Daily Archives

June 8, 2023

କେରଳ ଛୁଇଁଲା ମୌସୁମୀ । ଓଡ଼ିଶା ଛୁଇଁବାରେ ହୋଇପାରେ ବିଳମ୍ବ । ରଜ ପରେ ଓଡିଶାରେ ମୌସୁମୀ ବର୍ଷା

କନକ ବ୍ୟୁରୋ: କେରଳ ଛୁଇଁଲା ମୌସୁମୀ । ସପ୍ତାହେ ବିଳମ୍ବରେ ସ୍ଥଳଭାଗ ଛୁଇଁଛି ମୌସୁମୀ । ଲାକ୍ଷାଦ୍ୱୀପ ଓ କେରଳର ସବୁଭାଗରେ ଦକ୍ଷିଣ-ପୂର୍ବ ମୌସୁମୀ ବାୟୁ ପ୍ରବେଶ କରିଛି । ଆଇଏମଡି ଡିଜି କହିଛନ୍ତି ସପ୍ତାହେ ବିଳମ୍ବରେ ମୌସୁମୀ ଆସିଥିବାରୁ ଓଡ଼ିଶାରେ ବି ବିଳମ୍ବରେ ମୌସୁମୀ ଆସିବ । ରଜ ପରେ…

ଗୁରୁ ଗୋବିନ୍ଦ ସିଂ ଇନ୍ଦ୍ରପ୍ରସ୍ଥ ବିଶ୍ୱବିଦ୍ୟାଳୟର କ୍ୟାମ୍ପସ ଉଦଘାଟନ କଲେ ଦିଲ୍ଲୀ ଉପ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ…

କନକ ବ୍ୟୁରୋ : ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଭାଷଣ ସମୟରେ କମ୍ପିଲା ମୋଦି ମୋଦି ନାରା । ଆଉ ହାତଯୋଡ଼ିଦେଲେ କେଜ୍ରିୱାଲ । ମୋଦି ନାରା ଶୁଣିବା ପରେ ହାତ ଯୋଡ଼ି ନିଜ ଭାଷଣ ଶୁଣିବା ପାଇଁ କେଜ୍ରିୱାଲ ସମୟ ମାଗିବା ସହ ନାରା ପଛରେ ଦେବାକୁ କହିଛନ୍ତି । ଦିଲ୍ଲୀରେ ଗୁରୁ ଗୋବିନ୍ଦ ସିଂହ…

ପ୍ରକାଶ ପାଇଲା +୨ କଳା ଓ ଧନ୍ଦାମୂଳକ ପରୀକ୍ଷାଫଳ । କଳାରେ ମୋଟ୍ ୧ଲକ୍ଷ ୮୧ ହଜାର ୮୬୯ଜଣ ଛାତ୍ରଛାତ୍ରୀ ପାସ୍ । ହେଲେ…

କନକ ବ୍ୟୁରୋ: ପ୍ରକାଶ ପାଇଛି ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ପରୀକ୍ଷାଫଳ । ୭୮.୮୮ ପ୍ରତିଶତ ପାସହାର ସହ କଳାରେ ମୋଟ୍ ୧ ଲକ୍ଷ ୮୧ ହଜାର ୮୬୯ ଛାତ୍ରଛାତ୍ରୀ ପାସ୍ ହୋଇଛନ୍ତି । ସେହିପରି ଧନ୍ଦାମୂଳକ ଶିକ୍ଷାରେ ମୋଟ ୩୮୬୦ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ଯୁକ୍ତ ଦୁଇ କଳାରେ କମିଲା…

କାନାଡାରେ ପ୍ୟାରେଡ ବେଳେ ରାସ୍ତାରେ ଗଡିଲା ଇନ୍ଦିରା ଗାନ୍ଧୀଙ୍କ ମୃତ୍ୟୁର ପ୍ରଜ୍ଞାପନ ମେଢ, ଜୟଶଙ୍କରଙ୍କ ଚେତାବନୀ

କନକ ବ୍ୟୁରୋ : କାନାଡ଼ାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଦିବଙ୍ଗତ ଇନ୍ଦିରା ଗାନ୍ଧୀଙ୍କ ହତ୍ୟାର ଉତ୍ସବ ପାଳନ ଉପରେ କଡ଼ା ପ୍ରତିକ୍ରିୟା ରଖିଛନ୍ତି ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର । ସେ କହିଛନ୍ତି ଏହା ଦୁହିଁଙ୍କ ସମ୍ପର୍କ ପାଇଁ ଭଲ ନୁହେଁ । ଏହି ଭିଡିଓଟି ଉପରେ ନଜର ପକାନ୍ତୁ । ଇଏ ସେହି ଦୃଶ୍ୟ…

ବିବାହ ପରେ ଯାଉଥିଲେ ବିଶାଖାପାଟଣା । ଘଟିଲା ବାହାନଗା ଟ୍ରେନ୍ ଦୁର୍ଘଟଣା । ମୃତ୍ୟୁର ଆଁରୁ ବଞ୍ଚି ଫେରିଲେ ନବଦମ୍ପତ୍ତି

କନକ ବ୍ୟୁରୋ: ରଖେ ହରି ତ ମାରେ କିଏ । ବିବାହ ପରେ ସ୍ୱାମୀ- ସ୍ତ୍ରୀ ଏକାଠି କରମଣ୍ଡଳ ଏକ୍ସପ୍ରେସରେ ବିଶାଖାପାଟଣା ଯାଉଥିଲେ । ହେଲେ ଦୁର୍ଘଟଣାରେ ଆହତ ହୋଇ ପରସ୍ପରଠାରୁ ଅଲଗା ହୋଇଯାଇଥିଲେ । ସ୍ତ୍ରୀ ବାଲେଶ୍ୱର ଡାକ୍ତରଖାନାରେ ଥିବାବେଳେ, ସ୍ୱାମୀ ଏସସିବିରେ ଚିକିତ୍ସିତ ହେଉଥିଲେ । ତେବେ…

ବିଜେପିକୁ ଆରଏସଏସର ଚେତାବନୀ । ନିର୍ବାଚନ ଜିତିବା ପାଇଁ କେବଳ ମୋଦୀ ଏବଂ ହିନ୍ଦୁତ୍ୱ ହୋଇପାରିବନି ଆଧାର

କନକ ବ୍ୟୁରୋ : ବିଜେପି ଆତ୍ମଚିନ୍ତନ କରିବାର ଆବଶ୍ୟକ ରହିଛି । କର୍ଣ୍ଣାଟକରେ ବିଜେପି ହାରିବା ପରେ ଆରଏସଏସ ବିଜେପିକୁ ଏଭଳି ପରାମର୍ଶ ଦେଇଛି । ସଂଘର ମୁଖ୍ୟ ଏକ ଆଲେଖ୍ୟ ଜରିଆରେ କହିଛନ୍ତି, କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ହିନ୍ଦୁତ୍ୱ ସବୁ ସ୍ଥାନରେ ବିଜୟ ପାଇଁ ପର୍ଯ୍ୟାପ୍ତ…