Daily Archives

June 4, 2023

ବାହାନଗା ଟ୍ରେନ୍ ଟ୍ରାଜେଡି: ଆଖି ବୁଜିଛନ୍ତି ୨୭୫ ଜଣ, ଏପର୍ଯ୍ୟନ୍ତ ୧୦୮ ମୃତଦେହଙ୍କ ହେଇପାରିଛି ପରିଚୟ ଚିହ୍ନଟ ।…

କନକ ବ୍ୟୁରୋ: ବାଲେଶ୍ୱର ବାହାନଗାରେ ଘଟିଥିବା ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୨୭୫ ଜଣ ମୃତ୍ୟୁବରଣ କରିଛନ୍ତି । ତା ଭିତରୁ ୧୦୮ ଜଣ ମୃତଦେହଙ୍କ ଚିହ୍ନଟ ହୋଇଥିବାବେଳେ, ଶବ ହସ୍ତାନ୍ତର ପ୍ରକ୍ରିୟା ଜାରି ରହିଛି । ବାଲେଶ୍ୱର ଜିଲ୍ଲାପାଳଙ୍କ ତଥ୍ୟକୁ ନେଇ ଆଜି ଏନେଇ ସୂଚନା…

ଟ୍ରେନ୍ ଦୁର୍ଘଟଣା ପାଇଁ ଇଣ୍ଟରଲକିଂ ସିଷ୍ଟମକୁ ଦାୟୀ କଲେ ରେଳମନ୍ତ୍ରୀ, ଜାଣନ୍ତୁ କଣ ଏହି ଇଣ୍ଟରଲକିଂ ସିଷ୍ଟମ ?

କନକ ବ୍ୟୁରୋ : ଇଲେକ୍ଟ୍ରୋନିକ ଇଂଟରଲକିଂ ସିଷ୍ଟମରେ ସମସ୍ୟା ସୃଷ୍ଟି ହେବାରୁ ଟ୍ରେନ ଦୁର୍ଘଟଣା ହୋଇଥିବା ରେଳମନ୍ତ୍ରୀ କହିବା ପରେ ଏହାକୁ ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି । ଇଂଟରଲକିଂ ସିଷ୍ଟମ କ’ଣ, ଏହା କିପରି କାମ କରେ, ଏଥିରେ ତ୍ରୁଟି କିପରି ହେଲା, ଫଳରେ ଏତେ ବଡ଼ ଦୁର୍ଘଟଣା…

କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣା ପରେ ବଡ ଘୋଷଣା କଲେ ଗୌତମ ଆଦାନୀ, ବାପାମାଆ ହରାଇଥିବା ପିଲାଙ୍କ ପାଠପଢା ଦାୟିତ୍ୱ ନେବ…

କନକ ବ୍ୟୁରୋ: ବାହାନଗାରେ ଟ୍ରେନ ଦୁର୍ଘଟଣା ନେଇ ଗୌତମ ଆଦାନୀଙ୍କ ବଡ ଘୋଷଣା । ବାପା ମାଆଙ୍କୁ ହରାଇଥିବା ପିଲାଙ୍କୁ ପାଠପଢାଇବ ଆଦାନୀ ଗ୍ରୁପ । ଦୁର୍ଘଟଣାରେ ପରିବାରକୁ ହରାଇଥିବା ପିଲାଙ୍କ ପଢାଖର୍ଚ୍ଚ ନେବ ଆଦାନୀ ଗ୍ରୁପ । उड़ीसा की रेल दुर्घटना से हम सभी बेहद व्यथित हैं।…

ବାଲେଶ୍ୱର ରେଳ ଦୁର୍ଘଟଣାକୁ ନେଇ ରେଲୱେ ବୋର୍ଡର ସାମ୍ବାଦିକ ସମ୍ମିଳନୀ, ସିବିଆଇ ତଦନ୍ତ ପାଇଁ ରେଳବୋର୍ଡର ସୁପାରିଶ

କନକ ବ୍ୟୁରୋ : ବାଲେଶ୍ୱର ବାହାନାଗା ଟ୍ରେନ ଦୁର୍ଘଟଣାର ସିବିଆଇ ତଦନ୍ତ ପାଇଁ ସୁପାରିଶ କରିଛି ରେଳବାଇ ବୋର୍ଡ । ଗଣମାଧ୍ୟମକୁ ଆଜି ଏହି ସୂଚନା ଦେଇଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀରେ ଦୁର୍ଘଟଣା ଘଟିଥିବା ରେଳଟ୍ରାକର ମରାମତି ନେଇ ସେ…

ବାହାନାଗା ଟ୍ରେନ ଦୁର୍ଘଟଣା ପାଇଁ କିଏ ଦାୟୀ । ଏତେ ଜୀବନହାନି ପଛର କାରଣ କଣ ?

କନକ ବ୍ୟୁରୋ : ଦୁର୍ଘଟଣାର କାରଣ କଣ? ଏହା ଜାଣିବାକୁ ସାରାଦେଶ ଅପେକ୍ଷା କରିଛି । ଅ୍ରାଉ ଏତିକିବେଳେ ଦୁର୍ଘଟଣାର କାରଣ କହିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ମନ୍ତ୍ରୀ କହିଛନ୍ତି, ଇଂଟରଲକିଂ ସିଷ୍ଟମରେ ପରିବର୍ତନ ଯୋଗୁ ଦୁର୍ଘଟଣା ହୋଇଛି । ଦୁର୍ଘଟଣା ପାଇଁ ଦାୟୀ ବ୍ୟକ୍ତିଙ୍କୁ…

ଅଧାରେ ରହିଗଲା ଇଂଜିନିୟର ହେବାର ସ୍ୱପ୍ନ: ବାଲେଶ୍ୱର ବାହାନଗା ରେଳ ଦୁର୍ଘଟଣାରେ ଲିଭଗଲା ସନ୍ଦୀପଙ୍କ ଜୀବନ ଦୀପ

କନକ ବ୍ୟୁରୋ: ଅଧାରେ ରହିଗଲା ଇଂଜିନିୟର ହବାର ସ୍ୱପ୍ନ । ବାଲେଶ୍ୱର ବାହାନଗା ରେଳ ଦୁର୍ଘଟଣାରେ ଲିଭଗଲା ଜୀବନର ଦୀପ । ବସ୍ତା ସାହାଡା ଗାଁର ସନ୍ଦୀପ ଦାସ । ପାଠ ପଢିବା ସରିବା ପରେ ଏବେ ଜଣେ ଯନ୍ତ୍ରୀ ହୋଇଥାନ୍ତେ । ହେଲେ ସବୁ ସ୍ୱପ୍ନ ତାଙ୍କର ମାଟିେରେ ମିଶିଗଲା । ସନ୍ଦୀପଙ୍କ ମାଉସୀ ଓ…