Daily Archives

June 18, 2023

ତେଜୁଛି କୋରାପୁଟ କଂଗ୍ରେସ କଳି। ଦିଲ୍ଲୀରେ ତାରା, ଜୟପୁରରେ ସପ୍ତଗିରି

କନକ ବ୍ୟୁରୋ: ବିଶାଳ ରାଲି । ଶହ ଶହ ସମର୍ଥକ । ଜୟପୁର ବିଧାୟକଙ୍କ ଅନୁପସ୍ଥିତିରେ ଜୟପୁରରେ ଶକ୍ତି ପ୍ରଦର୍ଶନ କରିଛନ୍ତି କୋରାପୁଟ ସାଂସଦ । ଜିଲ୍ଲାର ନୂଆ କଂଗ୍ରେସ ସଭାପତିଙ୍କ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ସାଂସଦ ସପ୍ତଗିରି ଉଲାକାଙ୍କ ସମେତ ଅନେକ ନେତା ଓ…

ବଜାରରେ ବଢ଼ୁଛି ମାଟିରେ ତିଆରି ଚା’ କପ୍’ର ଚାହିଦା । ଏହାକୁ ପ୍ରସ୍ତୁତ କରି ଗୃହିଣୀରୁ ସଫଳ ଉଦ୍ୟାଗୀ ହୋଇଛନ୍ତି କଟକ…

କନକ ବ୍ୟୁରୋ : ଚା’ ପିଇବାର ଅଭ୍ୟାସ ପ୍ରାୟ ଅଧିକାଂଶ ଲୋକଙ୍କର ଥାଏ । ଘର ହେଉ କିମ୍ବା କର୍ମକ୍ଷେତ୍ର । ସକାଳ ହେଉ ଅବା ସଂଜ ଚା’ ପିଇବାର ସେମିତି କିଛି ସମୟ ନଥାଏ । ଅଫିସର କାର୍ଯ୍ୟ ବ୍ୟସ୍ତତା ଭିତରେ ଚା’ କପେ ମନରେ ଭରିଆଣେ ସତେଜତା । ଚା’ ପିଇବା ପାଇଁ କିଏ କାଚ କପ୍ ବ୍ୟବହାର କରନ୍ତି ତ…

ଗୁଳିମାଡ଼ରେ ଦୁଇ ବନ କର୍ମଚାରୀଙ୍କ ମୃତ୍ୟୁ ପରେ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଲେ ବନ କର୍ମଚାରୀ। ମୃତ୍ୟୁକୁ ନେଇ…

କନକ ବ୍ୟୁରୋ: ମାସକ ଭିତରେ ଦୁଇ ଦୁଇ ଜଣ ବନ କର୍ମଚାରୀଙ୍କୁ ଗୁଳିମାଡ଼ ପରେ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି ବନ କର୍ମଚାରୀ । ପ୍ରଶାସନର ଅବହେଳା ପାଇଁ ବନ କର୍ମଚାରୀଙ୍କୁ ହତ୍ୟା କରାଯାଉଥିବା ଅଭିଯୋଗ ଆଣିଛି ଓଡ଼ିଶା ଅଣଗେଜେଟ୍ ବନସେବା ସଂଘ । ତେଣୁ ସୋମବାର ଠାରୁ ଜୁଲାଇ ୮ ତାରିଖ…

ରୋଜଗାର ଦେଉଛି ସମୁଦ୍ର ଘାସ, ବିଭିନ୍ନ ପ୍ରକାର ସାମଗ୍ରୀ ପ୍ରସ୍ତୁତ କରି ରୋଜଗାର କରୁଛନ୍ତି ମହିଳା

କନକ ବ୍ୟୁରୋ : ଦିନକୁ ଦିନ ପରିବେଶ ଉପଯୋଗୀ ଜିନିଷର ଚାହିଦା ବଢ଼ୁଛି । ମେସିନ୍ ତିଆରି ଜିନିଷ ଅପେକ୍ଷା ହାତ ତିଆରି ଜିନିଷ ଲୋକଙ୍କୁ ବେଶ ପସନ୍ଦ ଆସୁଛି । ତେବେ ବାଲେଶ୍ୱର ଭୋଗରାଇ ବ୍ଳକ କୃଷ୍ଣନଗର ଗାଁର ମହିଳା ମାନେ ସମୁଦ୍ର କୂଳିଆ ଘାସରେ ତିଆରି କରୁଛନ୍ତି ସୁନ୍ଦର ସୁନ୍ଦର ଘରସଜା ସାମଗ୍ରୀ…

ଅସହାୟ ଲୋକଙ୍କ ପାଇଁ ରାଜ୍ୟ ସରକାରଙ୍କ ବଡ ପଦକ୍ଷେପ, ଫୁଟପାଥରୁ ଲୋକଙ୍କୁ ଉଦ୍ଧାର କରିବାକୁ ପାଟ୍ରୋଲିଂ ଟିମକୁ…

କନକ ବ୍ୟୁରୋ : ରାସ୍ତାରେ ଯେପରି କୌଣସି ଅଭାବୀ କିମ୍ବା ଅସହାୟ ଲୋକ ନରୁହନ୍ତି ସେଥିପାଇଁ ରାଜ୍ୟରେ ସହରାଞ୍ଚଳ ଗୃହ ଆଶ୍ରୟସ୍ଥଳର ନିର୍ମାଣ କରାଯାଇଛି । ନିକଟରେ ଏକ ଘଟଣାରେ ଦେଖିବାକୁ ମିଳିଥିଲା କି ସିଏମସି ଅଞ୍ଚଳର କିଛି ଲୋକ ଏବେ ବି ଫୁଟପାଥରେ ଶୋଉଛନ୍ତି । ଏହା ଅତ୍ୟନ୍ତ ନିରାଶାଜନକ ଥିଲା…

ବିଦେଶିନୀଙ୍କ ହନିଟ୍ରାପରେ ୭୦ ବର୍ଷିୟ ପୂର୍ବତନ ସରକାରୀ ବାବୁ, ୫ବର୍ଷରେ ହରାଇଲେ ୨୦ଲକ୍ଷ ଟଙ୍କା

କନକ ବ୍ୟୁରୋ :ନାଁ : ଲିଓନା ଜିମି, ମଧ୍ୟ ବୟସ୍କ ଯୁବତୀ, ଠିକଣା: ମଂଚେଷ୍ଟର, ଲଣ୍ଡନ । ଏହି ପରିଚୟ ଓ ଠିକଣା କେତେ ସତ, ବୁଝିବା ପୂର୍ବରୁ ଏହି ମାୟାବିନୀଙ୍କ ଜାଲରେ ଫିସିଯାଇଥିଲେ ଓଡ଼ିଶା ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ବରିଷ୍ଠ ଅଧିକାରୀ ଭାବେ ଅବସର ନେଇଥିବା ଜଣେ ବଡ଼ ବାବୁ ।…