Daily Archives

June 19, 2023

ଆମେରିକା ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସ୍ୱାଗତ ପାଇଁ ବାଇଡେନ ପ୍ରଶାସନର ସ୍ୱତନ୍ତ୍ର ପ୍ରସ୍ତୁତି ।

କନକ ବ୍ୟୁରୋ: ଆମେରିକା ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ୨୦ ତାରିଖରେ ନ୍ୟୁୟର୍କରେ ପହଞ୍ଚିବେ ମୋଦୀ । ସ୍ୱାଗତ ପାଇଁ ଆମେରିକା ସ୍ୱତନ୍ତ୍ର ପ୍ରସ୍ତୁତି କରିଛି ବାଇଡେନ ପ୍ରଶାସନ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତର ପୂରା ସୂଚୀ ସାମ୍ନାକୁ ଆସିଛି । ୩ ଦିନିଆ ଗସ୍ତରେ ରହିଛି…

ଅଘୋଷିତ ବିଦ୍ୟୁତ କାଟର ପ୍ରତିବାଦ । ପୋଲିସ- କଂଗ୍ରେସ କର୍ମୀ ଧସ୍ତାଧସ୍ତି । ଗ୍ରୀଡକୋ ଅଫିସକୁ ଟମାଟୋ ମାଡ

କନକ ବ୍ୟୁରୋ: ଅଘୋଷିତ ପାୱାରକଟ୍କୁ ନେଇ ଜାରି ରହିଛି ପ୍ରତିବାଦ । ଭୁବନେଶ୍ୱର ଗ୍ରୀଡକୋ କାର୍ଯ୍ୟାଳୟକୁ ଘେରାଉବେଳେ କଂଗ୍ରେସ କର୍ମୀ ଓ ପୋଲିସ ମଧ୍ୟରେ ହୋଇଛି ଠେଲାପେଲା । ସେପଟେ ବିଜୁଳି ଭିତ୍ତିଭୂମିରେ ମହାଦୁର୍ନୀତି ଅଭିଯୋଗ ନେଇ ରାଜ୍ୟପାଳଙ୍କୁ ଫେରାଦ ହୋଇଛି ବିଜେପି । ଏହାରି ଭିତରେ ବଡ…

ବିବାଦ ଭିତରେ ବକ୍ସ ଅଫିସରେ ହିଟ୍ ହେଉଛି ସିନେମା ଆଦିପୁରୁଷ । ତିନି ଦିନରେ କଲାଣି ୩୪୦ କୋଟି ଟଙ୍କାର ବ୍ୟବସାୟ ।

କନକ ବ୍ୟୁରୋ: ବିବାଦ ବଢୁଛି, ହେଲେ ଚାହିଦା କମୁନି । ପରଦାକୁ ଆସିବା ପରେ ଆଦିପୁରୁଷ ସିନେମାକୁ ନେଇ ଯେତିକି ହଙ୍ଗାମା ହେଲାଣି, ବକ୍ସଅଫିସରେ ସେହିପରି ବ୍ୟବସାୟ ବି କରିଚାଲିଛି ଏହି ଫିଲ୍ମଟି । ମାତ୍ର ୩ ଦିନରେ ଫିଲ୍ମଟି ୱାଲର୍ଡୱାଇଡ୍ ୩୪୦ କୋଟି ଟଙ୍କାର ବ୍ୟବସାୟ କରିଛି । ବିବାଦ…

ଟୁଇଟ୍ କରି ବିବାଦ ବଢ଼ାଇଲେ ସାଂସଦ ଅପରାଜିତା ଷଡଙ୍ଗୀ: ଲେଖିଲେ ମୁଖ୍ୟମନ୍ତ୍ରୀଙ୍କ ସମ୍ପର୍କରେ ପ୍ରଫୁଲ ସାମଲଙ୍କ…

କନକ ବ୍ୟୁରୋ: ରାଜ୍ୟ ସରକାର ଓ ସଚିବଙ୍କୁ ବିରୋଧୀ ଘେରିବା ପ୍ରସଙ୍ଗରେ ପ୍ରତିକ୍ରିୟାକୁ ନେଇ ମୁହାଁମୁହିଁ ହୋଇଛନ୍ତି ଶାସକ ଦଳର ଦୁଇ ବିଧାୟକ । ମୁଖ୍ୟମନ୍ତ୍ରୀଙ୍କ ସମ୍ପର୍କରେ ଦେଇଥିବା ବୟାନ ପାଇଁ ବରିଷ୍ଠ ବିଧାୟକ ପ୍ରଫୁଲ ସାମଲଙ୍କୁ ସମାଲୋଚନା କରିଛନ୍ତି ତାଙ୍କରି ଦଳର ବିଧାୟକ ସୁଧୀର ସାମଲ…

ବଡ଼ଠାକୁରଙ୍କ ପ୍ରେମରେ ଭାବବିହ୍ୱଳ ଭକ୍ତ: ରଥାରୁଢ ଦିଅଁଙ୍କୁ ଦର୍ଶନ ପାଇଁ ଦୂରଦୂରାନ୍ତରୁ ଧାଇଁ ଆସିଛନ୍ତି ଶ୍ରଦ୍ଧାଳୁ

କନକ ବ୍ୟୁରୋ: ବଡ଼ଦାଣ୍ଡକୁ ଓହ୍ଳାଇ ଆସିବେ ବଡ଼ଠାକୁର । ଏଥିପାଇଁ ପୁରୀରେ ଭକ୍ତଙ୍କ ଭିଡ଼ ଜମିବାରେ ଲାଗିଲାଣି । ରଥଯାତ୍ରାରେ ରଥାରୁଢ ଦିଅଁଙ୍କୁ ଦର୍ଶନ କରିବା ପାଇଁ ଦୂରଦୂରାନ୍ତରୁ ଭକ୍ତ ବଡ଼ଦାଣ୍ଡକୁ ଧାଇଁ ଅସିଛନ୍ତି । ଆଉ ବଡ଼ଠାକୁରଙ୍କ ପ୍ରେମରେ ଭାବବିହ୍ୱଳ ହୋଇପଡୁଛନ୍ତି ଭକ୍ତ । ଆଖିରେ…

କାଲି ବିଶ୍ୱପ୍ରସିଦ୍ଧ ରଥଯାତ୍ରା: ପୁରୀକୁ ଯିବେ କେମିିତି?

କନକ ବ୍ୟୁରୋ: ରାତି ପାହିଲେ ବଡଭାଇ ଓ ଉଉଣୀଙ୍କ ସହ ବଡଦାଣ୍ଡକୁ ଓହ୍ଲାଇଆସିବେ ବଡଠାକୁର । ଏଥିପାଇଁ ଚଳଚଂଚଳ ହୋଇଛି ପୁରୀ ।  ରଥ ଓ ପଥ ପ୍ର୍ସ୍ତୁତ ହୋଇ ରହିଛି । କାଲି ରଥ ଉପରେ ତିନିଠାକୁରଙ୍କ ଦର୍ଶନ ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ । ଏହାକୁ ଦୃଷ୍ଟିରେ ରଖି  ଟ୍ରାଫିକ କଟକଣା ଜାରି…