କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣା ପରେ ବଡ ଘୋଷଣା କଲେ ଗୌତମ ଆଦାନୀ, ବାପାମାଆ ହରାଇଥିବା ପିଲାଙ୍କ ପାଠପଢା ଦାୟିତ୍ୱ ନେବ ଆଦାନୀ ଗ୍ରୁପ୍

5,116

କନକ ବ୍ୟୁରୋ: ବାହାନଗାରେ ଟ୍ରେନ ଦୁର୍ଘଟଣା ନେଇ ଗୌତମ ଆଦାନୀଙ୍କ ବଡ ଘୋଷଣା । ବାପା ମାଆଙ୍କୁ ହରାଇଥିବା ପିଲାଙ୍କୁ ପାଠପଢାଇବ ଆଦାନୀ ଗ୍ରୁପ । ଦୁର୍ଘଟଣାରେ ପରିବାରକୁ ହରାଇଥିବା ପିଲାଙ୍କ ପଢାଖର୍ଚ୍ଚ ନେବ ଆଦାନୀ ଗ୍ରୁପ ।