ଼ ଠାକୁର ବଳଭଦ୍ର ଓ ଜଗନ୍ନାଥଙ୍କ ପାଇଁ ରାକ୍ଷୀ ପଠାଇ ଚର୍ଚ୍ଚାରେ ଭଦ୍ରକର ସାଇ ସୁକନ୍ୟା । କେବଳ ଏତିକି ନୁହେଁ ରାକ୍ଷୀ ସହ ଦୁଇ ଭାଇଙ୍କୁ ଲଡୁ ଖୁଆଇବାକୁ ୫ ଶହ ଟଙ୍କା ପଠାଇଛି କୁନି ସୁକନ୍ୟା । ବଡ଼ କଥା ହେଉଛି ସୁକନ୍ୟାଙ୍କୁ…

ଆସନ୍ତାକାଲି ଭାରତର ସୂର୍ଯ୍ୟ ଅଭିଯାନ । ଦିନ ୧୧ଟା ୫୦ରେ ଉତକ୍ଷେପଣ ହେବ ଆଦିତ୍ୟ ଏଲ୍-ୱାନ । ଶ୍ରୀହରିକୋଟାରେ ଶେଷ ହେଲା…

କନକ ବ୍ୟୁରୋ; ଚନ୍ଦ୍ରଯାନ ପରେ ଏବେ ସମସ୍ତଙ୍କ ନଜର ସୂର୍ଯ୍ୟ ଅଭିଯାନ ଉପରେ । ଇସ୍ରୋର ଏହି ମହତ୍ୱାକାଂକ୍ଷୀ ଯୋଜନା ପାଇଁ ଆରମ୍ଭ ହୋଇଛି କାଉଣ୍ଟଡାଉନ । ଆସନ୍ତାକାଲି ଦିନ ୧୧ଟା ୫୦ରେ ସତୀଶ ଧାୱନ ସ୍ପେଶ ସେଣ୍ଟରରୁ ଆଦିତ୍ୟ ଏଲ ୱାନକୁ ନେଇ ଯିବ ପିଏସଏଲଭି-ଏକ୍ସଏଲ । ମିସନର ସଫଳତା ନେଇ ଆଜି…

ତାଳଚେର ବିଧାୟକଙ୍କ କ୍ୟାମ୍ପ ଅଫିସରେ ବୋମା ଆତଙ୍କ । ନିଷ୍କ୍ରିୟ କଲେ ବମ୍ ସ୍କ୍ୱାଡ୍ । କିଏ ରଖିଥିଲା ବୋମା? ପୁଲିସ…

କନକ ବ୍ୟୁରୋ: ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ନନ୍ଦିରା ସ୍ଥିତ କ୍ୟାମ୍ପ ଅଫିସରେ ବୋମା । ତାହା ପୁଣି ଟାଇମ ବମ୍ ଭଳି ଦେଖାଯାଉଥିଲା । ସକାଳୁ ସକାଳୁ ଏପରି ଏକ ଖବର ପ୍ରଚାର ହେବା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା । ଘଟଣାସ୍ଥଳରେ ବୋମା ନିଷ୍କ୍ରିୟକାରୀ ଦଳ ପହଞ୍ଚି ଅତି…

ପ୍ରତିବାଦ ଓ ନାରାବାଜି ଭିତରେ ୫-ଟି ସଚିବଙ୍କ ଯାଜପୁର ଗସ୍ତ । ବିଜେପି, କଂଗ୍ରେସ ସମେତ ବିଭିନ୍ନ ସଂଗଠନ ପକ୍ଷରୁ…

କନକ ବ୍ୟୁରୋ: ଯାଜପୁରରେ ୫-ଟି ସଚିବକୁ ଜୋରଦାର ବିରୋଧ । କେବଳ ରାଜନୈତିକ ଦଳ ବିଜେପି କି କଂଗ୍ରେସ ନୁହେଁ ସାମାଜିକ ସଂଗଠନ ପକ୍ଷରୁ ମଧ୍ୟ ସଚିବଙ୍କୁ ବିରୋଧ କରାଯାଇଛି । ବିଜେପି କର୍ମୀ କଳାପୋଷାକ ପିନ୍ଧି ଓ କଂଗ୍ରେସ କର୍ମୀ କଳା ବେଲୁନ ଉଡାଇବା ସହ ସହ ଗୋ ବ୍ୟାକର ସ୍ଲୋଗାନ ଦେଇ ବିରୋଧ…