Daily Archives

June 15, 2023

ସାରା ରାଜ୍ୟରେ ଜାରି ରହିଛି ବିଜୁଳି ବିଭ୍ରାଟ । ପୂର୍ବରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ ସବୁଠି ତେଜୁଛି ଜନ ଅସନ୍ତୋଷ

କନକ ବ୍ୟୁରୋ: ବିଦ୍ୟୁତ କାଟକୁ ନେଇ ବଢୁଛି ଜନ ଅସନ୍ତୋଷ । ଅଘୋଷିତ ବିଦ୍ୟୁତ୍ କାଟ ଯୋଗୁଁ ସାରା ରାଜ୍ୟରେ ଲୋକେ ଆଉଟୁପାଉଟୁ ହେଉଛନ୍ତି । କେଉଁଠି ଘନ ଘନ ବିଦ୍ୟୁତ୍ କାଟ୍ ତ ଆଉ କେଉଁଠି ଲୋ’ ଭୋଲଟେଜ ଯୋଗୁଁ ପଙ୍ଖା ଘୁରୁନି । ଏହାକୁ ନେଇ ଜନଅସନ୍ତୋଷ ବଢୁଥିବା ବେଳେ ବିଜେପି ପକ୍ଷରୁ ବିଭିନ୍ନ…

ଲୋକସଭା ନିର୍ବାଚନ ନେଇ ବିହାର ମୁଖ୍ୟମନ୍ତ୍ରୀଙ୍କ ବଡ ବୟାନ । କହିଲେ; ନିର୍ଦ୍ଧାରିତ ସମୟ ପୂର୍ବରୁ ହୋଇପାରେ ନିର୍ବାଚନ

କନକ ବ୍ୟୁରୋ : ଆଗୁଆ ହେବ ଲୋକସଭା ନିର୍ବାଚନ । ୨୦୨୪ରେ ହେବାକୁ ଥିବା ଲୋକସଭା ନିର୍ବାଚନ ଆଗୁଆ ଅର୍ଥାତ୍ ଚଳିତ ବର୍ଷ ହେବ ବୋଲି କହିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର   । ବିହାରର ପାଟନାରେ ଜୁନ୍ ୨୩ ମୋଦୀ ବିରୋଧୀ ନେତାଙ୍କ ମହାବୈଠକ ହେବାର ଅଛି । ଯେଉଁଥିରେ କଂଗ୍ରେସ, ଟିଏମସି,…

ନିର୍ବାଚନ ପୂର୍ବରୁ ମଧ୍ୟପ୍ରଦେଶ ବିଜେପିକୁ ବଡ ଝଟକା, କଂଗ୍ରେସରେ ଯୋଗଦେବାକୁ ୪ଶହ କାରରେ ୩ଶହ କିଲୋମିଟର ଆସିଲେ…

କନକ ବ୍ୟୁରୋ : ମଧ୍ୟପ୍ରଦେଶ ନିର୍ବାଚନ ପୂର୍ବରୁ ବିଜେପି ବଡ଼ ଝଟକା । ଦଳ ଛାଡିଲେ ଜୋର୍ତିଆଦିତ୍ୟ ସିନ୍ଧିଆଙ୍କ ଘନିଷ୍ଠ ସହଯୋଗୀ ବାଜିନାଥ ସିଂ । ଦେଖନ୍ତୁ କିପରି ଗୋଟିଏ ପରେ ଗୋଟିଏ କାର ଯାଉଛି । ଏହା କୌଣସି ମୁଖ୍ୟମନ୍ତ୍ରୀ କିମ୍ବା କେନ୍ଦ୍ରମନ୍ତ୍ରୀଙ୍କ କାରକେଡ୍ ନୁହେଁ ଅବା କୌଣସି ରୋଡ…

ଉପଚାର ପରେ ସଂପୂର୍ଣ୍ଣ ସୁସ୍ଥ ହେଲେ ଶ୍ରୀଜୀଉ । ରଥପାତ୍ରା ପାଇଁ ପ୍ରସ୍ତୁତ ହେବାକୁ ରାଜନଅରକୁ ଗଲା ସୂଚନା । ଆୟୋଜିତ…

କନକ ବ୍ୟୁରୋ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମାନବୀୟ ଲୀଳା । ସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଜ୍ୱରରେ ପଡିଥିଲେ ବଡ଼ ଠାକୁର । ୧୦ ଦିନର ଉପଚାର ପରେ ଏବେ ସେ ସୁସ୍ଥ ହୋଇଛନ୍ତି । ତେଣୁ ଏହି ଖବର ରାଜନଅରରେ ପହଞ୍ଚିବା ଉଚିତ୍ । ମହାପ୍ରଭୁଙ୍କ ଜନ୍ମବେଦୀକୁ…

ମଣିପୁରରେ ଥମୁନି ଜାତିଆଣ ହିଂସା । ଦେଢମାସ ଧରି ଅଶାନ୍ତ ରହିଛି ଇମ୍ଫାଲ ସମେତ ବିଭିନ୍ନ ଜିଲ୍ଲା, ମଝି ରାତିରେ…

କନକ ବ୍ୟୁରୋ : ଦେଢମାସ ବିତିଲାଣି ତଥାପି କମୁନି ମଣିପୁର ହିଂସା । ଯନ୍ତ୍ରଣାରେ ଆର୍ତ୍ତ ଚିକ୍ରାର କରୁଛି ପୂର୍ବୋତର ରାଜ୍ୟ । ଦୀର୍ଘଦିନ ଧରି ରାଜ୍ୟରେ ଚାଲିଛି ହିଂସା, ଉତେଜନା, ଗଣ୍ଡଗୋଳ, ହତ୍ୟା, ଲୁଟପାତ, ପଳାୟନ । ଏହା ଭିତରେ ବୁଧବାର ପୁଣି ଏକ ବଡ ଘଟଣାରେ ଥରି ଉଠିଛି ରାଜ୍ୟ ।…

ଦିଲ୍ଲୀ ମୁଖାର୍ଜୀ ନଗରରେ ଥିବା କୋଚିଂ ସେଣ୍ଟରରେ ଲାଗିଗଲା ନିଆଁ । ପ୍ରାଣ ବିକଳରେ ତିନି ମହଲା ତଳକୁ ଡେଇଁ ପଡିଲେ…

କନକ ବ୍ୟୁରୋ : ଦିଲ୍ଲୀ ସ୍ଥିତ ମୁଖାର୍ଜୀ ନଗରରେ ଥିବା ଏକ କୋଚିଂ ସେଣ୍ଟରରେ ନିଆଁ ଲାଗିବା ପରେ ସେଠାରେ ଥିବା ଛାତ୍ର ଛାତ୍ରୀଙ୍କୁ ଯେଭଳି ଉଦ୍ଧାର କରାଗଲା ତାହା ଏବେ ସମସ୍ତଙ୍କୁ ଚକିତ କରିଛି । କୋଚିଂ ସେଣ୍ଟରରେ ନିଆଁ ଲାଗିବା ପରେ ତାର ଧରି ୪ ମହଲା ତଳକୁ ଓହ୍ଲାଉଥିବା ଛାତ୍ର…