Daily Archives

June 4, 2023

ସ୍ନାନ ଯାତ୍ରାରେ କାକଟପୁର ମା’ମଙ୍ଗଳାଙ୍କ ସ୍ୱତନ୍ତ୍ର ନୀତି ସହ ଚନ୍ଦନ ବେଶ: ୮ରୁ ୧୦ କେଜି ଚନ୍ଦନ କାଠରେ ମାଆଙ୍କ ମୁଖ…

କନକ ବ୍ୟୁରୋ: ଆଜି ହେଉଛି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା, ଆଜିର ଦିନରେ ନୀଳାଦ୍ରିନାଥ ମହାପ୍ରଭୁ ଜଗନ୍ନାଥ ଏବଂ ଚତୁର୍ଦ୍ଧା ମୁରତୀଙ୍କ ଆରମ୍ଭ ହୋଇଥାଏ ରଥଯାତ୍ରାର ଅୟୋମାରମ୍ଭ । ସେହି ଅବସରରେ ଆଜିର ଦେବସ୍ନାନ ପୂର୍ଣ୍ଣିମାରେ କାକଟପୁର ବାସିନୀ ମା ମଙ୍ଗଳାଙ୍କ ମନ୍ଦିରରେ ଆୟୋଜିତ ହୋଇଥାଏ…

ଟ୍ରେନ ଦୁର୍ଘଟଣାର ହେବ ସିବିଆଇ ତଦନ୍ତ: ପ୍ରେସମିଟ କରି ସୂଚନା ଦେଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

କନକ ବ୍ୟୁରୋ: ରେଳ ସଦନରେ ରେଲୱେ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପ୍ରେସମିଟ । କହିଲେ, ଟ୍ରେନ ଦୁର୍ଘଟଣାର ହେବ ସିବିଆଇ ତଦନ୍ତ । ରେଲୱେ ବୋର୍ଡ ସିବିଆଇ ତଦନ୍ତ ପାଇଁ ସୁପାରିଶ କରିଛି । ବାହାନଗା ଦୁର୍ଘଟଣା ପରେ ଉଦ୍ଧାର କାମ ଚାଲିଲା । ରେଳ ଧାରଣା କାମ ସରିଯାଇଛି, ବିଜୁଳି କାମ ଜାରି ରହିଛି…

ସ୍ନାନ ବେଦୀରେ ଚତୁର୍ଦ୍ଧା ମୂରତି: ଭକ୍ତଙ୍କୁ ଗଜାନନ ବେଶରେ ଦର୍ଶନ ଦେଲେ ମହାପ୍ରଭୁ

କନକ ବ୍ୟୁରୋ: ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ରବିବାର ଦିନ ଶ୍ରୀମନ୍ଦିର ସ୍ନାନବେଦିରେ ଅନୁଷ୍ଠିତ ହୋଇଛି ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ସ୍ନାନଯାତ୍ରା। ରତ୍ନବେଦିରୁ ସ୍ନାନବେଦିକୁ ଆସି ସୁନା କୂଅର ୧୦୮ ସୁବାସିତ ଜଳରେ ସ୍ନାନ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ମହାପ୍ରଭୁଙ୍କ ଏହି…

କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନକୁ ନେଇ ସତ୍ୟପାଲ ମଲ୍ଲିକଙ୍କ କଡା ଚେତାବନୀ । କହିଲେ, ପ୍ରଥମେ ବ୍ରିଜଭୂଷଣକୁ ହଟାଇବୁ ପରେ…

କନକ ବ୍ୟୁରୋ : ଭାରତୀୟ କୁସ୍ତିସଂଘର ପୂର୍ବତନ ଅଧ୍ୟକ୍ଷ ତଥା ବିଜେପି ସାଂସଦ ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି । ଏହି କ୍ରମରେ ଜାମ୍ମୁ-କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ କହିଛନ୍ତି କି ମେ’୨୮ ତାରିଖରେ ଦିଲ୍ଲୀ ପୋଲିସ…

ବାଲେଶ୍ୱର ରେଳ ଦୁର୍ଘଟଣା, ଶୋକ ପ୍ରକାଶ କଲେ ପୋପ୍ ଫ୍ରାନ୍ସିସ

କନକ ବ୍ୟୁରୋ : ବାଲେଶ୍ୱର ଜିଲ୍ଲା ବାହାନଗା ଠାରେ ଜୁନ ୨ ତାରିଖ ସନ୍ଧ୍ୟାରେ ଘଟିଥିବା ରେଳ ଦୁର୍ଘଟଣାକୁ ନେଇ ସାରା ବିଶ୍ୱରୁ ଶୋକ ବାର୍ତ୍ତା ଆସୁଛି । ଋଷ ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି ଅନେକ ଦେଶର ପ୍ରତିନିଧି ଏହି ଘଟଣାରେ ଶୋକ ପ୍ରକାଶ କରିଛନ୍ତି । ଏହି କ୍ରମରେ ଆଜି ପୋପ୍ ପୋପ୍…

କଟକ ବଡ଼ ମେଡିକାଲରେ ୩ କେନ୍ଦ୍ରମନ୍ତ୍ରୀ: ଆହତଙ୍କୁ ଭେଟି ସ୍ୱାସ୍ଥ୍ୟାବସ୍ଥା ବୁଝିଲେ କେନ୍ଦ୍ରମନ୍ତ୍ରୀ ମନସୁଖ…

କନକ ବ୍ୟୁରୋ: କଟକ ଏସସିବି ମେଡିକାଲରେ ପଂହଚିଲେ ୩ କେନ୍ଦ୍ରମନ୍ତ୍ରୀ । ଏସସିବି ମେଡିକାଲରେ ପଂହଚି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡବିୟ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଚିକିତ୍ସିତ ହେଉଥିବା ଆହତଙ୍କ ସ୍ୱାସ୍ଥ୍ୟବସ୍ଥା…